Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ରେଖାଙ୍କ ସ୍ବାମୀ ଚଳାଉଛନ୍ତି ଦିଲ୍ଲୀ ସରକାର’- ଅଭିଯୋଗ ଆଣିଲେ ଆତିଶୀ

ନୂଆଦିଲ୍ଲୀ: ‘ସରକାର ଚଳାଉନାହାନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପରଦା ପଛରେ ରହି ସ୍ବାମୀ ମନିଷ ଗୁପ୍ତା ଦିଲ୍ଲୀ ସରକାର ପରିଚାଳନା କରୁଛନ୍ତି ।’ କିଛଇ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ବିରୋଧୀ ଦଳ ନେତା ଆତିଶୀ ମରଲେନ୍ ।  ଆମ ଆଦମୀ ପାର୍ଟି ନେତ୍ରୀ ତଥା ବିରୋଧୀ ଦଳ…

ଲକ୍ଷେ ଛୁଇଁବ କି ଗୋଲ୍ଡ ପ୍ରାଇସ? ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ..

ଭୁବନେଶ୍ବର: ସୁନା ଦରରେ ରହୁନି ସ୍ଥିରତା । ୨୪ କ୍ୟାରେଟ୍ ସୁନା ମୂଲ୍ୟ ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା ହେଲାଣି । ସେହିପରି ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଭୁବନେଶ୍ବରରେ ୮୭,୭୦୦ଟଙ୍କା ରହିଛି । ରୂପାର ମୂଲ୍ୟ ରାଜଧାନୀ ରେ ୧୦ ଗ୍ରାମ ପିଛା ୧୧୦୦ଟଙ୍କା…

ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪ । ଆଜି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଲାଗୁ ହୋଇଛି । ଚଳିତ ବଜେଟ୍ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ଆଜି ରାଜ୍ୟପାଳ ହରିବାବୁ…

ଅଣ୍ଟା ସଳଖିଛି କି ନାହିଁ ପୁଣି ଭୂକମ୍ପରେ ଥରିଲା ମିଆଁମାର: ଗତ ମାସ ଝଟକାରେ ଯାଇଥିଲା ହଜାର ଜୀବନ

ନେପିତ: ଲିଭିନି ଗତ ମାସର ଭୂକମ୍ପର କୋହ । ଏବେ ବି ମାଟି ତଳୁ ଖୋଜା ଚାଲିଛି ଜୀବନ । ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହାରି ଭିତରେ ଆଜି ପୁଣି ଥରିଛି ପଡୋଶୀ ଦେଶ ମିଆଁମାର । ୫.୫ ତୀବ୍ରତାର…

ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ, ବିଜେପି କହିଲା, ‘ସୁରକ୍ଷିତ ନାହାନ୍ତି ହିନ୍ଦୁ’

ମୁର୍ଶିଦାବାଦ: ୱାକଫ୍ ଆଇନ ନେଇ ଥମୁନି ବିବାଦ। ବିରୋଧୀ ଏହାକୁ ସମାଲୋଚନା ଜାରି ରଖିଥିବା ବେଳେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି ୱାକଫ୍ ହିଂସା। ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ (ସଂଶୋଧନ) ଆଇନ ଉପରେ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ପାଇଁ…

ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କ୍ୟାଲେଣ୍ଡର୍ ଉନ୍ମୋଚିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଓଡ଼ିଆ…

ଟ୍ରକ୍‌ ସହ ଯାତ୍ରୀବାହୀ ବସ୍ ଧକ୍କା, ୩୦ରୁ ଊର୍ଦ୍ଧ୍ବ ଆହତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦୁର୍ଘଟଣା । ଟ୍ରକକୁ ଏକ ଯାତ୍ରୀବାହି ବସ୍‌ ପଛପଟୁ ପିଟିବା ଫଳରେ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖଲ୍ଲିଖୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆଜି ସକାଳେ…

ରାଉରକେଲାରେ ଚାଞ୍ଚଲ୍ୟ; ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ରାଉରକେଲା । ଦିନକ ପରେ ସହରରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ତେବେ ଉଦ୍ଧାର ଯୁବକଙ୍କ ପରିଚୟ ଅସ୍ପଷ୍ଟ…

୫ ଦିନ ତାଣ୍ଡବ ରଚିବ କାଳବୈଶାଖୀ; ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗରମ ଭିତରେ କାଳବୈଶାଖୀ କାରଣରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ହ୍ରାସ ପାଇଛି । ଆସନ୍ତା ୧୭ ତାରିଖ ଯାଏଁ ବର୍ଷିବ କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ସୂଚନା…

ସମ୍ବଲପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର । ରଙ୍ଗିଆଟିକ୍ରାରେ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ପୋଲିସ । ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ସୀତାରାମ…