Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭୭ତମ ପ୍ରତିଷ୍ଠା ଦିବସ ପାଳୁଛି ମନ୍ଦିରମାଳିନୀ ସହର ଭୁବନେଶ୍ୱର

ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ…

ଶ୍ରୀ ଭାଗବତ ସାର ୫: “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ”

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପରି ମହାନ ଗ୍ରନ୍ଥକୁ ଅନେକ ମନୀଷୀ କହିଛନ୍ତି "ଏହି ଗ୍ରନ୍ଥ ଭାଗବତ ହିଁ ଭଗବାନ ଓ ଶ୍ରୀ ଗୁରୁ ସ୍ୱରୂପ ଅଟନ୍ତି।" କାରଣ ଶ୍ରୀମଦ ଭାଗବତ କେବଳ କୃଷ୍ଣ ଚରିତରେ ପୂର୍ଣ୍ଣ ହୋଇଛି, ତେଣୁ ଯଥାର୍ଥରେ ଶ୍ରୀ…

ଥମୁନି ମୁର୍ଶିଦାବାଦ ହିଂସା; ଗିରଫ ହେଲେଣି ୧୧୮ ,ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

କୋଲକାତା: ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏପଟେ ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ ହେବେ; ଏନେଇ ଆଦେଶ…

ପୂର୍ବ ଭାରତର ପ୍ରଥମ ସରକାରୀ ସ୍କିନ୍‌ ବ୍ୟାଙ୍କ୍‌ ଭୁବନେଶ୍ୱର ଏମ୍ସରେ ପ୍ରତିଷ୍ଠା ହେବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବର କୌଣସି ଗୁଣରେ ଏମ୍‌ସ ଦିଲ୍ଲୀଠାରୁ କମ୍‌ ନୁହେଁ। ଓଡ଼ିଶାରେ ପ୍ରତିଷ୍ଠିତ ଏହି ଜାତୀୟ ପ୍ରତିଷ୍ଠାନ ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛି। ଏହାକୁ ଆହୁରି ଆଗକୁ ନେବା ସହିତ ଦେଶରେ ଏକ ନମ୍ବର କରିବାକୁ ଆହ୍ବାନ…

ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସ: ବନ୍ଦନୀୟ ବରପୁତ୍ରଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ବର: ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଆମ ରାଜ୍ୟ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ପ୍ରାପ୍ତ କରିଥିଲା। ଆମ…

୧୧-୧୨ବର୍ଷ ପରେ ମାଓ କାର୍ଯ୍ୟକଳାପ ପୁଣି ବଢିଛି: ବିଜେଡି

ଭୁବନେଶ୍ବର: ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓ ଗତିବିଧି ନେଇ ଖବର ଆସୁଛି । ଏହା ଚିନ୍ତାଜନକ ଓ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ବିଜେଡି ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଏହା ଦୁର୍ଭାଗ୍ୟଜନକ ଓ ଚିନ୍ତାଜନକ ଯେ ୧୧-୧୨ବର୍ଷ ପରେ ମାଓ କାର୍ଯ୍ୟକଳାପ…

ଗଞ୍ଜେଇ କାରବାର କରୁଥିଲେ ୩ ଆଇଆରବି ଯବାନ ;ଚାକିରିରୁ ବହିଷ୍କୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ ୨୩ ତାରିଖରେ ବାରାକରୁ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇର…

କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକେଇ; ଗୁଜୁରାଟରୁ ବନ୍ଧା ହେଲେ ଠକ

ବହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଠକେଇ ଘଟଣାରେ ପୋଲିସ ଗୁଜରାଟରୁ ଦୁଇ ଜଣ ସାଇବର ଠକଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଗୁଜୁରାଟ ଭବାନଗର ଜିଲ୍ଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଏଥିସହ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ…

ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ,ଶନିବାର…

ଓ୍ବାକଫ୍ ଉପରେ କାହିଁକି କିଛି କହିନଥିଲେ ରାହୁଲ?, ପ୍ରଶ୍ନ କଲେ ମାୟାବତୀ

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲାଣି ନୂଆ ଓ୍ବାକଫ୍ ଆଇନ୍, ହେଲେ ଏବେ ବି ଥମିନି ବିରୋଧୀଙ୍କ ତର୍ଜମା ଏବଂ ଆଲୋଚନା । ନୂତନ ୱାକଫ ଆଇନକୁ ନେଇ ଏବେ ବି ରାଜନୀତି ଉଷ୍ମ ରହିଛି । ଏହି ସମୟରେ, ବହୁଜନ ସମାଜ ପାର୍ଟି, ବିଏସପି ମୁଖ୍ୟ ଏବଂ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ,…