Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି, ଗାଡି ମୋ ପାଖରେ ରହିବ’

ଭୁବନେଶ୍ବର: ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍‌‌ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ…

୩ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଡିକେଏମଏସ୍ ଅଧ୍ୟକ୍ଷ ମାଡକମ ଭୀମା ବୋଲି ଜଣାପଡିଛି । ଭୀମା ଉପରେ ୨ ଲକ୍ଷ ଟଙ୍କାର…

ମୂଷାମରା ଔଷଧ ଖାଇ ୬ ଶିଶୁ ଗୁରୁତର

ଢେଙ୍କାନାଳ: ମୂଷାମରା ଔଷଧ ଖାଇ ୬ ଶିଶୁ ଗୁରୁତର । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ବେଲଟିକିରି ପଞ୍ଚାୟତ ଅନ୍ତର୍ଗତ ଜଙ୍ଖିରା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ । ମିଳିଥିବା ସୂଚନା…

ୱାଗନଆରର ପ୍ରତ୍ୟେକ ମଡେଲରେ ୬-ଏୟାରବ୍ୟାଗ୍ ସୁରକ୍ଷା

ହାଇଦ୍ରାବାଦ:ଭାରତର ସର୍ବାଧିକ ବିକ୍ରି ହେଉଥିବା କାର ମାରୁତି ସୁଜୁକି ୱାଗନଆର (Maruti Suzuki WagonR)ଏବେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହୋଇଯାଇଛି। ଏବେ ମାରୁତି ୱାଗନଆରର ପ୍ରତ୍ୟେକ ମଡେଲରେ ଛଅଟି ଏୟାରବ୍ୟାଗ ରହିବ। ଗତ ୪ ଆର୍ଥିକ ବର୍ଷ ଧରି ଭାରତୀୟ ବଜାରରେ ମାରୁତି ୱାଗନଆର…

ଓଡିଶାରେ ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ

କଟକ: ଓଡ଼ିଶାର ଆଉ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଖୁବ୍ ଶୀଘ୍ର ଆଉ ଦୁଇଟି କଲେଜ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଏହାବ୍ୟତୀତ ରାଜ୍ୟ ସରକାର ରାଜ୍ୟର ଆଉ…

କଫ ସିରଫ୍ ଓ ୩୦ କେଜି ଗଞ୍ଜେଇ ସହ ୩ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କା ଥାନା ପୋଲିସକୁ ସଫଳତା । ୩୦ କେଜି ଗଞ୍ଜେଇ, କଫ ସିରଫ ବିଭିନ୍ନ ପ୍ରକାର ନିଶା ବଟିକା ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା…

ବେଆଇନ ଖଣିରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ; ଚୋରା ଚାଲାଣର ମିଳିବ ତଥ୍ୟ

ସୁନ୍ଦରଗଡ: ବେଆଇନ ଖଣିର ତଦନ୍ତ ପାଇଁ ଆଜି ସୁନ୍ଦରଗଡର ତେଲେନଡିହିରେ ପହଞ୍ଚିଛି ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ଆଜି ଭୁବନେଶ୍ବରରୁ ଖଣି ଏବଂ ଭୂତତ୍ତ୍ବ ବିଭାଗର ଏକ ନଅ ଜଣିଆ ଟିମ୍ ଆସି ବେଆଇନ…

ବିଜେଡିରେ ବିସ୍ଫୋରଣ ପରେ ବିସ୍ଫୋରଣ !

ନୂଆଦିଲ୍ଲୀ: ଆଗ ପ୍ରଭାତ ତ୍ରିପାଠୀ, ଏବେ ପ୍ରଫୁଲ୍ଲ ମଲ୍ଲିକ । ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ବିଜେଡି କଳି । ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ମୁହଁ ଖୋଲୁଛନ୍ତି, ବିସ୍ଫୋରଣ କରୁଛନ୍ତି । ୨୪ବର୍ଷ ଧରି ବିଜେଡି କ୍ଷମତାରେ ରହିଥିବା ବେଳେ ନବୀନଙ୍କ କଥା ଉପରେ କେହି ପଦେ କହିବାକୁ…

ବିହାର ନିର୍ବାଚନ ମଇଦାନରେ ଭୋଜପୁରୀ ଷ୍ଟାର

ନୂଆଦିଲ୍ଲୀ: ଭୋଟ୍ ରାଜନୀତିରେ ଭୋଜପୁରୀ ତଡକା ! ନିର୍ବାଚନ ମଇଦାନକୁ ଓହ୍ଲାଇବେ ଭୋଜପୁରୀ ଷ୍ଟାର । କମାଲ କରିବ ଷ୍ଟାର ପାଓ୍ବାର! ଆଉ ମାସ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଭୋଜପୁରୀ ଅଭିନେତା ନିର୍ବାଚନ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଲାଣି । ଭୋଜପୁରୀ ସିନେମା ଜଗତର…

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର: ଆଜି ଠାରୁ ଓଡ଼ିଶାରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ…