Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୧୧ରେ ତହବୁରକୁ ନେଇ କିଛି ଏପରି ଲେଖିଥିଲେ ମୋଦି…ଆମେରିକା ଉପରେ ବର୍ଷିଥିଲେ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ ରାଣା ଏବେ ଭାରତରେ । ଭାରତର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଏବେ ତହବୁରକୁ ଜେରା କରୁଛି । ସେଦିନ ଘଟଣା ନେଇ ସବୁ ସତ ଉଗାଳୁଛି ଏନଆଇଏ । ତହବୁରକୁ ଗୁରୁବାର ଆମେରିକାରୁ ଭାରତ ଅଣାଯିବା ପରେ, ଏବେ ସୋସିଆଲ ମିଡିଆରେ ଭାଇରାଲ…

ନବୀନଙ୍କୁ ଆଉ ଡରୁନାହାନ୍ତି ବିଜେଡି ନେତା? ପ୍ରଫୁଲ୍ଲଙ୍କ ପରେ ନୃସିଂହ ରଖିଲେ କଡ଼ା ବୟାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦଳୀୟ କାର୍ଯ୍ୟକଳାପରେ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହାର କିଛି ଘଣ୍ଟା ପରେ, ଶୁକ୍ରବାର ଦିନ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ମଧ୍ୟ କଡ଼ା ଓ ସ୍ପଷ୍ଟ ମନ୍ତବ୍ୟ…

ମହିଳା ହକି ସିରିଜ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ୫ ମ୍ୟାଚ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ୨୬ ଏପ୍ରିଲରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଗସ୍ତ କରିବ । ଭାରତୀୟ ଦଳ ଅଷ୍ଟ୍ରେଲିଆର ଦୁଇଟି ମହିଳା ଦଳ ବିପକ୍ଷରେ ପାଞ୍ଚଟି ମ୍ୟାଚ ଖେଳିବ । ଭାରତ ଅଷ୍ଟ୍ରେଲିଆ -ଏ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ସିରିଜ…

୧୯ ବର୍ଷିୟା ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କ ନିର୍ଦ୍ଦେଶ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଏଠାରେ ଘଟିଥିବା ୧୯ ବର୍ଷିୟା ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲା ବିଷୟରେ ବିସ୍ତୃତ ସୂଚନା ନେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ଲୋକଙ୍କ…

ଛାଡୁନି ଚାଇନା, ପୁଣି ଆମେରିକା ଉପରେ ଲଗାଇଲା ୧୨୫ % ଟାରିଫ୍

ନୂଆଦିଲ୍ଲୀ: ଥମୁନି ଆମେରିକା-ଚୀନ ଟ୍ରେଡ୍ ଯୁଦ୍ଧ । ଟ୍ରେଡ୍ ଯୁଦ୍ଧରେ ପୁଣି ଚୀନ କଲା ପଲଟା ବାର୍ । ୧୪୫% ବଦଳରେ ଆମେରିକା ଉପରେ ଲଗାଇଲା ୧୨୫ % ଟାରିଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ଆଶ୍ଚର୍ଯ୍ୟଜନକ ଭାବରେ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିବାର କିଛି ସମୟ ପରେ…

ପୋଲିସ ହାବୁଡରେ କଫ୍ ସିରପ ମାଫିଆ, ୯ ଜଣଙ୍କୁ ଗିରଫ କରିବାରେ ସଫଳ

ସମ୍ବଲପୁର: ଦିନକୁ ଦିନ ବେଧଡକ ଚାଲିଛି କଫ ସିରପ ମାଫିଆ। ଗତ କିଛି ଦିନ ମଧ୍ୟ ଲଗାତାର ଏହି ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ସମ୍ବଲପୁର ଜିଲ୍ଲା ପୋଲିସ କବଜାରେ ନିଶା କଫ୍ ସିରପ ମାଫିଆ। ଟାଉନ ଥାନା ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ସକାଳୁ ଭିଏସଏସ ମାର୍ଗରେ…

ସ୍ୱାମୀ ରାସ୍ତାରେ ସ୍ତ୍ରୀ: ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ବି ଖୋଲିଲେ ଟଙ୍କିକିଆ ଦନ୍ତ ଚିକିତ୍ସାଳୟ

ସମ୍ବଲପୁର: କୁହାଯାଏ ଘର ଚଳାଏ ସ୍ୱାମୀ । କିନ୍ତୁ ସ୍ୱାମୀକୁ ସହଯୋଗ କରିବାକୁ ଯାଇ ସ୍ତ୍ରୀ ବି ଯଦି ସହଯୋଗ କରେ ତାହାଲେ ଏହା ଆହୁରି ସଫଳ ହୋଇଯାଏ । ଓଡ଼ିଶାର ଘରେ ଘରେ ପରିଚିତ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନ୍ଦୀ ଏହିଭଳି ଏକ କାମ…

ତହଦ୍ଦୁର ରାଣା ପ୍ରତ୍ୟାର୍ପଣ ପାଇଁ କାହାକୁ କ୍ରେଡିଟ୍ ଦେଲେ ସଞ୍ଜୟ ରାଉତ?

ମୁମ୍ବାଇ: ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହବ୍ବୁର ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ତେବେ ଏହା ସହିତ ସେ କୁଲଭୂଷଣ ଯାଦବଙ୍କ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି।…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୧ ଲକ୍ଷ ରୁ ଅଧିକ ହିତାଧିକାରୀ ପାଇବେ ଘର

ଭୁବନେଶ୍ବର: ‘ସର୍ଭେ କରାଯିବ । ୨ ମାସ ଭିତରେ ଓ୍ବାର୍କ ଅର୍ଡର ଦିଆଯିବ । ମୋଟ ୧ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଘର ।’ କିଛି ଏପରି କହି ଅନ୍ତ୍ୟୋଦୟ ଗୃହ ଯୋଜନାରୁ କେହି ବି ବଞ୍ଚିତ ହେବେନି ବୋଲି ଆଜି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସମସ୍ତ ଯୋଗ୍ୟ…

ଚଳିତ ମାସ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଚଳିତ ମାସ ଏପ୍ରିଲରେ ବିଭିନ୍ନ କାରଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେଉଁମାନେ ବ୍ୟାଙ୍କକୁ ଯାଇ ନଗଦ ଜମା, ଚେକ୍ ଜମା, ଡ୍ରାଫ୍ଟ ତିଆରି, କେୱାଇସି ଅପଡେଟ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ମୋବାଇଲ ନମ୍ବର ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ…