Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନକ୍ସଲ ପ୍ରବଣ ପଦମକୋଟା ଗାଁରେ ୪ ଦଶନ୍ଧି ପରେ ବସିଲା ହାଟ

ମାଲକାନଗିରି:ସୀମାନ୍ତ ଛତିଶଗଡ଼ର ଅନେକ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। କିନ୍ତୁ ଏବେ ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିଲା। ଏଠାରେ ନୂଆ ପୋଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା…

ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଲୋକକଳା ହେଉଛି ଆମ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ । ଲୋକକଳାର ପ୍ରଚାର ଓ ପ୍ରସାର କରିବା ସହିତ ଏହାକୁ ପୁନଃଶ୍ଚ ବିଶ୍ୱବିଦିତ କରାଇବା ପାଇଁ ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ "ଲୋକକଳା ପାଇଁ…

ଶ୍ମଶାନରୁ ଦେଢ଼ ବର୍ଷ ମଧ୍ୟରେ ଗାଏବ ହେଲାଣି ୩ରୁ ଅଧିକ ମୃତଦେହ

ଭଦ୍ରକ:ମଶାଣିରୁ ଗାଏବ ହେଲା ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅଧୀନରେ ଥିବା ମଣିନାଥପୁର ଅଞ୍ଚଳରେ । ମଣିନାଥପୁର ଗାଁର ଶ୍ରୀମନ୍ତ ସାମଲଙ୍କ ସ୍ତ୍ରୀ ରୁକ୍ମଣୀ ସାମଲଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ନେଇ ବୈତରଣୀ ନଦୀ ପଠା ସ୍ଵର୍ଗଦ୍ଵାର ଶ୍ମଶାନରେ ପୋତା…

ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ; ଭୁବନେଶ୍ବର-କଟକରେ ଟ୍ରାଫିକ୍ କଟକଣା… 

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୧୧ରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ନିମନ୍ତେ ଯାନବାହାନର ସୁନିୟନ୍ତ୍ରତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁଗମନାଗମନ ନିମନ୍ତେ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୨୮ (ଓଡ଼ିଶା ଆକ୍ଟ, ୨୦୦୭ ର…

ବଦ୍ରିନାଥ -କେଦାରନାଥ ଧାମରେ ପୂଜା ପାଇଁ ଅନଲାଇନ୍ ବୁକିଂ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ୩୦ଏପ୍ରିଲରୁ ଆରମ୍ଭ ହେବ। ଏହି ବର୍ଷ ବଦ୍ରିନାଥ ଧାମ ମନ୍ଦିର ୪ ମେ'ରେ ଏବଂ କେଦାରନାଥ ଧାମ ମନ୍ଦିର ୨ମେ'ରେ ଖୋଲିବ। ତେବେ ଏହି ଦୁଇ ଧାମରେ ସ୍ୱତନ୍ତ୍ର ପୂଜା ଏବଂ ଅଭିଷେକ ପାଇଁ ଆଗୁଆ ବୁକିଂ ୧୦ ଏପ୍ରିଲରୁ ଆରମ୍ଭ ହୋଇଛି। ମନ୍ଦିର କମିଟିର…

ଅମୃତ ଷ୍ଟେସନ ଯୋଜନା: ଓଡ଼ିଶାର କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେସନର ନବୀକରଣ

ଭୁବନେଶ୍ଵର: କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ଏକ ବ୍ୟାପକ ପୁନଃବିକାଶ ଆରମ୍ଭ କରିଛି। ଲକ୍ଷ ଲକ୍ଷ ଲୋକଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ…

ଜିନ୍ଦଲ ଓ କୃଷକ ସଂଗଠନ ମଧ୍ୟରେ ଚୁକ୍ତି; ମିଳିବ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି

ଯୋଡ଼ା: ପାରିପାର୍ଶ୍ୱିକ ଅଞ୍ଚଳରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି) ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ଅତି କ୍ଷୁଦ୍ର ଚାଷୀଙ୍କ ବିକାଶ ପାଇଁ ଜିନ୍ଦଲ ଏଜୁକେସନ ଏଣ୍ଡ ଓ୍ୱେଲଫେୟାର…

ଆଇଏଏସ କ୍ୟାଡରକୁ ପଦୋନ୍ନତି ପରେ ପ୍ରାଶାସନିକ ଅଧିକାରୀଙ୍କୁ ବିଭାଗ ବଣ୍ଟନ

ଭୁବନେଶ୍ବର: କେନ୍ଦ୍ର ଦ୍ୱାରା ସମ୍ପ୍ରତି ଆଇଏଏସ କ୍ୟାଡରକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କୁ ଓଡ଼ିଶା ସରକାର ନୂତନ କାର୍ଯ୍ୟ ଆବଣ୍ଟନ କରିଛନ୍ତି । ପଦୋନ୍ନତି ପାଇଥିବା କିଛି ଆଇଏଏସ୍ ଅଧିକାରୀଙ୍କୁ ସେମାନଙ୍କର ବର୍ତ୍ତମାନର ପୋଷ୍ଟିଂରେ ଜାରି ରଖିବାକୁ ଅନୁମତି ଦିଆଯାଇଛି । ସାଧାରଣ…

ଅଫରୋଡ୍‌ ଫିଚର ସହ KTMର ଏହି ବାଇକ୍ ହେବ ଲଞ୍ଚ; ଜାଣନ୍ତୁ ପ୍ରାଇସ..

ନୂଆଦିଲ୍ଲୀ: KTM ଭାରତୀୟ ବଜାରରେ ଏହାର ନୂତନ ବାଇକ୍ 390 Enduro R ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ବାଇକଟି ୩୯୦ ଆଡଭେଞ୍ଚରର ନୂତନ ଜେନେରେସନ ମଡେଲ ପରି । ଏହା ଏକ ଅଫ୍‌-ରୋଡ୍‌ କେନ୍ଦ୍ରିତ ବାଇକ ହୋଇଥିବାବେଳେ ଏଥିରେ ନୂଆ KTM 390 Adventureର ଅଧିକାଂଶ ପାର୍ଟକୁ ବ୍ୟବହାର କରାଯାଇଛି ।…

ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ-ପାକିସ୍ତାନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ

ଶ୍ରୀନଗର: ଭାରତ ଏବଂ ପାକିସ୍ତାନର ସେନା ଗୁରୁବାର ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ରେ ଏକ ବ୍ରିଗେଡ କମାଣ୍ଡର ସ୍ତରୀୟ ଫ୍ଲାଗ୍ ମିଟିଂ କରିଥିଲେ । ଏଥିରେ ସୀମା ପରିଚାଳନା ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା । ଚଳିତ ମାସରେ ଏହା ଉଭୟ ପକ୍ଷ…