Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଲମ୍ପିକ୍ସରେ କ୍ରିକେଟ ଏଣ୍ଟ୍ରି

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ୧୪୧ତମ ଅଧିବେଶନରେ କ୍ରିକେଟକୁ ଆନୁଷ୍ଠାନିକ ଭାବେ ପ୍ରବେଶ ମିଳିଛି। ଏହି କ୍ରୀଡାକୁ ୨୦୨୮ ଲସ୍…

କାହିଁକି ପୁଣି ପାଣ୍ଡିଆନଙ୍କ ପାଇଁ ବାହାରିଲେ ନବୀନ?

ଭୁବନେଶ୍ବର: କଥା କମ୍ କାମ ବେଶୀ । ରାଜନୀତିକୁ ଆସିବା ପରଠୁ ଏହା ହିଁ ପାଲଟିଛି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଟ୍ରେଡମାର୍କ ଷ୍ଟାଇଲ୍ । ଆଉ ସେଥିପାଇଁ ତାଙ୍କୁ ବିରୋଧୀ ବି ସେଭଳି ସମାଲୋଚନା କରିପାରନ୍ତିନି। ଅଳ୍ପ କୁହନ୍ତି, ସିଧା କୁହନ୍ତି, ପ୍ରସଙ୍ଗ ନେଇ ସଂକ୍ଷେପରେ କିନ୍ତୁ ଓଜନଦାର…

କାନାଡା ନିର୍ବାଚନ ମଇଦାନରେ ଗୁଜରାଟୀ

ନୂଆଦିଲ୍ଲୀ: ଅକ୍ଟୋବରରେ ହେବାକୁ ଥିବା କାନାଡା ନିର୍ବାଚନ ଏବେ ଏପ୍ରିଲ ଶେଷରେ ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିର ପ୍ରଭାବ ଦେଶ ଉପରେ ପଡିଛି । ତେଣୁ ଆଗୁଆ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଲିବରାଲ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ।…

୨୦୦୮ରୁ ୨୦୨୫: ଭାରତ ହାତରେ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ୨୦୦୮ରୁ ୨୦୨୫; ସମସ୍ତ ଉପେକ୍ଷା, ଅପେକ୍ଷା ପରେ ଆଜି ଶେଷରେ ଭାରତ ହାତରେ ଲାଗିଛି ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣା ଗୁରୁବାର ଦିନ ଆମେରିକାରୁ ପ୍ରତ୍ୟର୍ପଣ ହେବା ପରେ ଆଜି ଦିଲ୍ଲୀରେ…

ବିହାର ସୀମାଞ୍ଚଳ ସମୀକରଣ ବଦଳାଇବ କି ଓ୍ବକଫ୍ ଆଇନ ?

ନୂଆଦିଲ୍ଲୀ: କିଛି ମାସ ପରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । କାହା ସପକ୍ଷରେ ଯିବ ସୀମାଞ୍ଚଳର ୨୪ଟି ବିଧାନସଭା ସିଟ୍? ୨୦୨୦ ନିର୍ବାଚନରେ ଓବେସିଙ୍କ ଦଳ ପାଇଁ କ୍ଷତି ସହିଥିଲା ଆରଜେଡି । ତେବେ ଏଥର ମୁସଲିମ ବହୁଳ ସୀମାଞ୍ଚଳ ରାଜନୀତିର ଗଣିତ ବଦଳାଇବ କି ଓ୍ବକଫ୍ ଆଇନ ? ଆରଜେଡିର…

ଆଜି ମଧ୍ୟ ବେଆଇନ୍‌ କୋଇଲା ଖଣିରେ ଚଢ଼ାଉ ଜାରି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ କୋଲ ୱାସେରି ଓ କୋଲ ଡିପୋ ଉପରେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କ ଚଢ଼ଉ ଜାରି ରହିଛି । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଇଛନ୍ତି କୋଇଲା ମାଫିଆ । ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ତଲବ ଓ ଜିଲ୍ଲାପାଳଙ୍କ…

ଆସନ୍ତାକାଲି ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା: ବିଭିନ୍ନ ଜିଲ୍ଲା ପାଇଁ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ସେହିପରି…

ରାଜ୍ୟରେ ୱାକଫ୍‌ ଝଡ: ‘ରହସ୍ୟମୟ’, କହିଲେ ଅମର ଶତପଥୀ

ଭୁବନେଶ୍ବର: ଆଇନରେ ପରିଣତ ହେବା ପରେ ବି ଥମିନି ଓ୍ବାକଫ୍ ଝଡ । କେନ୍ଦ୍ର, ରାଜ୍ୟ ସବୁଠି ଉଷ୍ମତା ଜାରି ରହିଛି । ରାଜ୍ୟରେ ତ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ଓ୍ବାକଫ୍ ଆଇନ୍ । ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ବିଜେପି, କଂଗ୍ରେସ, ଏମିତିକି ନିଜେ…

କ୍ଷୀର, ଦହି ଓ ବିଦ୍ୟୁତ୍ ପରେ ବେଙ୍ଗାଲୁରୁରେ ବୃଦ୍ଧି ହେଲା ପାଣିର ମୂଲ୍ୟ

ବେଙ୍ଗାଲୁରୁ: କ୍ଷୀର-ଦହି, ବିଦ୍ୟୁତ୍ ପରେ ଏବେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ପାଣିର ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର । ଏହା ପୂର୍ବରୁ ପାଣିର ଦର ବୃଦ୍ଧି ନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସଙ୍କେତ ଦେଇଥିଲେ । ନୂତନ ଜଳ ଦର ୧୦ ଏପ୍ରିଲରୁ ଲାଗୁ ହୋଇଛି ଏବଂ ମେ ମାସରେ ଆସୁଥିବା…

ଠକେଇର ନୂଆ ଉପାୟ: ନିଜେ ଡ୍ରାଇଭର୍ ଓ ନିଜେ ଯାତ୍ରୀ ସାଜି କ୍ୟାବ୍ କମ୍ପାନୀକୁ ଲଗାଉଥିଲେ ଚୂନା

ଲକ୍ଷ୍ନୌ: ନୂତନ ଅଫର, ଚିଟ୍ ଫଣ୍ଡ ଏବଂ ଘରୁ କାମ କରିବା ନାମରେ ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗ ପ୍ରତିଦିନ ଧରାପଡ଼ୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅନନ୍ୟ ଠକ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ ଅନ୍ୟ କାହାକୁ ନୁହେଁ ବରଂ ଏକ ଜଣାଶୁଣା କ୍ୟାବ୍ କମ୍ପାନୀକୁ ଠକୁଥିଲେ।…