Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍ରାଏଲୀ ହାର୍ପି ଡ୍ରୋନ୍ କେତେ ଶକ୍ତିଶାଳୀ? ପାକ୍ ଏୟାର ଡିଫେନ୍ସ ସିଷ୍ଟମକୁ କରିଥିଲା ଟାର୍ଗେଟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ​​। ​​କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଦେଇଥିଲେ । ଏହାପରେ ଭାରତୀୟ ସେନା ପାକିସ୍ତାନର ୩ଟି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିବାରେ ସଫଳ…

ଭୁବନେଶ୍ବରରେ ହେବ ସାଇନ୍ସ ସିଟି

ଭୁବନେଶ୍ୱର: ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ। ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ। ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬…

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

ଗଞ୍ଜାମ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା' ତାରାତାରିଣୀଙ୍କୁ ଦର୍ଶନ କରିଥିଲେ । ଏଥିସହ ସେ ଏହି ଅଂଚଳର…

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ। ଆଇନଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି ଯେ ରାଜ୍ୟରେ…

ପାକ୍ କଳାକାର ଫୱାଦ-ମାହିରାଙ୍କ ଆକାଉଣ୍ଟ ବ୍ୟାନ, ‘ଅପରେସନ୍ ସିନ୍ଦୂର’କୁ କରୁଥିଲେ ବିରୋଧ

ନୂଆଦିଲ୍ଲୀ: ମେ ୭ ତାରିଖରେ ଭାରତ ଦ୍ୱାରା କରାଯାଇଥିବା 'ଅପରେସନ୍ ସିନ୍ଦୂର' ପରେ, ସାରା ଦେଶରେ ଆତଙ୍କ ଖେଳିଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାର ଭାରତୀୟ ସେନାର ଉପାୟ ଦେଖି ଦେଶର ପ୍ରତ୍ୟେକ ବଡ଼ ସେଲିବ୍ରିଟି ଗର୍ବିତ ଅନୁଭବ କରିଛନ୍ତି। ତଥାପି, ପାକିସ୍ତାନୀ କଳାକାରମାନେ…

ଭାରତର ବଡ଼ ଆକ୍ସନ; ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ଦୃଷ୍ଟିରୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଯେଉଁଥିରେ ମନ୍ତ୍ରଣାଳୟ ସମସ୍ତ ଓଟିଟି ପ୍ଲାଟଫର୍ମ ତଥା ଭାରତରେ ଚାଲୁଥିବା ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ କଣ୍ଟେଣ୍ଟ ତୁରନ୍ତ…

ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶ ଅଣଦେଖା କଲେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସରକାରୀ ଗ୍ରୀଷ୍ମ ଛୁଟି ନିର୍ଦ୍ଦେଶକୁ ଅଣଦେଖା କରୁଥିବା ସ୍କୁଲଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ରାଜ୍ୟରେ ଚାଲିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସ୍କୁଲ ଛୁଟି ଘୋଷଣା କରିଥିଲେ। କିନ୍ତୁ କିଛି…

ଭାରତର କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ସଂସଦରେ କାନ୍ଦିଲେ ପାକିସ୍ତାନୀ ସାଂସଦ, ଦେଖନ୍ତୁ ଭିଡିଓ…

ଇସଲାମବାଦ: ଆତଙ୍କବାଦୀଙ୍କ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଅନେକ ଭାରତୀୟ ଘାଟି ଉପରେ ଆକ୍ରମଣ କରିବାକୁ ବିଫଳ ପ୍ରୟାସ କରିଛି । ଆକ୍ରମଣ ବିଫଳ ହେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ସଂସଦରେ ଜଣେ ସାଂସଦଙ୍କ କାନ୍ଦିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଉପରୁ ଡ୍ରୋନ ମାଡ଼, ତଳେ ପାଣି ମାଡ଼: ପାକିସ୍ତାନକୁ ତ୍ରାହି ନାହିଁ…

ନୂଆଦିଲ୍ଲୀ: ଏଥର ସବୁ ସହିବା ବାହାରେ। ଆଉ ପାକିସ୍ତାନକୁ ତ୍ରାହି ନାହିଁ। ଏବେ କର ବା ମର ପଣରେ ଭାରତ। ପାକିସ୍ତାନ କୁ ଛାଡ଼ିବନି। ୬ -୭ ରାତିରେ ପାକିସ୍ତାନ ଉପରେ ଭାରତ ଅପରେସନ ସିନ୍ଦୂର ଜାରି କରିବା ପରେ ଏବେ ଭାରତ ଚେନାବ ନଦୀ ଉପରେ ଥିବା ବାଗଲିହାର ଡ୍ୟାମ ଖୋଲିଛି। ବିନା ସୂଚନାରେ…

ଭାରତର ଢାଲ S-400; ପାକିସ୍ତାନ କ୍ଷେପଣାସ୍ତ୍ରକୁ କଲା ଧ୍ବଂସ, ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ନୂଆଦିଲ୍ଲୀ: ପାକିସ୍ତାନ ଭାରତର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ​​ଯାହାକୁ ବାୟୁସେନା ବିଫଳ କରିଛି। ପାକିସ୍ତାନ ଭାରତୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ​​ଯାହାକୁ ବାୟୁସେନା S-400 ସିଷ୍ଟମ ମାଧ୍ୟମରେ ବିଫଳ…