Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖପୁରିଆ କରତ କଳକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ; ରଥକାଠ ଚିରଟ ଅନୁକୂଳ

କଟକ: ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ । କଟକର ଖପୁରିଆରେ ଥିବା ସରକାରୀ ସ’ମିଲ୍‌ରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ । ପରମ୍ପରା ଅନୁଯାୟୀ, ଆଜି ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥକାଠ ଚିରଟ ଶୁଭାରମ୍ଭ କରାଯାଇଛି ।…

ରାମନବମୀ ଶୋଭାଯାତ୍ରାକୁ ଆସିଥିଲେ ଯୁବକ; ଧାରୁଆ ଛୁରୀରେ ଆକ୍ରମଣ କଲେ ଦୁର୍ବୃତ୍ତ

ବାଲେଶ୍ବର: ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି । ଅନେକ ସ୍ଥାନରେ ରାମନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ବାଲେଶ୍ବର ଜିଲ୍ଲା ସୋରରେ ମଧ୍ୟ…

Llama 4 ଜରିଆରେ AI ଦୁନିଆରେ ଏଣ୍ଟ୍ରି କଲା ମେଟା

ନୂଆଦିଲ୍ଲୀ: ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଫେସବୁକ୍, ହ୍ୱାଟସଆପ୍‌ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଦୁଇଟି ନୂତନ ଏଆଇ ମଡେଲ୍ ଲଞ୍ଚ କରିଛି। ଯାହାର ନାମ Llama 4 । ଏହି ମେଟା ଏଆଇ ମଡେଲଗୁଡିକ ହ୍ୱାଟସଆପ୍‌, ମେସେଞ୍ଜର ଏବଂ…

ୟୁକେର ଏହି ସହର, ଦୁର୍ଗନ୍ଧରେ ଫାଟୁଛି….

ନୂଆଦିଲ୍ଲୀ: ୟୁକେ, ନା ଶୁଣିଲେ, ଆପଣଙ୍କ ଆଖି ଆଗରେ କେବଳ କିଛି ଦୃଶ୍ୟ ସାମ୍ନାକୁ ଆସୁଥିବ । ଚକାଚକ୍ ରାସ୍ତା, ଚାରିଆଡେ ପରିଷ୍କାର ପରିଚ୍ଛନ୍ନତା, ବଡ ବଡ ସୁଉଚ୍ଚ ଅଟ୍ଟଳିକା, ମନଲୋଭାକର ପରିବେଶ । ହେଲେ ଏବେକା ସ୍ଥିତି ଆପଣଙ୍କୁ ବାନ୍ତି କରାଇଦେବ, ବ୍ରିଟେନର ବର୍ମିଂହାମ ସହର ଆଜିକାଲି…

ସରିଲା ମିଟିଙ୍ଗ ମିଟିଙ୍ଗ ..ଏହି ଦିନ ରିଲିଜ ହେବ ପଞ୍ଚାୟତ ସିଜିନ-୪

ମୁମ୍ବାଇ: ପୁଣି ଫୁଲେରା ଗାଁରେ ଦେଖିବାକୁ ମିଳିବ ହାଇଡ୍ରାମା । ଗ୍ରାମୀଣ ଜୀବନ ଏବଂ ଗାଁ ସମସ୍ୟାକୁ ନେଇ ଅତି ଚମତ୍କାର ଭାବେ ନିର୍ମାଣ ହୋଇଥିବା ପଞ୍ଚାୟତ ୱେବ-ସିରିଜ ଏବେ ପଞ୍ଚାୟତ-୪କୁ ରିଲିଜ କରିବ। ତେବେ ଜୁଲାଇ ୨, ୨୦୨୫ରେ ପଞ୍ଚାୟତ-୪ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି ନିର୍ମାତା ।…

ଆଉ ନାହାନ୍ତି ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମାଆ

ମୁମ୍ବାଇ: ଆରପାରିରେ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆ । ଜାକଲିନଙ୍କ ମାଆ କିମ ଫର୍ଣ୍ଣାଣ୍ଡିଜଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଠୋସ୍ ସୂଚନା…

ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶାଳ ଯୋଗ ମହୋତ୍ସବ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର…

କୋଇଲା ଚୋରି ମାମଲାରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ରମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କୋଇଲା ଚୋରି ଘଟଣାରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଡ଼ା ଚେତାବନୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମିଡ଼ିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ । ଏହା ଭିତରେ ଯିଏ ବି ଥାଉନା କାହିଁକି ସେମାନଙ୍କ ବିରୋଧରେ କଡା…

ଆଇନରେ ପରିଣତ ହେଲା ଓ୍ବାକଫ୍ ବିଲ୍: ଏବେ କ’ଣ ରଦ୍ଦ କରିପାରିବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଜି ରାଷ୍ଟ୍ରପତିଙ୍କ ଅନୁମୋନ ଲାଭ କରିଛି ୱାକଫ ସଂଶୋଧନ ବିଲ୍ । ବର୍ତ୍ତମାନ ଏହା ଆଇନରେ ପରିଣତ ହୋଇଛି । ହେଲେ ଏହି ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପକ୍ଷରୁ ୪ଟି ପିଟିସନ ଦାଖଲ କରାଯାଇଛି । ଯେଉଁଥିରେ ଏହି ବିଲ୍ ସମ୍ବିଧାନର…