Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା

ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର.ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ (ଆର.ଆର.ଇ.ସି.ପି.)…

ଏପ୍ରିଲ୍ ୨୭ରେ ହୋଇଥିବା ପରୀକ୍ଷା ବାତିଲ; ନୂଆ ତାରିଖ ଘୋଷଣା କଲା ଓଏସଏସସି 

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପଦବୀ ପାଇଁ କମ୍ବାଇଣ୍ଡ ନିଯୁକ୍ତି ପରୀକ୍ଷା (ଲିଖିତ) ବାତିଲ କରିଛି। ପ୍ରଶ୍ନପତ୍ରରେ ଏକ ବଡ଼ ତ୍ରୁଟି ଚିହ୍ନଟ ହେବା ପରେ ଓଏସଏସସି ଦ୍ୱାରା ପରୀକ୍ଷା ବାତିଲ କରାଯାଇଥିଲା। ସୂଚନା…

ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍‌ ଡ୍ରିଲ୍ କରିବାକୁ‌ ପରାମର୍ଶ ଦିଆଯାଇଛି। ଶତ୍ରୁ ଆକ୍ରମଣ…

ପହଲଗାମ ଆକ୍ରମଣ; ମୋଦିଙ୍କ ସମର୍ଥନ କଲେ ପୁଟିନ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କ ଆକ୍ରମଣକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ନିନ୍ଦା କରିଛନ୍ତି। ଏପରିକି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ସମବେଦନା ମଧ୍ୟ ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ…

ଇତିହାସ ପାଲଟିବ ସ୍କାଇପ୍, ଆଜିଠୁ ସେବା ବନ୍ଦ

ନୂଆଦିଲ୍ଲୀ: ଏକଦା ଭିଡିଓ କନଫରେନ୍ସିଂ ସେବା ପାଇଁ ପ୍ରସିଦ୍ଧ ସ୍କାଇପ୍ ସର୍ଭିସ ଏବେ ବନ୍ଦ ହେବାକୁ ଯାଉଛି। ସାରା ବିଶ୍ୱରେ ଅନଲାଇନ୍ କଲିଂ ଏବଂ ଭିଡିଓ ଚାଟିଂର ଭରସା ପାଲଟିଥିବା ସ୍କାଇପ୍ ଆଜି ଅର୍ଥାତ୍ ୫ ମଇ, ୨୦୨୫ରେ ଆନୁଷ୍ଠାନିକ ଭାବରେ ବନ୍ଦ ହେଉଛି। ପ୍ରାୟ ଦୁଇ ଦଶନ୍ଧି ଧରି…

ଜଗତସିଂହପୁର ଐତିହ୍ୟ ପଦଯାତ୍ରା: ଇତିହାସର ପୃଷ୍ଠଭୂମିରେ ଅଭୁଲା ଅତୀତର ସ୍ମୃତି ରୋମନ୍ଥନ

ଜଗତସିଂହପୁର: "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ଚତୁର୍ଥ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ଗତକାଲି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତଅଁରା ଗ୍ରାମର ପର୍ଶୁରାମ କ୍ଷେତ୍ର ତିର୍ଥମଠ ଠାରେ ଏକତ୍ରିତ ହୋଇଥିଲେ। ଏହି ପୁରାତନ ମଠର ମାହାତ୍ମ୍ୟ ଓ ମଠ ପରିସରରେ ଥିବା ବହୁ ପ୍ରାଚୀନ…

ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ ନୁହେଁ’: ସ୍ପଷ୍ଟ କଲେ ଗଜପତି ମହାରାଜା

ପୁରୀ: ଆସିଲା ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସ୍ପଷ୍ଟୀକରଣ। ଦୀଘା ଜଗନ୍ନାଥ ମନ୍ଦିର ‘ଜଗନ୍ନାଥ ଧାମ’ ନୁହେଁ ବୋଲି କହିଛନ୍ତି ଗତପତି ମହାରାଜା। ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟ କଲେ ଗଜପତି ମହାରାଜା। ଜଗନ୍ନାଥ ଧାମ, ଶ୍ରୀପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କୁହାଯାଇ ପାରିବନି।…

ବିଜେଡିର ସାଙ୍ଗଠନିକ ପୁନର୍ବିନ୍ୟାସ, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଦଳର ସାଙ୍ଗଠନିକ ପୁନର୍ବିନ୍ୟାସ କରିଛି। ଏଥିସହିତ ୭୧ ଜଣ ରାଜ୍ୟ ପଦାଧିକାରୀଙ୍କ ଏକ ନୂତନ ଦଳ ଘୋଷଣା କରିଛି। ଏଥିରେ ସାତ ଜଣ ବରିଷ୍ଠ ଉପସଭାପତି, ଆଠ ଜଣ ଉପସଭାପତି, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୧ ଜଣ ସାଧାରଣ ସମ୍ପାଦକ ଏବଂ…

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଜୋର ଧରିଛି ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ। ଏହାରି ଭିତରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଳକା ଦାରୁ ପ୍ରସଙ୍ଗ କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ…

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ…