Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୬ପ୍ରତିଶତ ପାଲଟା ଶୁଳ୍କ…ଭାରତକୁ ଏତେ କ୍ଷତି

ନୂଆଦିଲ୍ଲୀ: ଭାରତ ଉପରେ ୨୬ପ୍ରତିଶତ ପାଲଟା ଶୁଳ୍କ ଲଗାଇଲା ଆମେରିକା । ହ୍ବାଇଟ୍ ହାଉସରେ ମେକ୍ ଆମେରିକା ଓ୍ବେଲଦି ଏଗେନ୍ କାର୍ଯ୍ୟକ୍ରମରେ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଡିସକାଉଣ୍ଟେଡ୍ ପାରସ୍ପରିକ ଟିକସ କହିଛନ୍ତି ।…

ପାଟଣାଗଡ଼ ପାର୍ସଲ ବୋମା ଘଟଣା; ପୁଞ୍ଜିଲାଲଙ୍କ ହେବ ପୁନଃ ସାକ୍ଷ୍ୟଗ୍ରହଣ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କ ହେବ ପୁନଃ ସାକ୍ଷ୍ୟଗ୍ରହଣ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ୬…

କୋର୍ଟରେ ହାଜର ହେଲେ ବିଜେଡି ନେତା ରାଜା ଚକ୍ର

ବାଲେଶ୍ବର: କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ…

ଏହି ରାଜ୍ୟରେ ବନ୍ଦ ହୋଇଯିବ ଓଲା, ଉବେର ଓ ରାପିଡୋ…

ବେଙ୍ଗାଲୁରୁ: ବୁଧବାର କର୍ଣ୍ଣାଟକ ହାଇକୋର୍ଟ ଆପ୍-ଆଧାରିତ ରାଇଡ୍-ହେଲିଂ ସେବାଗୁଡ଼ିକୁ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି, ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଛଅ ସପ୍ତାହ ସମୟ ଦିଆଯାଇଛି । ପ୍ଲାଟଫର୍ମ ଅଧିକାରୀମାନେ…

ଦିଦିଙ୍କୁ ସୁପ୍ରିମକୋର୍ଟ ଝଟକା: ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କୋଲକାତା ହାଇକୋର୍ଟ ଏହାକୁ ରଦ୍ଦ କରିଥିବା…

ଓଡିଆ ପକ୍ଷ ପାଳନ କରି ଅପଲୋଡ କରନ୍ତୁ ସେଲଫି…

ଭୁବନେଶ୍ବର: ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ…

ରେଭେନ୍ସାରେ ଅଣଛାତ୍ର ପ୍ରବେଶକୁ ନେଇ ବିରୋଧ, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା

କଟକ: ରେଭେନସା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। କାରଣ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଅଭିଯୋଗ କରି ହଷ୍ଟେଲ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୁରୁବାର କ୍ରୋଧିତ ଛାତ୍ରମାନଙ୍କ ପ୍ରତିବାଦ ଉପକୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଜାରି ରହିଥିଲା। କ୍ୟାମ୍ପସରେ ବାହାର ଲୋକଙ୍କ…

‘ମେ ଝୁକୁଁଗା ନେହି’: ବିଜେପିର ଓ୍ବାକଫ୍ ଜମି ଆରୋପ ଉପରେ ଭଡକିଲେ ଖଡଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି…

ଲୋକସଭା ପରେ ଆଜି ଓ୍ବାକଫ୍ ବିଲ ନେଇ ରାଜ୍ୟସଭା ସମର: ପାର୍ କରିପାରିବ ତ ଏନଡିଏ?

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ, ଯୁକ୍ତିତର୍କ, ପ୍ରାୟ ୧୨ ଘଣ୍ଟାର ସମର ପରେ ଲୋକସଭାରେ ରାତି ଅଧରେ ପାରିତ ହୋଇଛି ୱାକଫ (ସଂଶୋଧନ) ବିଲ୍ । ଲୋକସଭା ବାଧା ଅତିକ୍ରମ କରିବା ପରେ, ଆଜି ରାଜ୍ୟସଭାରେ ବିଲ୍ ଉପସ୍ଥାପନ ହେବାକୁ ଯାଉଛି । ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା…

‘ଓଡ଼ିଆ ପକ୍ଷ’ ତୃତୀୟ ଦିବସ: ଆଜି ହସ୍ତତନ୍ତ ପୋଷାକ ବ୍ୟବହାର କରିବାକୁ ଓଡ଼ିଶା ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଆଜି (ଗୁରୁବାର) ହସ୍ତତନ୍ତ ପୋଷାକ ପିନ୍ଧିବାକୁ ତାଙ୍କର କର୍ମଚାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ଦିନ ଓଡ଼ିଆ ପକ୍ଷର ତୃତୀୟ ଦିନରେ ରାଜ୍ୟ…