Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ବର୍ତ୍ତମାନ ମୋଟ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ ଯେ, ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆମ୍ବୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି; କେତେଗୋଟି ନୂଆ ଆମ୍ବୁଲାନ୍ସ ଆଣିବାର ଯୋଜନା ରହିଛି ? ଯାହାର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

୮ମାସରେ ୬ଟା ମୁଣ୍ଡ ନେଲାଣି ‘ମୋ ବସ୍’

ଭୁବନେଶ୍ବର: ଗତ ୮ ମାସ ଭିତରେ ୬ଟା ଜୀବନ ନେଲାଣି ‘ମୋ ବସ୍’ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜୁନ୍ ୨୦୨୪ ପରଠାରୁ ଭୁବନେଶ୍ୱର, କଟକ ଏବଂ ପୁରୀ ଅଞ୍ଚଳରେ 'ମୋ ବସ୍' ସହିତ ହୋଇଥିବା ୧୯ଟି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି…

ସୀମା ପୁନଃ ନିର୍ଦ୍ଧାରଣ ନେଇ ଡିଏମକେ ନେତାଙ୍କ ସମର୍ଥନରେ ନବୀନ

ଭୁବନେଶ୍ୱର: ଡିଏମକେର ବରିଷ୍ଠ ନେତା ଟିଆରବି ରାଜା ଏବଂ ଦୟାନିଧି ମାରନ ମଙ୍ଗଳବାର ଦିନ ଭୁବନେଶ୍ୱରରେ ବିଜେଡି ସଭାପତି ତଥା ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଡିଏମକେ ନେତାମାନେ ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିବା ସହ…

ଖରାରୁ ରକ୍ଷା କରିବ ସନସ୍କ୍ରିନ୍ ଡ୍ରିଙ୍କ୍?

ନୂଆଦିଲ୍ଲୀ: ଏବେ ଟେନସନ୍ ଗଲା । ବାରମ୍ବାର ଖରାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏବେ ଆଉ ସନସ୍କ୍ରିନ୍ ଲଗାଇବାକୁ ପଡିବନି । ସିଧା ସନସ୍କ୍ରିନ୍ ପିଇଦେବେ ଯେ, କଥା ହିଁ ଶେଷ… ପୂରା ଶରୀର ସୂର୍ଯ୍ୟଙ୍କ ଠାରୁ ମୁକ୍ତି ପାଇବ । ଆପଣ ଭାବୁ ଥିବେ, ଏହା କିପରି ସମ୍ଭବ…ଏମିତି କ’ଣ କେବେ ହେବ...,…

ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ ପ୍ରଦାନ କରିପାରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷମତାରେ ବୃଦ୍ଧି । ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ କରିପାରିବେ । ଆର୍ଥିକ କ୍ଷମତା ନିୟମ ୧୯୭୮ ଅନୁସାରେ ସଂଶୋଧନର ଏକ ଅଂଶ ଭାବରେ ଏହି ପରିବର୍ତ୍ତନ କରାଯାଇଛି । ଯାହା ଅନୁଯାୟୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବେ ସାମଗ୍ରୀ, ପରାମର୍ଶ ଏବଂ…

ନିଜର ମେକଅପ୍ କିଟରୁ ଏହି ଜିନିଷଗୁଡିକ ହଟେଇ ଦିଅନ୍ତୁ, ନଚେତ୍ ସ୍କିନ ହେବ ଖରାପ..

ଭୁବନେଶ୍ବର: ମହିଳାଙ୍କୁ ମେକଅପ୍ କରିବାକୁ ପସନ୍ଦ । କିନ୍ତୁ ସେହିଭଳି ମେକଅପ୍ କିଟରୁ ପୁରୁଣା ଜିନିଷ ମଧ୍ୟ ଫୋପାଡି ଦିଆଯିବା ଉଚିତ୍ । ପୁରୁଣା କିମ୍ବା ଏକ୍ସପାରି ଜିନିଷ ଚର୍ମକୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ବି ମେକଅପ୍ କିଟ୍ ରେ ପୁରୁଣା ସାମଗ୍ରୀ ବ୍ୟବହାର କରୁଛନ୍ତି, ତେବେ ଏହାକୁ…

ଏହି ଦେଶକୁ କୁହାଯାଏ ‘ମିନି ଇଣ୍ଡିଆ’: ଭାରତ ସହିତ ଏହାର କଣ ରହିଛି ସମ୍ପର୍କ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ମୋଦୀ ଆଜିଠୁ ୨ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ତାଙ୍କୁ…

ଏକ୍ସ ଉପରେ ସାଇବର ଆଟାକ ପଛରେ ୟୁକ୍ରେନ୍ ହାତ..

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦୁଇ ଦୁଇ ଥର ଡାଉନ ହେଲା ଏକ୍ସ । ଏହା ପଛରେ ୟୁକ୍ରେନର ହାତ ଥିବା ଅଭିଯୋଗ ଆଣିଲେ ଏକ୍ସର ମାଲିକ ଏଲନ ମସ୍କ । ୟୁକ୍ରେନ୍ ସାଇବର ଆଟାକ୍ ଯୋଗୁଁ, ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ମସ୍କ । ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ, ଏକ୍ସ ଗତକାଲି…

‘ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ମାଗନ୍ତୁ’

ଭୁବନେଶ୍ବର: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ବିରୋଧୀଭାବେ କିପରି କାର୍ଯ୍ୟ କରାଯାଏ ତାହା ଶିଖି…

ବିଧାନସଭା ହାଇଡ୍ରାମା: ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛି ବିଜେଡି

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଛି ଶାସକ- ବିରୋଧୀଙ୍କ ହାଇଡ୍ରାମା । ପରସ୍ପରକୁ ଟଣାଓଟରା ଏବଂ ହାତାହାତି ଭଳି ସ୍ଥିତିରେ ପହଞ୍ଚିଥିଲେ ନିର୍ବାଚିତ ସଦସ୍ୟ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାବେଳେ ଗୃହକୁ ବାଧ୍ୟ ହୋଇ ମୁଲତବି ରଖିଛନ୍ତି ବାଚସ୍ପତି । ଅନ୍ୟପଟେ…