Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁହାଁମୁହିଁ ତାରା-ଜୟନାରାୟଣ, ବିରୋଧି ଶାସକ ହାତାହାତି

ଭୁବନେଶ୍ଵର: ଗୃହ ଭିତରେ ମୁହାଁମୁହିଁ ଶାସକ ବିରୋଧି । ଚାଲି ପାରିଲାନି ଗୃହ କାର୍ଯ୍ୟ । ୧୨ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି । ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ

ବଲାଙ୍ଗିର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ। ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ବଲାଙ୍ଗିର ଟାଉନଥାନା ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ୧୮ଶହ ବୋତଲ କଫ୍‌‌ସିରଫ, ଆମ୍ବୁଲାନ୍ସ ସହ ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ…

ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ଦିଲ୍ଲୀରେ ହେବ ଡେଷ୍ଟିନେସନ୍ ୱେଡିଂ

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରିଲା ନିର୍ବନ୍ଧ, ଆଜି ପଡିବ ହାତଗଣ୍ଠି। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା। ଦିଲ୍ଲୀର ଏକ ମନ୍ଦିରରେ ହେବ ଡେଷ୍ଟିନେସନ୍…

ବାହା ହେବେ ବିଜେଡି ନେତା ପ୍ରଦୀପ ମାଝୀ, ଗୋଆରେ ହେବ ଡେଷ୍ଟିନେସନ ୱେଡିଂ

ଭୁବନେଶ୍ୱର: ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା…

ଜାଇଫଳ ଦୂର କରେ ଅନେକ ରୋଗ!

ଭୁବନେଶ୍ବର: ରୋଷେଇଘରେ ବ୍ୟବହାର ହେଉଥିବା ଜାଇଫଳ କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦ ଉପଚାର ଭାବେ ମଧ୍ୟ ବହୁତ କାମ ଦିଏ । ମୁଣ୍ଡ ବିନ୍ଧୁଥିଲେ ଜାଇଫଳ ଘୋରି ଲଗାଇଲେ ଭଲ ହୋଇଯାଏ , ଏଥିସହ ଏହା ଚେହେରାରୁ ବ୍ରଣ ମଧ୍ୟ ଭଲ କରିଥାଏ । ଆସନ୍ତୁ ଜାଣିବା ଏହାର…

ଏବର୍ଷ ୨ ପରାଗ, ୨ ଗ୍ରହଣ: ମାର୍ଚ୍ଚ ୧୪ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭାରତ ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର: ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ। ବର୍ଷର ପ୍ରଥମ…

କିଡନୀ ଖରାପ ହେଲେ ଶରୀରର ଏହି ସ୍ଥାନମାନଙ୍କରେ ହୁଏ ଯନ୍ତ୍ରଣା, କରନ୍ତୁ ନାହିଁ ଅବହେଳା..

ଭୁବନେଶ୍ବର: କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଶରୀରରୁ ମଇଳା ବାହାର କରିବା ଏବଂ ରକ୍ତକୁ ସଫା କରିଥାଏ । ଯଦି କିଡନୀରେ କୌଣସି ସମସ୍ୟା ହୁଏ ତେବେ ଏହା ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ଅର୍ଥାତ୍ ଏହାର ଲକ୍ଷଣ ପ୍ରଥମେ ଶରୀରରେ ଯନ୍ତ୍ରଣା ଭାବରେ ଦେଖାଯାଏ…

ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା: ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟର ପ୍ରତି ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା। ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ…

କେତେ ପ୍ରକାରର ଅଛି ଏସପିଏଫ୍ ସନସ୍କ୍ରିନ୍, ଆପଣଙ୍କ ପାଇଁ କେଉଁଟି ଉପଯୁକ୍ତ?

ଚର୍ମକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ। ସନସ୍କ୍ରିନ୍ ମଧ୍ୟ ଏଥିମଧ୍ୟରୁ ଗୋଟିଏ। ପ୍ରଦୂଷଣ ଏବଂ ପରିବର୍ତ୍ତିତ ପାଗ ବ୍ୟତୀତ, ସୂର୍ଯ୍ୟର କ୍ଷତିକାରକ କିରଣ ମଧ୍ୟ ଚର୍ମକୁ କ୍ଷତି ପହଞ୍ଚାଇପାରେ। ଏହା ରିଙ୍କଲ୍ସ, ବାର୍ଦ୍ଧକ୍ୟ ସଙ୍କେତ ଏବଂ ସନବର୍ଣ୍ଣ ଭଳି ଅନେକ…

ରାଜ୍ୟରେ କଲବଲ କରିବ ତାତି: ୧୩ ଓ ୧୪ରେ ବଢ଼ିବ ଗ୍ରୀଷ୍ମ ପ୍ରକୋପ, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ତାତି। ତାତିର ତାଉରେ ଜଳିବ ପଶ୍ଚିମ ଓଡ଼ିଶ । ରାଜ୍ୟରେ ପ୍ରଚଣ୍ଡ ଖରା ସହ କଲବଳ କରାଣି ତାତି। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଗତକାଲିଠାରୁ ପୁଣି ବଢିଛି ତାତି। ଏନେଇ ହିଟୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ।…