Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏକ୍ସ ଉପରେ ସାଇବର ଆଟାକ

ନୂଆଦିଲ୍ଲୀ: ସୋମବାର (ମାର୍ଚ୍ଚ ୧୦) ଦିନ ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X)ର ସର୍ଭର ଅନେକ ଥର ଡାଉନ ହୋଇଥିଲା। ଗୋଟିଏ ଦିନରେ ଲକ୍ଷ ଲକ୍ଷ ଉପଭୋକ୍ତା ଦୁଇ ଥର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅସୁବିଧାର ସମ୍ମୁଖୀନ ହେବା ପରେ ସନ୍ଧ୍ୟାରେ ତୃତୀୟ ଥର ପାଇଁ ଅସୁବିଧାର…

ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଅପରାଧୀ ଆହତ

ସମ୍ବଲପୁର: ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ଏହି ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଆହତ ହୋଇଥିବା ସୂଚନା ରହିଛି। ଏଥିମଧ୍ୟରୁ ଜଣଙ୍କ ବାମ ଗୋଡ଼ ଓ ଜଣଙ୍କ ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଦୁଇ…

ବର୍ଷର ପ୍ରଥମ ସୂର୍ଯ୍ୟପରାଗର ପଡିବ ପ୍ରଭାବ; ଏହି ୩ ରାଶି ହୋଇଯାଆନ୍ତୁ ସତର୍କ

ଭୁବନେଶ୍ବର: ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚ ଦିନ ହେବ । ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗ ମୀନ ରାଶି ଏବଂ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ହେବ । ସୂଚନାଥାଉକି, ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତଥାପି ଏହାର ପ୍ରଭାବ ଆଗାମୀ ୩ ମାସ ପର୍ଯ୍ୟନ୍ତ ଅନେକ ରାଶି ଉପରେ ପଡିବ ।…

ମାତ୍ର ୯ ମାସରେ ୨୧ ହଜାର କୋଟି ଋଣ କଲେଣି ମୋହନ ସରକାର

ଭୁବନେଶ୍ୱର: ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ବିଜେଡି ବିଧାୟକ ଗୌତମ…

ଏହି ଘାତକ ଛତୁକୁ ଛୁଇଁବା ମାତ୍ରେ ହିଁ ହୋଇଯିବେ ଅସୁସ୍ଥ !

ଭୁବନେଶ୍ବର: ଆମ ସ୍ୱାସ୍ଥ୍ୟ ପାଇଁ ଛତୁ ବହୁତ ଲାଭଦାୟକ । ଏଥିରେ ଅନେକ ପ୍ରକାରର ପୁଷ୍ଟିକର ଉପାଦାନ ରହିଥାଏ । ଛତୁରେ ଅନେକ ଗୁରୁତ୍ଵପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ । ଏହା ବ୍ୟତୀତ ଏହା ମଧ୍ୟ ଫାଇବରର ଏକ ଭଲ ଉତ୍ସ। କିନ୍ତୁ ସମସ୍ତ ପ୍ରକାରର ଛତୁ ଖାଇବା ଯୋଗ୍ୟ ନୁହେଁ, କିଛି ଛତୁ…

ରୂପା ନିବେଶକଙ୍କ ପ୍ରଥମ ପସନ୍ଦ;ଚଳିତବର୍ଷ ଏଯାଏଁ ଦେଲାଣି ୧୧% ରିଟର୍ଣ୍ଣ

ଭୁବନେଶ୍ବର:ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ରୂପା ଏକ ଆକର୍ଷଣୀୟ ବିନିଯୋଗ ବିକଳ୍ପ ପାଲଟିଛି । ଚଳିତ ବର୍ଷ ଏହା ପ୍ରାୟ ୧୧% ରିଟର୍ଣ୍ଣ ଦେଇଛି । ବିଶେଷଜ୍ଞ ଅନୁସାରେ ରୂପା ଆଗାମୀ ୨-୩ବର୍ଷ ମଧ୍ୟରେ ନିବେଶକମାନଙ୍କୁ ଆହୁରି ଭଲ ରିଟର୍ଣ୍ଣ ଦେଇପାରେ । ବିଶେଷଜ୍ଞମାନେ ଏହା ମଧ୍ୟ…

ମୋବାଇଲରେ କାହିଁକି ୨ଟି ମାଇକ୍ରୋଫୋନ୍ ଦିଆଯାଇଥାଏ ?

ଭୁବନେଶ୍ବର: ଆପଣ ବର୍ଷ ବର୍ଷ ଧରି ଫୋନ୍ ବ୍ୟବହାର କରିଆସୁଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଫୋନ୍ କମ୍ପାନୀଗୁଡିକ ଗୋଟିଏ ନୁହେଁ ଦୁଇଟି ମାଇକ୍ରୋଫୋନ୍ କାହିଁକି ପ୍ରଦାନ କରନ୍ତି? କିଛି ଜଣ ଏହି ପ୍ରଶ୍ନର ଉତ୍ତର ଜାଣିଥିବେ ଓ ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ବିଷୟରେ ଅବଗତ ନୁହଁନ୍ତି । ଆଜି…

ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଚକ୍ଷୁ ରୋଗୀ

ରାୟଗଡା: ରାୟଗଡାରୁ କୋରାପୁଟ ଯାଇଥିବା କେଆର ରେଳ ଲାଇନର କଞ୍ଜାମଯୋଡି ନିକଟରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି। ଆମ୍ବୁଲାନ୍ସରେ ଥିବା ଆଶା ଦିଦିଙ୍କ ସହ ୮ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଅଭିମୁଖେ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ…

ଉମରକୋଟ ଓ ରାଇଘରରେ ଆଉ ରହିବନି ଭୋଲ୍ଟେଜ ସମସ୍ୟା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଏଭିଆର ସ୍ଥାପିତ

ବ୍ରହ୍ମପୁର: ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ-ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପ୍ରତିବଦ୍ଧ ରହିଛି। କୃଷି ପାଇଁ ଆବଶ୍ୟକୀୟ ବିଦ୍ୟୁତ ସମେତ ବର୍ଦ୍ଧିଷ୍ଣୁ ବିଜୁଳି…

ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ…