Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନାରୀ ନିର୍ଯାତନା ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ବର: ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଦୁଇ ଦିନ ଧରି ହଙ୍ଗାମା କରିବା ସହ କଳା ପଟି ବାନ୍ଧି ପ୍ରତିବାଦ କରିଥିଲା କଂଗ୍ରେସ । ଏନେଇ ଆଜି ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିବ ଦଳ । ଆଜିଠୁ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ । ସମସ୍ତ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିବେ ନେତା ଓ…

ସାମାଜିକ ବିକାଶରେ ମହିଳା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରବିବାର ଶୁଭାରମ୍ଭ ହୋଇଥିବା ଶକ୍ତି ଆପ୍ଲିକେସନ୍ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ୱରରେ…

ଚାମ୍ପିୟନ୍ସ ଟ୍ରଫି : ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…

ବିଭିନ୍ନ ଚୋରା ବାଲିଘାଟରେ ଚଢାଉ; ୧୩୬ଟି ବାଲି ବୋଝେଇ ଗାଡି ଜବତ, ୧୨୩ ଗିରଫ

ଭୁବନେଶ୍ବର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲା…

ଆଦିତ୍ୟ ଆଲୁମିନା ରିଫାଇନିରୀ ପକ୍ଷରୁ କୌଶଳ ପ୍ରକଳ୍ପ ଉଦଘାଟିତ

ଟିକିରି: ରାୟଗଡା ଜିଲ୍ଲା ଟିକିରି ଅର୍ନ୍ତଗତ କନସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦତ୍ୟ ବିର୍ଲା ଗ୍ରୁପର ଏକ ସହଯୋଗୀ କମ୍ପାନୀ ପକ୍ଷରୁ କୌଶଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଆଦିତ୍ୟ ଆଲୁମିନା ସିଏସଆର ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ…

ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଜାରି ହେଲା ନୋଟିସ

ଜୟପୁର: ଗୁଟଖା ବ୍ରାଣ୍ଡର ବିଜ୍ଞାପନ ଯୋଗୁଁ ବଲିଉଡ ବାଦଶାହା ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜୟପୁର ଜିଲ୍ଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ସହିତ ଜଡିତ ଏକ ମାମଲାରେ ଏହି ତାରକାମାନଙ୍କୁ ସମନ ପଠାଇଛନ୍ତି । କମିଶନ ଶାହରୁଖ…

ଆନନ୍ଦପୁରରେ ୪୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୨ କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।…

ମଣିପୁରରେ ପୁଣି ହିଂସା; ୧ ମୃତ, ୨୭ ଆହତ

ଇମ୍ଫାଲ୍: ପ୍ରାୟ ଦୁଇ ବର୍ଷ ପରେ କୁକି ଏବଂ ମୈତେଇ ବହୁଳ ଅଞ୍ଚଳରେ ମୁକ୍ତ ଯାତାୟାତ ଆରମ୍ଭ ହେବା ମାତ୍ରେ ମଣିପୁରରେ ପୁଣି ହିଂସା ଦେଖାଦେଇଛି । କୁକି ସମ୍ପ୍ରଦାୟର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ସହ ୨୭ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଛନ୍ତି । ଇମ୍ଫାଲ-ଦିମାପୁର ରାଜରାସ୍ତାରେ ଏହି ଘଟଣା…

‘ଓଡିଶାରେ ମିଶିବା ଆମର ଭୁଲ୍’…କାହିଁକି ଏମିତି କହିଲେ ଜୟନାରାୟଣ?, ଘେରିଲେ ବିରୋଧୀ

ଭୁବନେଶ୍ବର: ଓଡିଶାରେ ମିଶିବା ଆମର ଭୁଲ୍ । ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସଭାରେ କିଛି ଏମିତି କହିଛନ୍ତି ଶାସକ ଦଳ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଯାହାକୁ ନେଇ ଏବେ ତେଜିଛି ରାଜନୀତି । ସରକାର ଓଡିଶାର ସାର୍ବଭୌମତ ଚାହୁଁନାହାନ୍ତି କି? ବୋଲି ପ୍ରଶ୍ନ କରି ଘେରିଛନ୍ତି ବିରୋଧୀ ।…

ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଗର୍ଭ ନିରୋଧକ ବଟିକା?

ନୂଆଦିଲ୍ଲୀ: ଏବେ ମହିଳାଙ୍କ ମଧ୍ୟରେ ଗର୍ଭ ନିରୋଧକ ବଟିକା ଖାଇବା ସାଧାରଣ ହୋଇଗଲାଣି । ଅନାବଶ୍ୟକ ଗର୍ଭଧାରଣକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ଭାବେ ଏହାକୁ ଏବେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଏହି ଗର୍ଭ ନିରୋଧକ ବଟିକା? ଆସନ୍ତୁ…