Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତିକୁ ଗୁଳି କରି ହତ୍ୟା

ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ । ଏହା ପରେ, ଶାହ ମୀରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା…

ଅଣ୍ଡା ଖାଇଲେ ବଢେ କ୍ୟାନସରର ଆଶଙ୍କା!

ଭୁବନେଶ୍ବର: ପିଲାଟି ବେଳୁ ଆମେ ଗୋଟିଏ ବିଜ୍ଞାପନ ଦେଖି ବଡ ହୋଇଛେ । ତାହା ହେଲା, ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ’- ଅର୍ଥାତ୍ ରବିବାର ହେଉକି ସୋମବାର ଏବେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏଥିପାଇଁ ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ମଧ୍ୟ ଦିଆଯାଏ…

‘ଗଙ୍ଗାର ପାଣି ସଫା ନୁହଁ, ମୁଁ ତାକୁ କେବେ ଛୁଇଁପାରିବିନି’

ପୁନେ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍ ) ମୁଖ୍ୟ ରାଜ ଠାକରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସଦ୍ୟ ସମାପ୍ତ ମହାକୁମ୍ଭ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ପୁନେର ପିମ୍ପରି ଚିଞ୍ଚୱାଡରେ ଏମଏନଏସର ୧୯ତମ ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ,…

ବିଦେଶରେ ବଢୁଛି ହିନ୍ଦୁ ବିରୋଧ ସ୍ବର!: ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ବିଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ ହୋଇଛି । ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ହିନ୍ଦୁ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଦେଖାଯାଇଥିଲା । ଯେଉଁଠାରେ ଏକ ମନ୍ଦିରକୁ ଟାର୍ଗେଟ…

ପ୍ରଚଣ୍ଡ ରୌଦ୍ର ତାପ: ଏହି ୬ ଜିଲ୍ଲାକୁ ସତର୍କ ଜାରି….

ଭୁବନେଶ୍ବର: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍‌ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ…

ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀକୁ ଗଡିଲା ସ୍ବତନ୍ତ୍ର ଟ୍ରେନ

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀ ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାର ମୋଟ ୮୦୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ବାହାରିଲା ଏହି ଟ୍ରେନ୍ । ଉପମୁଖ୍ୟମନ୍ତ୍ରୀ…

ଚାମ୍ପିୟନ୍ସ ଟ୍ରଫି ଲଢେଇ: ବୋଲିଂ କରୁଛି ଭାରତ, ଲଗାତାର ହାରିଲା ୧୫ତମ ଟସ୍

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଐତିହାସିକ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲଢେଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟି ଆରମ୍ଭ କରିଦେଇଛି ନ୍ୟୁଜିଲାଣ୍ଡ । ସେହିପରି ଟସ୍ ହାରି ଏବେ ବୋଲିଂ କରୁଛି ଭାରତ । ଏଥର କାହା…

ଅଫିସରେ ସ୍ବର୍ଗ ସୁଖ: ଆପଣ ବି ଦେଖିଲେ କହିବେ, ‘କାଶ୍…ମୁଁ ବି ଏଠି ଚାକିରି କରନ୍ତି’

ଗୁରୁଗ୍ରାମ: କିଛି କିଛି ବ୍ୟକ୍ତି ବିଶେଷଙ୍କ ପାଇଁ ଅଫିସ୍ ମାନେ ଟେନସନ୍ । ଚାକିରି କହିଲେ, ଓ୍ବାର୍କଲୋଡ, ଅଫିସର ଚାପ, ବସଙ୍କ ଗାଳି…ଏମିତି ଅନେକ କିଛି କର୍ମଚାରୀଙ୍କୁ ଅତିଷ୍ଠ କରିଥାଏ । ଏହାକୁ ନେଇ କିଛି ଆତ୍ମହତ୍ୟା ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଏଭଳି ସ୍ଥଳରେ ଏବେ ଗୁରୁଗ୍ରାମରେ…

ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ମହିଳାଙ୍କ ଜୀବନ, ଭିଡିଓ ସେୟାର କଲା ରେଳବାଇ

ମୁମ୍ବାଇ: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯାତ୍ରା ସହିତ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରୁ ଅନେକ ଭଲ ହୋଇଥିବାବେଳେ ଅନେକ ଭୟଙ୍କର ଦୁର୍ଘଟଣା ଜନିତ ଅଟେ । ସୁରକ୍ଷିତ ଯାତ୍ରା ପାଇଁ ରେଳବାଇ ବାରମ୍ବାର ଚେତାବନୀ ଦେଉଛି । ଏହା ପରେ ମଧ୍ୟ…

ଶାହିଦ-କରିନାଙ୍କ ଏହି ଫିଲ୍ମ ଦେଖି ଅଭିନୟ ଜଗତରେ ଏଣ୍ଟ୍ରି ପାଇଁ ବାଧ୍ୟ ହୋଇଥିଲେ ଅନୁଷ୍କା

ମୁମ୍ବାଇ: ଗୋଟିଏ ସମୟ ଥିଲା ଯେତେବେଳେ ଶାହିଦ କପୁର ଏବଂ କରୀନା କପୁରଙ୍କ ଯୋଡ଼ି ପ୍ରଶଂସକଙ୍କ ସହିତ ଷ୍ଟାରମାନଙ୍କର ମଧ୍ୟ ପ୍ରିୟ ଥିଲା। ଶାହିଦ ଏବଂ କରିନାଙ୍କ ଫିଲ୍ମ ଜବ୍ ୱି ମେଟ୍ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ସାଉଁଟିଥିଲା। ଲୋକମାନେ ଏବେ ବି ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।…