Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ଦୁଃସାହସିକତା: ଦୃଢ ସମାଲୋଚନା କଲେ ୟୁଜର୍ସ..

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ନଗ୍ନ ଚିତ୍ର । ଚଳନ୍ତା ଟ୍ରେନରୁ ଅଳିଆ ଫୋପାଡି ଚାଲିଲେ ରେଳ କର୍ମଚାରୀ । କାହାକୁ ଖାତିର୍ ନକରି, ଓଲଟା ପ୍ରଶ୍ନ କରୁଛନ୍ତି କେଉଁଠି ପକେଇବି? ଯାହାକୁ ନେଇ ନିନ୍ଦା କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏମିତିରେ ବି ଭାରତୀୟ ରେଳବାଇ…

କ’ଣ ହେବ? ଯଦି ୭୨ ଘଣ୍ଟା ଧରି ବ୍ୟବହାର କରିବେ ନାହିଁ ଫୋନ୍…..

ନୂଆଦିଲ୍ଲୀ; ଆଜିକାଲି ମୋବାଇଲ ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ପରି । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ, ସମସ୍ତଙ୍କ ହାତରେ ତ ଖଣ୍ଡେ ଖଣ୍ଡେ ମୋବାଇଲ, ଆଉ ଏଥିରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଥିବାର ଦେଖିଥିବ । ଆଉ କିଛି କିଛି ଲୋକଙ୍କର ମୋବାଇଲ ସହ ଏକ ଏମିତି…

ଆଖି ସଂକ୍ରମଣ କଣ? ଜାଣନ୍ତୁ କାହିଁକି ହୋଇଥାଏ ଏହି ସମସ୍ୟା..

ଆଖି ଧରା ଏବେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ସାଧାରଣତଃ ଆଖି ସଂକ୍ରମଣ ବା 'ଆଇ ଫ୍ଲୁ' ଭାବରେ ଜଣାଶୁଣା କଞ୍ଜକଟିଭିଟିସ୍ ଏକ ସଂକ୍ରାମକ ଏବଂ ଋତୁକାଳୀନ ରୋଗ। ଯେତେବେଳେ ଭାରତରେ ପାଗ ପରିବର୍ତ୍ତନ ହୁଏ, ଆଖି ଧରା ସଂକ୍ରମଣ ଶୀଘ୍ର ଲୋକଙ୍କୁ ସଂକ୍ରମିତ କରାଯାଏ । କଞ୍ଜକଟିଭିଟିସ୍ ହେଉଛି…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: କୋର୍ଟରେ ହାଜର ହେଲା ପୁଞ୍ଜିଲାଲ

ପାଟଣାଗଡ଼: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ଆଜି ହେବ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୟାନ ରେକର୍ଡ । ଏନେଇ ଅଭିଯୁକ୍ତ ପୁଞ୍ଜିଲାଲକୁ ବଲାଙ୍ଗୀର କାରାଗାରରୁ ଅଣାଯାଇ ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ପୂର୍ବ ତାରିଖରେ…

ମହିଳାଙ୍କୁ ସଶକ୍ତ କରୁଛି ଏହି ସରକାରୀ ଯୋଜନା..ଆପଣ ଆବେଦନ କରିଛନ୍ତି ନା ନାହିଁ?

ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଅଭିଯାନ ଆରମ୍ଭ କରିଥିବା ବେଳେ ଅନେକ ଯୋଜନା ମଧ୍ୟ ଚଲାଉଛନ୍ତି । ଯେଉଁଥିରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଭିନ୍ନ ଭିନ୍ନ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଭଦ୍ରା ଯୋଜନାର…

ପିଓକେ ଦିଅ, କାଶ୍ମୀର ସମସ୍ୟା ସମାଧାନ ହେଇଯିବ: ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବ୍ରିଟେନ ଗସ୍ତରେ ଅଛନ୍ତି। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ପାକିସ୍ତାନ ପାକ୍ ଅଧିକୃତ…

ଆସନ୍ତାକାଲି ମହିଳାମାନେ ଘରେ ଜାଳନ୍ତୁ ସୁଭଦ୍ରା ଦୀପ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ…

ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ବର: ପୁଣି ମହିଳାଙ୍କ ଖାତାକୁ ଗଲା ସୁଭଦ୍ରାର ଆଉ ଏକ ପର୍ଯ୍ୟାୟ ଟଙ୍କା । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି, ମହିଳାଙ୍କ ଖାତାକୁ ସୁଭଦ୍ରାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଡିବିଟି ମାଧ୍ୟମରେ ପଠାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ…

ନନ୍ଦା ଏବଂ ନନ୍ଦିନୀଙ୍କ ସହ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ଗୃହ ପ୍ରବେଶ କରିଛନ୍ତି…

ଆସିଲା ମାଟ୍ରିକ୍ ରେଜଲ୍ଟ ଡେଟ୍: ଏହିଦିନ ବାହାରିବ…

ଭୁବନେଶ୍ବର: ଆଜି ଶେଷ ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ…