Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବ୍ରିଟେନରେ ଜୟଶଙ୍କରଙ୍କୁ ଖଲିସ୍ତାନୀଙ୍କ ବିରୋଧ: ଚିରିଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ବିରୋଧ । ଖଲିସ୍ତାନୀ ସମର୍ଥକମାନେ ଜୟଶଙ୍କର ଯୋଗ ଦେବାକୁ ଥିବା ଏକ ଆଲୋଚନା ସମୟରେ ଜୋରଦାର ପ୍ରତିବାଦ କରିଥିଲେ । ଖଲିସ୍ତାନୀ ଉଗ୍ରବାଦୀଙ୍କ ଏକ ଗୋଷ୍ଠୀ ଲଣ୍ଡନରେ ଜୟଶଙ୍କରଙ୍କ ଗସ୍ତକୁ ବାଧା ଦେବାକୁ ଚେଷ୍ଟା କରିଥିଲେ,…

ନୂତନ ଶିକ୍ଷାନୀତି ୨୦୨୦: ଏପ୍ରିଲ ୨ରେ ହେବ ଖଡିଛୁଆଁ, ରାଜ୍ୟରେ ଆରମ୍ଭ ହେବ ‘ଶିଶୁ ବାଟିକା’

ଭୁବନେଶ୍ୱର: ଏପ୍ରିଲ ୨ରେ ହେବ ଖଡିଛୁଆଁ । ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଶିଶୁ ବାଟିକା’। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଜାତୀୟ…

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପୂର୍ବରୁ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଉମର ପଞ୍ଚାୟତ ହନୁମାନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରୁ କୌଣସି ଦୁର୍ବୃତ୍ତ ମୁଣ୍ଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।…

ରାଜଧାନୀରେ ଠାବ ହେଲା ନକଲି ଗାଡି ପାର୍ଟସ, ୨ ଜଣ ଅଟକ

ଭୁବନେଶ୍ୱର: ରାଜଧାନୀରେ ନକଲି ଗାଡି ପାର୍ଟସ ବିକ୍ରି। ବଡ଼ଗଡ଼ ଥାନା ରାଜାରାଣୀ କଲୋନୀରେ ଠାବ ହେଲା ଏହି କଳାକାରବାରର ହବ୍। କମିଶନରେଟ୍ ପୋଲିସ ହୋଣ୍ଡା, ଟିଭିଏସ୍‌ର ନକଲି ପାର୍ଟସ, ନକଲି ଇଞ୍ଜିନ ଅଏଲ୍ ଆଦି କାରବାର କରୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି। ସୂତ୍ର ଅନୁଯାୟୀ, ଏହି…

ଚାଞ୍ଚଲ୍ୟ: ଘରୁ ଡାକି ନେଇ ଛାତ୍ର ଉପରକୁ ଏସିଡ୍ ମାଡ଼

ଢେଙ୍କାନାଳ: ପିଲାଙ୍କ କଳିକୁ ନେଇ ତୁମୁଳକାଣ୍ଡ ପରେ ଛାତ୍ରଙ୍କୁ କଲେ ଏସିଡ୍ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ନୂଆ ଆଲୁତୁମା ଗାଁରେ। ସୂଚନା ଅନୁସୀାରେ ଘରୁ ଡାକି ନେଇ ପଞ୍ଚମ ଶ୍ରେଣୀ ଛାତ୍ର ଉପରକୁ ଏସିଡ ମାଡ କରିଛି ଅନ୍ୟ ଏକ ଛାତ୍ର।…

ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ

କଟକ: ଏସଟିଏ ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍। କଟକ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଅଫିସ ୯ଟି ସ୍ଥାନରେ ରେଡ୍ ଚାଲିଛି। ଆଜି ସକାଳୁ ସକାଳୁ ଡେପୁଟି କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ।…

ଆଜି ସରୁଛି ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତା ଦେଖା

ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା। ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସକାଳ ୯ଟାରୁ ଦିନ ସାଢେ ୧୧ଟା ଯାଏଁ ପରୀକ୍ଷା ଚାଲିବ। ପେପର୍ ଲିକ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଫେବ୍ରୁଆରି ୨୧…

ବିଜୁ ପଟ୍ଟନାୟକ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ। ୧୯୫୨ରୁ ଆରମ୍ଭ ହୋଇଥିବା ଏହି ଆୱାର୍ଡ ଆଗକୁ ବି ଚାଲିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ…

କାଲିଠୁ ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ। ଏହି ଲମ୍ବା ଅବଧି ଭିତରେ ଗୃହରେ ଏକାଧିକ ପ୍ରସଙ୍ଗକୁ ନେଇ ଶାସକ…

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଅନୁମୋଦନ ହେବ ଦୋଳ ଉତ୍ସବ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତା ୯ ତାରିଖରେ ଶ୍ରୀମନ୍ଦିରରେ ଦୋଳଯାତ୍ରା ଆରମ୍ଭ ହେବ। ଏହାସହ ଶ୍ରୀଜିଉଙ୍କ ଚାଚେରୀ ବେଶ। ତେଣୁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନୁମୋଦନ ହେବ ଦୋଳ ଉତ୍ସବ ନୀତି ନିର୍ଘଣ୍ଟ। ୧୩ ତାରିଖରେ ମେଣ୍ଢାପୋଡ଼ି, ୧୪ ତାରିଖରେ ଦୋଳପୂର୍ଣ୍ଣିମା ଓ…