Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସିଲା ଷ୍ଟାରବକ୍ସର ନୂଆ ନିୟମ, ବିନା ପେମେଣ୍ଟରେ କାଫେକୁ ‘ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତର ଯୁବବର୍ଗମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ଲୋକପ୍ରିୟ ଆମେରିକୀୟ କଫି ବ୍ରାଣ୍ଡ ଷ୍ଟାରବକ୍ସ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛି | ଏହି କମ୍ପାନୀ ଏକ ନୂତନ ନିୟମ ଜାରି କରିଛି । ଷ୍ଟାରବକ୍ସ ବର୍ତ୍ତମାନ ନିଜର କାଫେ ଏବଂ ବାଥରୁମରେ ବ୍ୟବହାରକୁ କେବଳ ଏହାର…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଉଜଣେ ଓଏଏସ୍ ଅଧିକାରୀ ନିଯୁକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହେଲେ କେନ୍ଦୁଝର ଏଡିଏମ୍ ଭାବରେ କାର୍ଯ୍ୟରତ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନ। ସବ-କଲେକ୍ଟର ଭାବରେ ଖୋର୍ଦ୍ଧାକୁ ବଦଳି ହୋଇଥିବା ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ କ୍ରୀଡା ଏବଂ ଯୁବ ସେବା ବିଭାଗର ଡେପୁଟି…

ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା, ଟଳି ପଡ଼ିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଦ୍ବିପ୍ରହର ଧୂପ ପାଇଁ ପାଣି ପକାଉଥିବା ବେଳେ ଟଳି ପଡିଲେ ସୁଆର ବଡୁ ସେବାୟତ। ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡ଼ିଗଲେ ସମ୍ପୃକ୍ତ ସେବକ। ସମ୍ପୃକ୍ତ ସେବକ ଜଣକ ହେଉଛନ୍ତି ଜଗନ୍ନାଥ ମେକାପ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ…

ସ୍କୁଲ ସ୍ତରରେ ଲାଗୁ ହେଲା ଜାତୀୟ ଶିକ୍ଷାନୀତି-୨୦୨୦

ଭୁବନେଶ୍ୱର: ସ୍କୁଲ ସ୍ତରରେ ଲାଗୁହେଲା ଜାତୀୟ ଶିକ୍ଷାନୀତି-୨୦୨୦।  ଏହି 'ଜାତୀୟ ଶିକ୍ଷାନୀତି' ୨୦୨୪-୨୫ରୁ ଲାଗୁ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ କଲା ଗଣଶିକ୍ଷା ବିଭାଗ। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଗଲା…

ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା, କହିଲା- ଅଜାଣତରେ ହୋଇଛି ଭୁଲ

ନୂଆଦିଲ୍ଲୀ: ମେଟା ଇଣ୍ଡିଆ ଏହାର ସିଇଓ ମାର୍କ ଜୁକରବର୍ଗ ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା। ଫେସବୁକ୍ ପ୍ରତିଷ୍ଠାତା ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଜୋ ରୋଗାନଙ୍କ ପୋଡକାଷ୍ଟରେ ଭାରତ ବିଷୟରେ କିଛି ଭୁଲ ସୂଚନା ଦେଇଥିଲେ। ଯାହାକୁ ନେଇ ଏକ ସଂସଦୀୟ କମିଟି ମେଟାକୁ…

ଚାଞ୍ଚଲ୍ୟକର ଘଟଣା; କଏଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଉଛି ଡ୍ରୋନ

ନୂଆଦିଲ୍ଲୀ: ବ୍ରିଟେନର ଜେଲରେ ଢିଲା ସୁରକ୍ଷା ବ୍ୟବସ୍ଥା ସାମ୍ନାକୁ ଆସିଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏଚଏମପି ମଞ୍ଚେଷ୍ଟର ଏବଂ ଏଚଏମପି ଲଙ୍ଗ ଲାର୍ଟିନ ଜେଲରେ କରାଯାଇଥିବା ଯାଞ୍ଚ ରିପୋର୍ଟରେ ଏହି ତ୍ରୁଟି ସାମ୍ନାକୁ ଆସିଛି। ଏହା ପରେ ଡ୍ରୋନ୍ ବ୍ୟବହାର ଦେଶର ସୁରକ୍ଷା ପ୍ରତି ବିପଦ…

ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମନ୍ତ୍ରୀ କୱାସି ଲଖମା ଗିରଫ

ରାୟପୁର: ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀ କୱାସି ଲଖମାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ତାଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କାର୍ଯ୍ୟାଳୟରୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।…

୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ, ଇନ୍ଦିରା ଭବନ ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରାୟ ପାଞ୍ଚ ଦଶନ୍ଧି ପରେ କଂଗ୍ରେସ ପାଇଲା ନୂଆ ଠିକଣା। ୪୭ ବର୍ଷ ପରେ କଂଗ୍ରେସ ପାଇଲା ନୂଆ ମୁଖ୍ୟାଳୟ। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍‌ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା। ତେବେ ଆଜି ଅର୍ଥାତ୍ ଜାନୁଆରୀ ୧୫ ତାରିଖରେ…

ରିପିଟ୍ ହେବେ ମନମୋହନ !

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି? ପୁଣି ରିପିଟ୍ ହେବେ କି ମନମୋହନ ସାମଲ୍ ! ନା ନୂଆ ଚେହେରାକୁ  ଦାୟିତ୍ବ ଦେବ ବିଜେପି ? ରାଜ୍ୟ ବିଜେପି ସଭାପତି ଦୌଡ଼ରେ ଏକାଧିକ ବରିଷ୍ଠ ନେତାଙ୍କ ନାଁ ରହିଛି । ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବି ଜୋରଦାର ଲବି ଚାଲିଛି ।…

ଛାଡ଼ପତ୍ର ବିନା ଅଲଗା ରହୁଥିବା ମହିଳା କରିପାରିବେ ଗର୍ଭପାତ, ଦରକାର ନାହିଁ ସ୍ଵାମୀଙ୍କ ଅନୁମତି

ନୁଆଦିଲ୍ଲୀ: ଛାଡ଼ପତ୍ର ବିନା ଅଲଗା ରହୁଥିବା ଗର୍ଭବତୀ ମହିଳାଙ୍କ ପାଇଁ ଆସିଲା ବଡ଼ ରାୟ। ନିକଟରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।ଛାଡ଼ପତ୍ର ବିନା ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା…