Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ବୁଧବାର ରାତି ୯:୩୦ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାତା ଲୋଭାବତୀ ପରିଡା ୮୯ ବୟସରେ ଦେହତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ। ବୟସାଧିକ କାରଣରୁ କଟକର ଅଶ୍ୱିନୀ ହସ୍ପିଟାଲରେ ସେ ବହୁ ଦିନ ଧରି ଚିକିତ୍ସିତ ହେଇଆସୁଥିଲେ। ପୁରୀ…

କର୍ମଚାରୀଙ୍କ ପାଇଁ ଖୁସି ଖବର: ୨୫ ଲକ୍ଷକୁ ବଢିଲା ଗ୍ରାଚ୍ୟୁଇଟି ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି କେନ୍ଦ୍ର କର୍ମଚାରୀ ୨୫ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୫୦%କୁ  ବୃଦ୍ଧି ହୋଇଥିବା କାରଣ ଯୋଗୁଁ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ…

ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଡ ଖବର । ବଲିଉଡ ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ସୈଫଙ୍କୁ ୨/୩ ଥର ଛୁରିରେ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣ…

ଶୀତ ଦିନରେ ଖାଆନ୍ତୁ ‘ଚିନାବାଦାମ ବରଫି’

ଭୁବନେଶ୍ବର: ପୂଜାପର୍ବାଣୀ ହେଉ ଅବା ଘରକୁ କୁଣିଆ ଆସିଲେ ମିଠା ଘରେ ତିଆରି ହୋଇଥାଏ । ମିଠା ଭିତରେ କାଜୁ ବରଫି ସମସ୍ତେ ଖାଇଥିବେ କିନ୍ତୁ କେବେ ଚିନାବାଦାମ ବରଫି ଖାଇଛନ୍ତି କି? ତେବେ ଆଜି ଆସନ୍ତୁ ଶିଖିବା କିପରି ତିଆରି ହୁଏ ଚିନାବାଦାମ ବରଫି । ସାମଗ୍ରୀ:- ଚିନାବାଦାମ ମଞ୍ଜି- ୨କପ୍,…

ବନ୍ଦ ହେବ ହମାସ୍-ଇସ୍ରାଏଲ ଯୁଦ୍ଧ ! ଯୁଦ୍ଧ ବନ୍ଦ ନେଇ ସହମତି

ନୂଆଦିଲ୍ଲୀ: ୧୫ ମାସର ଘମାଘୋଟ ଯୁଦ୍ଧରେ ପଡ଼ିବ କି ଯବନିକା ! ବନ୍ଦ ହେବ କି ହମାସ୍-ଇସ୍ରାଏଲ ଯୁଦ୍ଧ ! ହମାସ୍- ଇସ୍ରାଏଲ ଯୁଦ୍ଧ ବନ୍ଦ ନେଇ ସହମତି ହୋଇଥିବା ସୂଚନା ମିଳିଛି । ଗାଜାରେ ଯୁଦ୍ଧ ରୋକିବା ଉପରେ ଉଭୟ ପକ୍ଷରୁ ସହମତି ହୋଇଛି । ସେପଟେ ଅସ୍ତ୍ରବିରତି ପାଇଁ ହମାସ ସହମତି ପ୍ରକାଶ…

ଘରର ଏହି କୋଣରେ ଶୌଚାଳୟ କରନ୍ତୁ..

ଭୁବନେଶ୍ବର: ବାସ୍ତୁ ଅନୁସାରେ ଘରେ ଶୌଚାଳୟ ସଠିକ୍ କୋଣରେ ନକଲେ ଘରେ ସବୁ ସମସ୍ୟା ଦେଖାଯାଇଥାଏ । ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ କରିବା ଶୁଭ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ । - ବାସ୍ତୁ ଅନୁସାରେ ଶୌଚାଳୟକୁ ରୋଷେଇ ଘରର ସମ୍ମୁଖରେ କରନ୍ତୁ ନାହିଁ । ଘରେ ଅଭାବ…

ପାଣି ସିଙ୍ଗଡ଼ା ଖାଇଲେ ଦୂର ହେବ ଥାଇରଏଡ୍ ସମସ୍ୟା

ଭୁବନେଶ୍ବର: ପାଣି ସିଙ୍ଗଡ଼ା ଶୀତଦିନରେ ବଜାରରେ ମିଳିଥାଏ । ଏହି ପାଣି ସିଙ୍ଗଡ଼ାରେ ଭରି ରହିଛି ଅନେକ ପୋଷକ ତତ୍ତ୍ବ ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ଭିଟାମିନ୍ ବି୬, ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ପ୍ରଚୁର ପରିମାଣରେ ରହିଛି । ଡାକ୍ତର ମଧ୍ୟ କହନ୍ତି ସିଜନାଲ ଫ୍ରୁଟ…

‘ମାରବର୍ଗ’ ଭାଇରସ୍ ନେଲା ୮ଜୀବନ

ନୂଆଦିଲ୍ଲୀ: ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ୮ଜଣଙ୍କ ପ୍ରାଣ ଚାଲିଯାଇଛି । ବର୍ତ୍ତମାନ ମାରବର୍ଗ ପାଇଁ କୌଣସି ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୭ରେ ରୱାଣ୍ଡାରେ ମାରବର୍ଗ ଭାଇରସ୍ ଦେଖାଯାଇଥିଲା । ଏହି ରୋଗରେ ମୋଟ ୬୬ଟି…

ଭାରତରେ ଲଞ୍ଚ ହେଲା 2025 Honda Dio, ଏହାର ମୂଲ୍ୟ ଜାଣନ୍ତୁ..

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ନିଜର ଲୋକପ୍ରିୟ ସ୍କୁଟର ଡିଓର ଏକ ନୂତନ ମଡେଲ ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ସ୍କୁଟର ହୋଣ୍ଡା ଡିଓ (2025 Honda Dio)କୁ ଅପଡେଟ୍‌ କରି ଲଞ୍ଚ କରିଛି । ଯାହାକୁ OBD2B ନିୟମ ଅନୁଯାୟୀ ଅପଡେଟ୍‌ କରାଯାଇଛି । ଏଥିରେ ଏକ…

ଆସିଲା ଷ୍ଟାରବକ୍ସର ନୂଆ ନିୟମ, ବିନା ପେମେଣ୍ଟରେ କାଫେକୁ ‘ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତର ଯୁବବର୍ଗମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ଲୋକପ୍ରିୟ ଆମେରିକୀୟ କଫି ବ୍ରାଣ୍ଡ ଷ୍ଟାରବକ୍ସ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛି | ଏହି କମ୍ପାନୀ ଏକ ନୂତନ ନିୟମ ଜାରି କରିଛି । ଷ୍ଟାରବକ୍ସ ବର୍ତ୍ତମାନ ନିଜର କାଫେ ଏବଂ ବାଥରୁମରେ ବ୍ୟବହାରକୁ କେବଳ ଏହାର…