Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ନିର୍ବାଚନ ପାଇଁ ଆତିଶୀ ଆରମ୍ଭ କଲେ କ୍ରାଉଡଫଣ୍ଡିଂ: କହିଲେ, ‘ଆପ୍ ପାଖରେ ନାହିଁ କଳାଧନ’

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ପାଇଁ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି । ତେବେ କ୍ରାଉଡଫଣ୍ଡିଂ ଅଭିଯାନ…

ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି: ହେବ କଡା କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଏଣିକି ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି । କଟନି ଛଟନି କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଜି ସମବାୟ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଏନେଇ ମନ୍ତ୍ରୀ ସମବାୟ କର୍ମଚାରୀଙ୍କୁ ତାଗିଦ୍ କରି କହିଛନ୍ତି,…

‘ନିମୋନିଆ ଭଳି ଏଚଏମପିଭିର ଲକ୍ଷଣ, ସମାନ ଚିକିତ୍ସା କରାଯିବ’: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: ଦେଶରେ ଏବେ ଏଚଏମପିଭିର କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ନଡରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କାରଣ ବିଶେଷଜ୍ଞଙ୍କ କହିବାନୁଯାୟୀ, HMPV କେବଳ ଏକ ସାମାନ୍ୟ ଋତୁକାଳୀନ ରୋଗ । ଏଚଏମପିଭି ଆଶଙ୍କା ନେଇ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ବିଜୟ…

ଜାନୁଆରୀ ୧୭ରେ ଭାରତରେ ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରକ କାର୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ହୁଣ୍ଡାଇର ଇଲେକ୍ଟ୍ରିକ୍ କ୍ରେଟାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ମାସରେ 'ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ -2025'ରେ ମିଳିବ । କମ୍ପାନୀ ଏହି କାରକୁ ଜାନୁଆରୀ ୧୭ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ‘ଭାରତ ମୋବିଲିଟି…

ହଂସିତାଙ୍କ ସହ ବିଜେଡି ଲିଙ୍କ୍: କିଏ ସେଇ ପୂର୍ବତନ ମନ୍ତ୍ରୀ? ଇଙ୍ଗିତ କଲେ ସାଂସଦ…

ଭୁବନେଶ୍ବର: ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ବ ଲୁଟୁଥିଲେ ।’  କିଛି ଏପରି ସଂଘେତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ…

ଟ୍ବିନ୍ ସିଟି ନୁହେଁ, ହେବ ଟ୍ରାଇ ସିଟି; ସାମିଲ ହେବ ପୁରୀ

ଭୁବନେଶ୍ବର: ରାଜ୍ୟରେ ଗଠନ ହେବ ଟ୍ରାଇ ସିଟି । ଏବେ ଟ୍ବିନ୍ ସିଟି ନୁହେଁ, ହେବ ଟ୍ରାଇ ସିଟି । ଟ୍ବିନ୍ ସିଟି କଟକ, ଭୁବନେଶ୍ବର ସହ ଯୋଡି ହେବ ପୁରୀ । କଟକ, ଭୁବନେଶ୍ବର ଏବଂ ପୁରୀକୁ ନେଇ ଟ୍ରାଇସିଟିର ପରିକଳ୍ପାନା କରୁଛନ୍ତି ରାଜ୍ୟ ସରକାର । ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ…

ନିର୍ବାଚନ ପୂର୍ବରୁ ତେଜିଲା ଦିଲ୍ଲୀରେ ପୋଷ୍ଟର ଓ୍ବାର୍: ‘ଗାଲିବାଜ ବନାମ ଆପଦା’

ଭୁବନେଶ୍ବର: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ତିନି ପ୍ରମୁଖ ଦଳ ଏବେ ରଣନୀତି କରୁଛନ୍ତି । ଏଥର ଶାସନ ଭାର କିଏ ମୁଣ୍ଡେଇବ ? ଯାହାକୁ ବେଶୀ ରୋଚକ କରିଛି ପ୍ରମୁଖ ଦଳଙ୍କ ପୋଷ୍ଟ ଓ୍ବାର୍ । ପୂର୍ବରୁ ଦିଲ୍ଲୀରେ ବିଜେପି ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର…

‘ଭାରତ ପ୍ରଗତି କରୁଛି, ଏହି କ୍ଷେତ୍ରରେ ସିଙ୍ଗାପୁରର ପୁଞ୍ଜି ନିବେଶ ପାଇଁ ରହିଛି ସୁଯୋଗ’

ନୂଆଦିଲ୍ଲୀ: ଭାରତର ପ୍ରଗତିରେ ସିଙ୍ଗାପୁର ନିଜ ପାଇଁ ଏକ ସୁଯୋଗ ଦେଖୁଛି । ଏପରି କହିଛନ୍ତି ସିଙ୍ଗାପୁରର ପୂର୍ବତନ ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ । ଶନିବାର ଭାରତୀୟ ବ୍ୟବସାୟଙ୍କ ସହିତ ଏକ ସାକ୍ଷାତକାରରେ ଲୁଙ୍ଗ କହିଛନ୍ତି ଯେ 'ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଭାରତରେ ସିଙ୍ଗାପୁରର…

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ: ସେମିରେ ହାରିଲେ ସାତ୍ତ୍ବିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ମାଲେସିଆ ଓପନ୍ ସୁପର ୧0000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତୀୟ ଯୋଡି ପରାସ୍ତ ହୋଇଛନ୍ତି । ଗତ ଶନିବାର ଦିନ କୁଆଲାଲମ୍ପୁରରେ ଭାରତର ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଦକ୍ଷିଣ କୋରିଆର ସିୟୋ ସିୟୁଙ୍ଗ-ଜାଏ ଓ କିମ୍ ଓ୍ଵାନ୍-ହୋଙ୍କ ଯୋଡ଼ି ଠାରୁ…

ଛୋଲେ ନେଲା ୨ ଜୀବନ

ନଏଡା: ଛୋଲେ ନେଇଗଲା ଜୀବନ । ଛୋଲେ ପାଇଁ ଉତ୍ତରପ୍ରଦେଶ ନଏଡାର ଏକ ଭଡା ଘରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ପୋଲିସ କହିଛି ଯେ ଶନିବାର ଦିନ ଉତ୍ତର ପ୍ରଦେଶର ନୋଏଡାରେ ଦୁଇ ଜଣ ବ୍ୟକ୍ତିଙ୍କର ଭଡା ଘରୁ ମୃତଦେହ ମିଳିଛି । ରାତିସାରା ଗ୍ୟାସରେ ଛୋଲେ ଗରମ ହେଉଥିବାରୁ…