Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ସହଦେବ ନାୟକଙ୍କ ପରିବାରକୁ ୧ କୋଟି ସହାୟତା ସହ ତାଙ୍କ ପତ୍ନୀଙ୍କୁ ଚାକିରି ଦିଆଯାଉ’

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱର ରସୁଲଗଡ ଫ୍ଲାଏଓଭରେ ଘଟିଥିବା ପୋଲିସ ମିତ୍ର ସହଦେବ ନାୟକଙ୍କ ବିଭତ୍ସ ହତ୍ୟାକାଣ୍ଡ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବାର ମାତ୍ର ଦଶ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ତେବେ ଏହି ଘଟଣାରେ…

ଚଳିତବର୍ଷ ଭାରତ ବଜାରରେ ୧୪ଟି ବାଇକ୍ ଲଞ୍ଚ କରିବ ‘ଡୁକାଟୀ’

ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।…

୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ…

”ଇଣ୍ଡିଆ’ ମେଣ୍ଟର କୌଣସି ଅସ୍ଥିତ୍ୱ ନାହିଁ, ଏହାକୁ ଭାଙ୍ଗିଦେବା ଉଚିତ୍’: ଏପରି କାହିଁକି କହିଲେ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଣ୍ଡିଆ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଗଠବନ୍ଧନ କେବଳ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା ତେବେ ଏହାକୁ ଭାଙ୍ଗିଦେବା ଉଚିତ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି…

ସହଦେବ ନାୟକ ହତ୍ୟା ଘଟଣା: କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

ଭୁବନେଶ୍ବର: ରାଜଧାନୀର ରସୁଲଗଡ଼ ଓଭର ବ୍ରିଜ ନିକଟରେ ବୁଧବାର ସହଦେବ ନାୟକ ହତ୍ୟା ଘଟଣାରେ ବୁଧବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ ଆଜି କୋର୍ଟରେ ହାଜର କରିବ ପୋଲିସ । ଏହା ପୂର୍ବରୁ ଅଭିଯୁକ୍ତଙ୍କୁ ଧଉଳି ନିକଟ ଦୟା ନଦୀ ବ୍ରିଜ୍ ନିକଟକୁ ଆଣି କ୍ରାଇମ୍ ସିନ୍…

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଆସିବେ। ପ୍ରବାସୀ ଭାରତୀୟ ଦିବସରେ ଯୋଗଦାନ ପାଇଁ ରାଷ୍ଟ୍ରପତି ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ସୂଚନା ଅନୁସାରେ ରାଷ୍ଟ୍ରପତି ଅପରାହ୍ନ ୩  ଟାରେ ଗୁଆହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରି ଅପରାହ୍ଣ ୪ ଟା…

ଛାଡପତ୍ର ଖବରକୁ ନେଇ ନୀରବତା ଭାଙ୍ଗିଲେ ଧନଶ୍ରୀ, କହିଲେ- ମୁଁ ବର୍ଷ ବର୍ଷ ଧରି…

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଛନ୍ତି। ତେବେ ଉଭୟଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଥିବା ଚର୍ଚ୍ଚା ଜୋର…

ଦିଲ୍ଲୀରେ କାହାର କେତେ ଦମ୍ ?

ନୂଆଦିଲ୍ଲୀ:  ଦିଲ୍ଲୀ ଦଙ୍ଗଲରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ମହାମୁକାବିଲା। ଦୁର୍ନୀତି ଅଭିଯୋଗରେ ଘେରି ହୋଇଥିବା ଆପ୍ ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ ଚଳାଇଛି। ସେପଟେ ବାଜି ଓଲଟାଇବାକୁ ଦମ୍ ଦେଖାଉଛି ବିଜେପି। କ୍ଷମତାର ବନବାସ ସାରି ଫେରିବାକୁ ଲଢେଇ କରୁଛି…

ମହିଳାଙ୍କ ମନ ଜିଣିଛି ଏଲ୍ଆଇସି ବୀମା ସଖୀ ଯୋଜନା, ମାସକରେ ହେଲାଣି ପଚାଶ ହଜାର ପଞ୍ଜୀକରଣ

ନୂଆଦିଲ୍ଲୀ:ମାସକ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ମହିଳାମାନଙ୍କ ପାଇଁ ଏଲଆଇସି ବୀମା ସଖୀ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ ହେବାର  ଏକ ମାସ ବିତିଗଲାଣି ଏବଂ ଏହା ଏକ ହିଟ୍ ବୋଲି ପ୍ରମାଣିତ ହୋଇଛି । ସରକାରଙ୍କ ଏହି ଯୋଜନାକୁ ମହିଳାମାନେ ବହୁତ ପସନ୍ଦ କରୁଛନ୍ତି । ଏଥିପାଇଁ ଏକ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ସଫା

ସୁକୁମା: ଛତିଶଗଡର ସୁକୁମା ବିଜାପୁର ସୀମାରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଡିଆରଜି, ଏସଟିଏଫ୍‌, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ମଧ୍ୟ ଉକ୍ତ…