Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଡ଼କ ଦୁର୍ଘଟଣା ହ୍ରାସ ନେଇ ବ୍ରହ୍ମପୁର ଏସପିଙ୍କୁ ଭେଟିଲା ଆଇଆଇଟି ମାଡ୍ରାସ ଟିମ୍

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ତତପରତା ଦେଖାଇଛନ୍ତି ସରକାର । ଏଥିପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ସରକାର । ଏହିକ୍ରମରେ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ଟିମ୍ ବୁଧବର ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହ ଆଲୋଚନା…

ରାଷ୍ଟ୍ରପତିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର, ଦେଲେ ଏହି ଉପହାର..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଗୁରୁବାର ଦିନ ରାଷ୍ଟ୍ରପତି ଭବନକୁ ଯାଇ କ୍ରିକେଟ ଲିଜେଣ୍ଡ ସଚିନ ମହାମହିମଙ୍କ ସହ ଦେଖା କରିଛନ୍ତି । ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ…

ରାଜ୍ୟସଭାରେ ଅଲଗା ଅନ୍ଦାଜରେ ପ୍ରଧାନମନ୍ତ୍ରୀ, ଖଡ଼ଗେଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ଅଲଗା ଅନ୍ଦାଜରେ କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ ଖଡ଼ଗେ କହୁଥିବା ସାୟରୀଙ୍କୁ ନେଇ ନିଆରା ଢ଼ଙ୍ଗରେ କରିଥିଲେ ସମାଲୋଚନା। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମୋଦି କହିଥିଲେ କି ଗୃହରେ ଖଡଗେ ଜୀ…

ଏପରି କରନ୍ତୁ ଘୋଷ୍ଟ କଲ୍ ର ସଠିକ୍ ବ୍ୟବହାର..

ଭୁବନେଶ୍ବର: ଆପଣଙ୍କୁ କେବେ ଏପରି ଏକ କଲ ଆସିଛି କି, ଆପଣ ଉଠାଇବାପରେ କୌଣସି ଉତ୍ତର ସେପଟୁ ଆସେ ନାହିଁ । ଏହାକୁ ଘୋଷ୍ଟ କଲ୍ କୁହାଯାଏ । ଅନେକଥର ଟେଲି ମାର୍କେଟିଂ କମ୍ପାନୀ ଏବଂ ସ୍କାମରମାନେ ଯାଞ୍ଚ କରିବା ପାଇଁ ଏପରି କଲ କରନ୍ତି ଉକ୍ତ ନଂ ସକ୍ରିୟ ଅଛି କି ନାହିଁ ଜାଣିବାକୁ । କିନ୍ତୁ…

ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ ୧୪ ବର୍ଷ, ଏବେ ଚାହୁଁଛନ୍ତି ଇଚ୍ଛାମୃତ୍ୟୁ

ବଲାଙ୍ଗୀର: ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୂର୍ବତନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍) ଯବାନ ସୁଧୀର ଦାସ । ଚାକିରିରୁ ବହଷ୍କୃତ ହୋଇ ଏବେ କଷ୍ଟକର ଜୀବନ ବିତାଉଥିବାବେଳେ ଆଉ ବଞ୍ଚିବାକୁ ଇଚ୍ଛା ନଥିବା ଭାବି ଶେଷରେ ପରିବାର ସହ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ…

ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା

ଭୁବନେଶ୍ୱର: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ…

ଟାଟା ପଞ୍ଚ କାରରେ ୨୫ହଜାର ଟଙ୍କାର ରିହାତି; ସେଫ୍ଟି ରେଟିଂ ସହିତ ରହିଛି ଏହି ଫିଚର୍ସ..

ନୂଆଦିଲ୍ଲୀ: ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା ଏସୟୁଭି ଟାଟା ପଞ୍ଚ ଉପରେ ଟାଟା ମୋଟର୍ସ ବଡ଼ ରିହାତି ଘୋଷଣା କରିଛି। ଟାଟା ମୋଟର୍ସ ଏହାର ସର୍ବୋତ୍ତମ ବିକ୍ରି ହେଉଥିବା କମ୍ପାକ୍ଟ ଏସୟୁଭି ପଞ୍ଚର ପେଟ୍ରୋଲ ଏବଂ ସିଏନଜି ଭେରିଆଣ୍ଟ ଉପରେ ୨୫,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ…

କଣାସରେ ବ୍ୟାପୁଛି ଝାଡାବାନ୍ତି, ଜଳ ପ୍ରଦୂଷଣ ରୋକିବାକୁ ଚେତାବନୀ

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଅଞ୍ଚଳରେରେ ଝାଡ଼ା ବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଓ ସେ ଅଞ୍ଚଳରେ ବ୍ୟାପିଥିବା କଲେରା ରୋଗ ଅତି ସମ୍ବେଦନଶୀଳ ଘଟଣା ପାଲଟିଛି । ତେବେ ଏହା ଏକ ସ୍ବାସ୍ଥ୍ୟ ଗତ ସମସ୍ୟା ନୁହଁ ବରଂ ନଦୀ ଜଳ ପ୍ରଦୂଷଣ କାରଣରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ତେଣୁ ଏହି…

କାରକୁ ଧକ୍କା ଦେଲା ବସ୍; ମହାକୁମ୍ଭ ଯାଉଥିବା ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୬ଆହତ

ରାଜସ୍ଥାନ: ଜୟପୁରରୁ ମହାକୁମ୍ଭ ଯାଉଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଶ୍ରଦ୍ଧାଳୁଙ୍କ ଜୀବନ । ଗୁରୁବାର ଅପରାହ୍ନ ପ୍ରାୟ ୩ଟା୪୫ବେଳେ ଜୟପୁର-ଅଜମେର ରାଜପଥରେ ଥିବା ମୌଖମପୁରା ଅଞ୍ଚଳରେ ଏକ ବସର ଚକ ଫାଟିଯାଇଥିଲା । ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଦେଇଥିଲା ଓ ଉକ୍ତ ବସ…

‘ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିଲେ ଶିଳ୍ପ ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ’

କେନ୍ଦୁଝର: ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ । ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି ବିଧାୟକ । ଏହି ସଂଯୋଗୀକରଣ…