Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିମାନ ଲ୍ୟାଣ୍ଡିଂ-ଟେକଅଫ୍ ସମୟରେ କାହିଁକି ଝରକାର ପରଦା ଖୋଲିବାକୁ କୁହାଯାଏ?

ନୂଆଦିଲ୍ଲୀ:ଟ୍ରେନ୍,ବିମାନର ଅନେକ ନିୟମ ଅଛି ଯାହା ବିଷୟରେ ଆମେ ଅଧିକାଂଶ ଜାଣିନଥାଉ | କିମ୍ବା ଆମେ ସେ ସବୁକୁ ଅଣଦେଖା କରିଥାଉ | ଏଥି ମଧ୍ୟରୁ ଗୋଟିଏ ହେଉଛି ଉଡ଼ାଣ ଅବା ଅବତରଣ ସମୟରେ ଝରକାର ପରଦା ଖୋଲିବା | ଆପଣ ଜାଣନ୍ତି କାହିଁକି ଏହା କରାଯାଏ? ତେବେ ଆସନ୍ତୁ ଜାଣିବା ଏହାର କାରଣ…

ଭୂମିହୀନଙ୍କ ପାଇଁ ବଡ ଘୋଷଣା, ସରକାର ଦେବେ ୪ ଡେସିମିଲି ଜମି

ଭୁବନେଶ୍ବର: ଭୂମିହୀନଙ୍କୁ ମିଳିବ ଜମି। ଘର କରିବାକୁ ସେମାନଙ୍କୁ ରାଜ୍ୟସରକାର ଯୋଗାଇବେ ୪ ଡେସିମିଲ ଜମି। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।  ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି…

ରାଜ୍ୟ ସଭା ଉପନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସୁଜିତ୍‌ କୁମାର

ଭୁବନେଶ୍ୱର : ରାଜ୍ୟ ସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଜିତ କୁମାର। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନପତ୍ର ଭରିଥିଲେ ସୁଜିତ୍‌। ନିର୍ବାଚନ ଜିତିବା ପରେ ସୁଜିତ୍‌ କହିଛନ୍ତି, ନେତା ବିଜେଡିରୁ ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦%…

ଏଆଇ ଦେଲା ପରାମର୍ଶ ‘ମା’ବାପାଙ୍କ ହତ୍ୟା କରିଦିଅ’, ଫୋନ ଚଳାଇବାକୁ ମନା କରିଥିଲେ ଅଭିଭାବକ

ନୂଆଦିଲ୍ଲୀ:ଚର୍ଚ୍ଚାରେ ଏବେ ଚାଟବଟ୍ । ଏଆଇ ଚାଟବଟ୍ ଟେକ୍ସାସ୍ ର ଜଣେ ୧୭ ବର୍ଷ ବୟସ୍କ ବାଳକକୁ ପରାମର୍ଶ ଦେଇଛି ଯେ, ସେ ତାଙ୍କ ପିତାମାତାଙ୍କୁ ହତ୍ୟା କରିବା ଉଚିତ କାରଣ ସେମାନେ ଫୋନ ବ୍ୟବହାରର ସ୍କ୍ରିନ ସମୟ ସୀମିତ କରୁଥିଲେ | ବାଳକର ପରିବାର ଚାଟବଟ୍ କମ୍ପାନୀ Character.AI ବିରୋଧରେ…

‘ବିମାନ, ରେଳ ଓ ସଡକ ଭିତ୍ତିଭୂମି ସୁଦୃଢ କରିବାକୁ ବହୁ ପୁଞ୍ଜି ନିବେଶ କରୁଛନ୍ତି ମୋଦି ସରକାର’

ନୂଆଦିଲ୍ଲୀ: ଲୋକଙ୍କ ଜୀବନକୁ ସୁବିଧାଜନକ କରିବା ପାଇଁ ମୋଦି ସରକାର ଭିତ୍ତିଭୂମି ଉପରେ ପୁଞ୍ଜି ବ୍ୟୟ କ୍ରମାଗତ ଭାବେ ବୃଦ୍ଧି କରୁଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୧୧.୧୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶୁକ୍ରବାର…

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ମିଳିବ ଉତ୍ତମ ସ୍ଵାସ୍ଥ୍ୟସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତମାନଙ୍କୁ ଆଜି ଲୋକସେବା ଭବନରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୮୫ ହୋମିଓପାଥିକ ମେଡିକାଲ ଅଫିସର, ୨୩୯ ରେଡିଓଗ୍ରାଫର ଓ ୫୨ ଜଣ…

ବିଧବାଙ୍କୁ ଗଣବଳାତ୍କାର, ୪ ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିଧବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଦେବଗଡ଼ ଟାଉନ ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ସାମ୍ନାକୁ ଆଶିବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ପୁଷ୍ପାରାଜଙ୍କୁ ଅଟକାଇ ପାରିଲାନି ପୋଲିସ୍, ମିଳିଲା ବେଲ୍

ହାଇଦ୍ରାବାଦ୍:  ଅନ୍ତରୀଣ ଜାମିନରେ ଆସିଲେ ଅଲ୍ଲୁ ଅର୍ଜୁନ୍ । ଗିରଫର ୫ ଘଣ୍ଟା ପରେ ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ତେଲଙ୍ଗାନା ହାଇକୋର୍ଟ ।  ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ତଳକୋର୍ଟର ନିର୍ଦ୍ଦେଶରେ ଆଜି ଅଲ୍ଲୁଙ୍କୁ ୧୪ ଦିନିଆ…

ଆରଜି କର ମେଡିକାଲ ଘଟଣା: ସନ୍ଦୀପ ଘୋଷ ଓ ଅଭିଜିତ ମଣ୍ଡଳଙ୍କୁ ମିଳିଲା ଜାମିନ !

କୋଲକାତା: ଆରଜି କର ମେଡିକାଲ ଘଟଣାର ୯୦ ଦିନ ପରେ ମଧ୍ୟ କୋଲକାତା ଜୁନିଅର ମହିଳା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ। ଏହି ମାମଲାରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍…

ଦିଲଜିତଙ୍କ ଶୋ’କୁ ମିଳିଲା ସବୁଜ ସଙ୍କେତ, ଏପରି ସର୍ତ୍ତ ରଖିଲେ ହାଇକୋର୍ଟ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଶୋ’ ପାଇଁ ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ପଞ୍ଜାବ-ହରିୟାଣା ହାଇକୋର୍ଟ କଡା ସର୍ତ୍ତରେ ଏହି ଶୋ’ କରିବାକୁ ଅନୁମତି ଦେଇଛନ୍ତି। ଟ୍ରାଫିକ ପରିଚାଳନା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ…