Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ କଡ଼ାକଡ଼ି ହେବ ହେଲମେଟ୍ ଓ ସିଟ୍ ବେଲ୍ଟ ଚେକିଂ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଶେଷ କରି ରାଜପଥ ଓ…

ଗ୍ରୀଷ୍ମ ଛୁଟି ପରେ ଜୁନ୍ ୧୮ରେ ଖୋଲିବ ସ୍କୁଲ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସରି ସରି ଆସୁଛି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ୍‌ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯଦି ୧୮ ପର୍ଯ୍ୟନ୍ତ ବେଶୀ ଖରା ହୁଏ ତାହେଲେ ଚିନ୍ତା କରାଯିବ । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି…

ସୁନ୍ଦର ପିଚାଇଙ୍କୁ ଅପମାନ! ଭାଷଣ ମଝିରୁ ଉଠି ଚାଲିଗଲେ ଛାତ୍ର

ଷ୍ଟାନଫୋର୍ଡ: ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଅପମାନର ଶିକାର ହୋଇଛନ୍ତି। ପ୍ରତିଷ୍ଠାନର ପ୍ରାରମ୍ଭିକ ସମାରୋହରେ ମଞ୍ଚ ଉପରେ ବସିବା ସମୟରେ କିଛି ଛାତ୍ର ନାରାବାଜୀ ଦେଇ ବାହାରକୁ ଚାଲିଯାଇଥିଲେ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ସ୍ନାତକ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପରିବାର ଲୋକଙ୍କ ବୟାନ ରେକର୍ଡ କଲା ବାରଙ୍ଗ ପୋଲିସ

କଟକ/ଉଦଳା: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ତୃତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଛି। କଟକର କାଠଯୋଡ଼ି ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏବେ ଏହି ଘଟଣାରେ ପ୍ରେମ ବ୍ୟାପାର ଓ ହତ୍ୟା ଅଭିଯୋଗକୁ…

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ; ସ୍ୱତନ୍ତ୍ର ଟ୍ରେନ୍‌ରେ ଯାତ୍ରା କଲେ ଶ୍ରଦ୍ଧାଳୁ

ଭୁବନେଶ୍ବର: ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬'ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ପତାକା ଦେଖାଇ ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଗସ୍ତରେ ଯାଉଥିବା…

ପୁଣି ଅଡୁଆରେ ଇ-କମର୍ସ କମ୍ପାନୀ: ‘ଆମାଜନ ଇଣ୍ଡିଆ’କୁ କାହିଁକି ପଠାଗଲା ଆଇନଗତ ନୋଟିସ

ନୂଆଦିଲ୍ଲୀ: ପୁଣି ବିବାଦରେ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ। ପ୍ରାଚୀନ ଭାରତୀୟ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ଆପତ୍ତିଜନକ ଚିତ୍ରଣକୁ ନେଇ ଓକିଲ ଏବଂ ହିନ୍ଦୁ ଜନଜାଗୃତି ସମିତି କମ୍ପାନୀକୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ମୁମ୍ବାଇ ହାଇକୋର୍ଟର ତିନି ଜଣ ଓକିଲ ମୁମ୍ବାଇ…

ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ…

କଟକ: ଛାଡପତ୍ର ସତ୍ବେ ତୁଟୁନି ବିବାଦ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଅନୁଭବ ମହାନ୍ତି । ସୁପ୍ରିମକୋର୍ଟରେ ଅନୁଭବ ମହାନ୍ତି ଦାୟର କରିଥିବା ମାମଲାରେ ବର୍ଷା ପ୍ରିୟଦର୍ଶିନୀ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି ହୋଇଛି । ଆଜି ମାନ୍ୟବର ଜଷ୍ଟିସ…

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ: ହାଇ-ସିକ୍ୟୁରିଟି ଜୋନ୍‌ରେ ଥିବା ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୋଲିସ ନାକ ତଳୁ ଚନ୍ଦନ ଗଛ ଲୁଟ୍। ରାଜଧାନୀର ହାଇ-ସିକ୍ୟୁରିଟି ଜୋନରେ ଥିବା ଜୟଦେବ ଭବନ ପରିସରରୁ ଚନ୍ଦନ ଗଛ କାଟି ନେଇଛନ୍ତି ଦୁର୍ବୃତ୍ତ। ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ ଦୁର୍ବୃତ୍ତମାନେ କେମିତି ଏତେ ବଡ଼ କାଣ୍ଡ ଭିଆଇଲେ, ତାହା ଏବେ ବଡ଼ ସୃଷ୍ଟି କରିଛି ପ୍ରଶ୍ନବାଚୀ।…

ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୪୦ ଲକ୍ଷ ଟଙ୍କାର ସମ୍ପତି ଜଳି ପାଉଁଶ, ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ

ପୁରୀ: ବ୍ରହ୍ମଗିରି ବ୍ଲକ ରାଏବିଧାର ପଞ୍ଚାୟତ ଅନ୍ତର୍ଗତ ଧର୍ମକିର୍ତ୍ତୀ ଗ୍ରାମରେ ସଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ପ୍ରାୟ ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ସମ୍ପତି ଏବଂ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ…

ଇଭି ବନାମ ପେଟ୍ରୋଲ କାର: ଇଲେକ୍ଟ୍ରିକ୍ ଗାଡ଼ିରେ କ’ଣ ଅଧିକ ନିଆଁ ଲାଗିବାର ଭୟ ଥାଏ? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ଲୋକପ୍ରିୟତା ବୃଦ୍ଧି ପାଉଛି। କିନ୍ତୁ ଏହା ସହିତ ଏକ ବଡ଼ ପ୍ରଶ୍ନ ମଧ୍ୟ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ, ପେଟ୍ରୋଲ କିମ୍ବା ଡିଜେଲ କାର ତୁଳନାରେ ଇଭିରେ ନିଆଁ ଲାଗିବାର ଆଶଙ୍କା ଅଧିକ ରହିଛି କି? ସୋସିଆଲ ମିଡିଆରେ…