Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଇପିଏସ୍ ସ୍ତରରେ ଅଦଳବଦଳ; ଓଡ଼ିଶା ଜେଲ୍ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେଲ ବିଭାଗ ଡ଼ିଜି ସୁଶାନ୍ତ ନାଥଙ୍କ ବଦଳି ହୋଇଛି। ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କୁ ଏବେ ଗୃହ ବିଭାଗ ଓଏସ୍‌ଡ଼ି ଭାବେ ନିଯୁକ୍ତି…

ଟେରାକୋଟା ଓ କୁମ୍ଭାର ଶିଳ୍ପର ସମୃଦ୍ଧି ପାଇଁ ରାଜଧାନୀରେ ‘ମୃତ୍ତିକା- ୨୦୨୬’ ଆରମ୍ଭ

ଭୁବନେଶ୍ୱର: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬” ଆରମ୍ଭ ହୋଇଛି । ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରିଛନ୍ତି ହସ୍ତତନ୍ତ, ବୟନ ଓ…

INDIA BLOCK RALLY: ଗଣତନ୍ତ୍ରର ସୁରକ୍ଷା ପାଇଁ ରାମଲିଲା ମୈଦାନରେ ‘ଚଲ୍ଲୋ ଦିଲ୍ଲୀ’ ମହାରାଲି

ଦିଲ୍ଲୀ : ଦିଲ୍ଲୀ ରାମଲୀଲା ମୈଦାନରେ ‘ଚଲ୍ଲୋ ଦିଲ୍ଲୀ’ ମହାରାଲି । କେବଳ କଂଗ୍ରେସ କି ଇଣ୍ଡିଆ ମେଂଟର ନୁହେଁ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ଚାହୁଁଥିବା ସବୁ ଜନସାଧାରଣଙ୍କର ଏ ହେଉଛି ମହାରୋସର ରାଲି । ଆଗାମୀ ପୀଢିଙ୍କୁ ଆମ ଗଣତନ୍ତ୍ରର ସୁରକ୍ଷା ଓ ଗଣତନ୍ତ୍ରକୁ ବଂଚାଇ ରଖିବାର ଲକ୍ଷ ନେଇ…

ଖୋଲିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ଭ୍ରମଣ ପାଇଁ ଆଗୁଆ କରିବାକୁ ହେବ ଅନଲାଇନ୍ ବୁକିଂ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ଖୋଲି ଦିଆଯାଇଛି । ଏନେଇ ଆଜି ଖଇରୀ ନିବାସ ଠାରେ ବିଧିବଦ୍ଧ ଭାବେ ଶିମିଳିପାଳକୁ ପ୍ରବେଶ ପାଇଁ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।…

କ୍ୟାବିନେଟରୁ ଇସ୍ତଫା ଦେଲେ ୟୁଡିପି ସଭାପତି ମେଟବାହ ଲିଙ୍ଗଡୋ

ସିଲଙ୍ଗ: ମେଘାଳୟ ରାଜଧାନୀ ସିଲଙ୍ଗରେ ରାଜନୈତିକ ହଟଚମଟ । ୟୁନାଇଟେଡ୍ ଡେମୋକ୍ରାଟିକ୍ ପାଟି ର୍ର ସଭାପତି ତଥା ବିଦ୍ୟୁତ୍ ଓ ଜଳସମ୍ପଦ ମନ୍ତ୍ରୀ ମେଟବାହ ଲିଙ୍ଗଡୋ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ନିକଟରେ ଦଳର ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣ ଦଳ ଛାଡି ଚାଲିଯିବା ପରେ ସେ ଦଳରୁ ଇସ୍ତଫା…

ଘନୀଭୂତ ହେଉଛି ଅବପାତ; ନେଇପାରେ ବାତ୍ୟା ରୂପ…

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଅକ୍ଟୋବର ୩୧ ତାରିଖ ରାତି ୧୧:୩୦ (IST) ସୁଦ୍ଧା ଏହା ସେହି ଅଞ୍ଚଳରେ, ଅର୍ଥାତ୍ ୧୦.୯° ଉତ୍ତର…

ମିସନ ଅଲିଭ ରିଡଲେ; ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

ପାରାଦୀପ: ନଭେମ୍ବର ୧ ତାରିଖରୁ ଓଡ଼ିଶା ଉପକୂଳରେ 'ଅଲିଭ୍ ରିଡ୍‌ଲେ' ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ମାଛ ଧରିବା ଉପରେ କଟକଣା ଲାଗୁ ହେଉଛି। ସୂଚନା ଅନୁଯାୟୀ, ରାଜ୍ୟ ସରକାର ନଭେମ୍ବର ୧ ରୁ ମେ' ୩୧ ପର୍ଯ୍ୟନ୍ତ ଉପକୂଳଠାରୁ ୨୦ କିଲୋମିଟର ମଧ୍ୟରେ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗା…

ରାଜସ୍ଥାନ IAS-IPS ଦମ୍ପତିଙ୍କ ବେଆଇନ୍ ସମ୍ପତ୍ତି: ୩୬ଟି ଭିଲା ଏବଂ କୋଟି କୋଟି ଟଙ୍କାର କାରବାର ନେଇ ତଦନ୍ତ ଆରମ୍ଭ

ରାଜସ୍ଥାନର ବରିଷ୍ଠ IAS ଅଫିସର ଶିଖର ଅଗ୍ରୱାଲ (୧୯୯୩ ବ୍ୟାଚ୍) ଏବଂ ତାଙ୍କ IPS ପତ୍ନୀ ପ୍ରଶାଖା ମାଥୁର (୧୯୯୫ ବ୍ୟାଚ୍) ୩୬ଟି ଭିଲା ଓ କଟେଜ୍ କିଣା ମାମଲାରେ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଉଦୟପୁର ଏବଂ ଅଲୱାର ଭଳି ପ୍ରମୁଖ…

Lord Jagannath Land Recovered:ମହାପ୍ରଭୁଙ୍କ ୪୫୦ କୋଟି ଟଙ୍କାର ମୂଲ୍ୟବାନ ଜମି ଫେରିଲା

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଜମିକୁ ନେଇ ଆସିଛି ବଡ଼ ରାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ବଡ଼ ରାୟ ଦେଇଛନ୍ତି ରାଜସ୍ୱ ପର୍ଷଦ ଅଧୀନସ୍ଥ ଚକବନ୍ଦି ଆୟୁକ୍ତ । ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାରେ ଥିବା ୨୮.୮୪୦ ଏକର…

Ganjam District Collector:ଗ୍ରାଉଣ୍ଡରେ ଜିଲ୍ଲାପାଳ…ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାର କଲେ ତଦାରଖ; ନିଜେ…

ଛତ୍ରପୁର:ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣି କମୁଛି, ହେଲେ ଦୁର୍ଦ୍ଦଶା କମିବାର ନାଁ ଧରୁନି । ଜିଲାରେ ବନ୍ୟାଜଳ ଧୀରେ ଧୀରେ କମୁଥିବା ବେଳେ ଏବେ ବି ଅନେକ ଗାଁ ଜଳବନ୍ଦୀ ହୋଇ ରହିଛି। ତେଣୁ ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରନ୍ଧା…