Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସିପିଆର କେତେ ଲାଭଦାୟକ, ହୃଦଘାତ ସମୟରେ ସାହାଯ୍ୟ ଦିଏ କି?

ଆଜିକାଲି ଆମର ଭୁଲ ଅଭ୍ୟାସ ଯୋଗୁଁ ଅନେକ ବିପଜ୍ଜନକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଏବଂ ଛାତି ଯନ୍ତ୍ରଣା ଭଳି ମାମଲା ଅଧିକ ସାମ୍ନାକୁ ଆସିଛି। ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଯୁବକମାନେ ମଧ୍ୟ ଏହାର ଶିକାର ହେବାକୁ ଯାଉଛନ୍ତି। ଏଗୁଡ଼ିକ…

ରାଗ ଶୁଝାଇବେ ନା ଚୁପ୍ ରହିବେ ?

ଭୁବନେଶ୍ବର: ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ । ଗତକାଲି ରାଜ୍ୟ ସରକାର ସୁଜାତାଙ୍କର ଆଉ ୬ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହାପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ…

‘ହେବେ ଯଦି ମୁଖ୍ୟମନ୍ତ୍ରୀ ହେବେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି ସିନ୍ଦେ’

ମୁମ୍ବାଇ: ସରିଯାଇଛି ମହାରାଷ୍ଟ୍ର ନିର୍ବାଚନ । ହେଲେ ଏବେ ବି ମହାରାଷ୍ଟ୍ର ଭୋଟରଙ୍କ ସସପେନ୍ସ ସରିନି । କାହା ହାତକୁ ଯିବ ମହାରାଷ୍ଟ୍ର ଶାସନ? ସେନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ଦେବେନ୍ଦ୍ର ଫଡନାଭିସ୍ ନା ଏକନାଥ ସିନ୍ଦେ, କାହାକୁ ବାଛିବ ମେଣ୍ଟ । ଏହାକୁ ନେଇ କସରତ ଚାଲିଥିବା ବେଳେ…

ବିଧାୟକଙ୍କୁ ଆକ୍ରମଣ ଘଟଣା: ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

ଯାଜପୁର: ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାରେ ଜାମିନ ଶୁଣାଣି ସ୍ଥଗିତ । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ୧୦ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ତଦନ୍ତ ଭାର ନେଇଥିବା କ୍ରାଇମ ବ୍ରାଞ୍ଚଙ୍କୁ ସବିଶେଷ ତଥ୍ୟ ମାଗିଛନ୍ତି କୋର୍ଟ ।…

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଗଞ୍ଜାମ‌: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ…

ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ

ବରଗଡ଼: ରାତିରେ ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ । ବରଗଡ଼ ଅତାବିରା ଥାନା ଗୌଡ଼ଟିକ୍ରା ଏବଂ ସହରାଟିକ୍ରା ଗାଁରେ ଧାନଚୋରି କରୁଥିବା ୮ଜଣ ଦାନ ଚୋରଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ମାମଲାରେ ୮ ଧାନ ଚୋରଙ୍କୁ ଗିରଫ କଲା ପୋଲିସ। ଗାଁର ଜଣେ ଚାଷୀ ଖଳାରେ ଧାନ…

ଗୃହରେ ଗନ୍ଧମାର୍ଦ୍ଦନ ଝଡ: ମନ୍ତ୍ରୀ କହିଲେ, ପୂର୍ବ ସରକାର ଦେଇଥିଲେ, ଆମେ ଇଞ୍ଚିଏ ଦେବୁନି…

ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଏହାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଉଦବେଗ ପ୍ରକାଶ କରିଥିବା ବେଳେ କଡା ମନ୍ତବ୍ୟ ରଖିଛନ୍ତି…

ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ 

ନୂଆଦିଲ୍ଲୀ: ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନେଟ୍ ଜୈନଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ (ଡିଓଜି) ପକ୍ଷରୁ କୌଣସି ଲାଞ୍ଚ କିମ୍ବା ଦୁର୍ନୀତି ଅଭିଯୋଗ ଲଗାଯାଇନାହିଁ। ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏକ ବିବୃତ୍ତି ଜାରି କରି ଏନେଇ ସ୍ପଷ୍ଟ…

୧.୭୭ ଲକ୍ଷ ଭୂତ ଖାଉଛନ୍ତି ରାସନ

ଭୁବନେଶ୍ବର: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ । ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆହୋଇଆସୁଛି ରାସନ । ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି । ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ…