Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶପଥ ନେବେ ହେମନ୍ତ ସୋରେନ, ହେବେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ

ରାଞ୍ଚି: ପୁଣି ଥରେ ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଛି ଜେଏମଏମ । ଜେଲ ଯିବା ପରେ ମଧ୍ୟ ହେମନ୍ତ ସୋରେନଙ୍କ ଲୋକପ୍ରିୟତା କମିନି । ଏଥର ମଧ୍ୟ ଝାଡ଼ଖଣ୍ଡରେ ସରକାର ହେବାକୁ ଯାଉଛନ୍ତି ହେମନ୍ତ ସୋରେନ । ଆଜି ଲଗାତର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ । ଗତ ୨୪…

ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ଏହା ଦ୍ବାରା ପାଠପଢା ଢାଞ୍ଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିପାରିବେ। ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ପରେ…

୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ…

ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍‌ ଜୋନ୍‌’

ଭୁବନେଶ୍ଵର:୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା…

ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତିଷ୍ଠାତା ଲଳିତ ମୋଦି ଏକ ପୋଡକାଷ୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଅମ୍ପାୟର ମ୍ୟାଚ ଫିକ୍ସ କରୁଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନ ମ୍ୟାଚ ବେଳେ ଚେନ୍ନାଇର ଅମ୍ପାୟରଙ୍କୁ ନିୟୋଜିତ କରୁଥିଲେ ।…

ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଚାଲିଛି ଅଙ୍କକଷା । ପୁଣି ସିନ୍ଦେ ସରକାର ନା ଏଥର ଫଡନେଭିସଙ୍କ କାନ୍ଧକୁ ଯିବ ମହାରାଷ୍ଟ୍ର ଶାସନ ଭାର? ଏନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କିଛି ବଡ ଇସାରା ଦେଇଛନ୍ତି ଶିବସେନା ନେତା…

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବ ଡିଜି ସମ୍ମିଳନୀ । ନଭେମ୍ବର ୨୯ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଚାଲିବ ଏହି ଡିଜି ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡିଶା ଏଭଳି ସମ୍ମିଳନୀର ଆୟୋଜନ କରିବାକୁ ଯାଉଥିବା ବେଳେ ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ…

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା

ନୂଆଦିଲ୍ଲୀ: ବୁଧବାର ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଅଷ୍ଟ୍ରେଲିଆ ଏକ ପ୍ରମୁଖ ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆ ସଂସଦ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ଦିନ ଏକ ବିଲ୍ ଗୃହୀତ…

ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର: ଅଭିନେତ୍ରୀଙ୍କୁ ଜବାବ ତଲବ

ମୁମ୍ବାଇ: ଗତକିଛି ଦିନ ହେବ ନୟନତାରା-ଧନୁଷଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିଉଣ୍ଡ୍ ଦି ଫେରି ଟେଲ୍’ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହା ୧୮ ନଭେମ୍ବରରେ…

ହାସିନାଙ୍କ ଭଳି ଭାରତରେ ଶରଣ ନେଇ ପାରିବେ କି ଯେକୌଣସି ଦେଶର ନେତା?

ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରେ ଶେଖ ହସିନା ବାଂଲାଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ। ସେବେଠାରୁ ସେ ଏଠାରେ ରହୁଛନ୍ତି, ତିନି ମାସ ହେବ ସେ ନିଜ ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି। ଅଦ୍ୟାବଧି ସେ ଅନେକ ଦେଶରେ ରାଜନୈତିକ ଆଶ୍ରୟ ନେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେ ଏଥିରେ…