Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗତ ୩ ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ

ଭୁବନେଶ୍ୱର: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ମିଣିଷ ଲଢେଇ ଚରମ ସୀମାରେ ପହଞ୍ଚିଲାଣି । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ । ଏହା ସହିତ ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଏନେଇ ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ତଥ୍ୟ…

ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ବାତ୍ୟା ‘ଦାନା’ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା ଆନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ଟିମ୍ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍ ୨୪…

ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍ । ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ୍ ରେ ରତ୍ନଭଣ୍ଡାର ପାଇଁ ୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରେ ରତ୍ନଭଣ୍ଡାର ମରାମତି ଓ ରକ୍ଷଣାବେକ୍ଷଣ…

ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ବାନ୍ଧିଲା ପୋଲିସ

ଗଞ୍ଜାମ: ବେଆଇନ୍‌ ଭାବେ ଭାରୀଯାନ ଗୁଡ଼ିକଠାରୁ ଫାଇନ୍‌ ଆଦାୟ କରିବା ପଡିଲା ମହଙ୍ଗା । ୩ ଜଣ ଦଲାଲଙ୍କ ସମେତ ଗଞ୍ଜାମ ଏଆରଟିଓ ଓ ଜୁନିୟର୍ ଏମଭିଆଇଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶ- ଓଡ଼ିଶା ସୀମାନ୍ତ ୧୬ ନମ୍ୱର ଜାତୀୟ ରାଜପଥର ଗିରିଶୋଳାରେ । ଅଭିଯୋଗ…

ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଅସନ୍ତୋଷର ନିଆଁରେ ଜଳୁଛି ବାଂଲାଦେଶ । ଜୟ ଶ୍ରୀରାମ, ହର ହର ମହାଦେବ ନାରାରେ କମ୍ପୁଛି ରାସ୍ତାଘାଟ । ମଶାଲ ଶୋଭାଯାତ୍ରାରେ ହିନ୍ଦୁ ସମାଜ । ବାଂଲାଦେଶରୁ ଭାରତ, ଆମେରିକା ଯାଏଁ ଗୋଟିଏ ସ୍ବର, ଚିନ୍ମୟ ପ୍ରଭୁଙ୍କୁ ବଞ୍ଚାଅ । ସୋସିଆଲ୍ ମିଡିଆରେ ବି ଚିନ୍ମୟ ପ୍ରଭୁଙ୍କୁ…

କେବେ ବିବାହ କରିବେ ତମନ୍ନା-ବିଜୟ? ୱେଡିଂ ପ୍ଲାନକୁ ନେଇ ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡର ଲଭବାର୍ଡ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ପ୍ରାୟତଃ ଭଲ ସମୟ ଅତିବାହିତ କରୁଥିବା ନଜର ଆସେ। ପ୍ରାୟ ସମସ୍ତ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ଏବେ ପ୍ରଶଂସକମାନେ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ତେବେ ଏହି କପଲ ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଯୋଜନା…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେବେ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। କେବେ 'ସୁଭଦ୍ରା' ଆବେଦନର ଶେଷ ତାରିଖ ସେନେଇ ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ମାର୍ଚ୍ଚରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ…

ଗିରଫ ହେବେ କି ରାମ ଗୋପାଳ ବର୍ମା ? ନିର୍ଦ୍ଦେଶକଙ୍କ ଘରେ ପୋଲିସ…

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ଘରେ ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ରାମ ଗୋପାଳ ଭର୍ମାଙ୍କ ହାଇଦ୍ରାବାଦର ଥିବା ଘରେ ପହଞ୍ଚିଥିଲା। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ…

‘ନୈନ୍‌ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ଚର୍ଚ୍ଚାରେ ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ଫିଲ୍ମ ‘ବେବି ଜନ୍‌’। ଫିଲ୍ମରେ ଦିଲଜିତ ଦୋସାଞ୍ଜ ଗାଇଥିବା ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌ ପାଲଟିଛି। ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ‘ବେବି ଜନ’ର ଗୀତ ନୈନ ମଟକ୍କା ରିଲିଜ୍ ହେବା ପରେ…

ମଣିପୁରରେ ଏଏଫଏସପିଏ ବିବାଦ

ଇମ୍ଫାଲ: ମଣିପୁରରେ ପୁଣି ଥରେ ବଢିଯାଇଛି ଦୁଇ ଜାତି ମଧ୍ୟରେ ବିବାଦ। ମଣିପୁର ବିଧାନସଭାର ୧୦ ଜଣ ବିଧାୟକ ସମଗ୍ର ରାଜ୍ୟରେ ଏଏଫଏସପିଏ (AFSPA) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ମଣିପୁରର ଅନେକ ଅଞ୍ଚଳ ଏହି ନିୟମକୁ ବିରୋଧ କରି ନିଆଁରେ ଜଳୁଛି। ସୋମବାର ହଜାର ହଜାର ମହିଳା ଏହି…