Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗିରଫ ହେବେ କି ରାମ ଗୋପାଳ ବର୍ମା ? ନିର୍ଦ୍ଦେଶକଙ୍କ ଘରେ ପୋଲିସ…

ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ଘରେ ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ରାମ ଗୋପାଳ ଭର୍ମାଙ୍କ ହାଇଦ୍ରାବାଦର ଥିବା ଘରେ ପହଞ୍ଚିଥିଲା। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ…

‘ନୈନ୍‌ ମଟକ୍କା’ରେ ବରୁଣ-କିର୍ତ୍ତୀଙ୍କ ଦମଦାର କେମେଷ୍ଟ୍ରି, ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ଚର୍ଚ୍ଚାରେ ଅପ୍‌କମିଙ୍ଗ ଆକ୍ସନ୍‌-ଥ୍ରିଲର ଫିଲ୍ମ ‘ବେବି ଜନ୍‌’। ଫିଲ୍ମରେ ଦିଲଜିତ ଦୋସାଞ୍ଜ ଗାଇଥିବା ଗୀତ ‘ନୈନ୍‌ ମଟକ୍କା’ ସୋସିଆଲ ମିଡିଆ ସେନ୍‌ସେସନ୍‌ ପାଲଟିଛି। ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ‘ବେବି ଜନ’ର ଗୀତ ନୈନ ମଟକ୍କା ରିଲିଜ୍ ହେବା ପରେ…

ମଣିପୁରରେ ଏଏଫଏସପିଏ ବିବାଦ

ଇମ୍ଫାଲ: ମଣିପୁରରେ ପୁଣି ଥରେ ବଢିଯାଇଛି ଦୁଇ ଜାତି ମଧ୍ୟରେ ବିବାଦ। ମଣିପୁର ବିଧାନସଭାର ୧୦ ଜଣ ବିଧାୟକ ସମଗ୍ର ରାଜ୍ୟରେ ଏଏଫଏସପିଏ (AFSPA) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ମଣିପୁରର ଅନେକ ଅଞ୍ଚଳ ଏହି ନିୟମକୁ ବିରୋଧ କରି ନିଆଁରେ ଜଳୁଛି। ସୋମବାର ହଜାର ହଜାର ମହିଳା ଏହି…

ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !

ନୂଆଦିଲ୍ଲୀ: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ କାନ୍ଧରେ ବନ୍ଧୁକ ରଖି କ୍ଷମତାର ଅଙ୍କ କଷିଥିଲା ବିଜେପି । ହେଲେ ବିଜେପି ବନ୍ଧୁକରୁ ହୋଇଗଲା ମିସଫାୟାର । କେବଳ ଝାଡ଼ଖଣ୍ଡ ନୁହେଁ, ବିହାରରୁ ପଶ୍ଚିମବଙ୍ଗ ଯାଏଁ ଫେଲ୍ ମାରିଛି ବିଜେପିର ବିଭୀଷଣ ପଲିଟିକ୍ସ । ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ…

ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିଗଲେ ତିନି ଜଣ ଶ୍ରମିକ । ଏଭଳି ଘଟଣା ଘଟିଛି ଦିଲ୍ଲୀର ଗ୍ରେଟର ନୋଏଡାରେ । ମୃତକ ଶ୍ରମିକମାନେ ହେଲେ ମଥୁରାର ଗୁଲଫାମ (୨୩), ବିହାରର ମଜହର ଆଲାମ (୨୯) ଏବଂ ବିହାରର ଆରାରିଆ ଦିଲଶାଦ (୨୪) । ଶ୍ରମିକମାନେ ଶୋଇଥିବା ବେଳେ…

ଆସିଲା ତାରିଖ, ୨୦ରେ ରାଜ୍ୟସଭା ଉପନିର୍ବାଚନ

ନୂଆଦିଲ୍ଲୀ: ଆସିଲା ରାଜ୍ୟସଭା ନିର୍ବାଚନ ତାରିଖ l ଆସନ୍ତା ମାସରେ ପଡିବ ଭୋଟ l ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ l ୪ଟି ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ l ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର l ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ…

ଅଁଳା ଆଚାର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ?

ଶୀତଋତୁ ଆରମ୍ଭ ହୋଇଯାଇଛି ଏବଂ ତାଜା ଅଁଳାର ବିକ୍ରି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି । ଯଦିଓ ଅଁଳାକୁ ଶୀତଋତୁର ଫଳ କୁହାଯାଏ, କିନ୍ତୁ ଏହା ବଜାରରେ ଶୁଖିଲା, ପ୍ରକ୍ରିୟାକୃତ, ପାଉଡର କିମ୍ବା ଜୁସ୍ ଆକାରରେ ମିଳିଥାଏ । କିନ୍ତୁ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସମସ୍ତ ବିକଳ୍ପ ଅପେକ୍ଷା…

ଇମ୍ରାନ ସମର୍ଥକ ରାଲିରେ ହିଂସା: ୫ ମୃତ, ସୁଟ୍‌ ଆଟ୍‌ ସାଇଟ୍ ଅର୍ଡର ଜାରି

ଇସଲାମାବାଦ: ପାକିସ୍ତାନରେ ବଢିଚାଲିଛି ହିଂସା। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନଭେମ୍ବର ୧୩ ରେ ଏକ ବାର୍ତ୍ତାରେ ଇମ୍ରାନ୍ ଖାଁ ତାଙ୍କ ସମର୍ଥକମାନଙ୍କୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଥିଲେ।…

ବିସ୍ଫୋରଣରେ ଦୋହଲିଲା ରାପର୍‌ ବାଦଶାହଙ୍କ ନାଇଟ୍‌ କ୍ଲବ୍‌!

ମୁମ୍ବାଇ: ବିସ୍ଫୋରଣରେ ଦୋହଲିଲା ନାଇଟ୍‌ କ୍ଲବ୍‌। ସକାଳୁ ସକାଳୁ ଚଣ୍ଡିଗଡର ଦୁଇଟି ନାଇଟ୍‌ କ୍ଲବ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ନାଇଟ୍‌ କ୍ଲବ ଗୁଡିକ ବଲିଉଡ ସିଙ୍ଗର ତଥା ରାପର୍‌ ବାଦଶାହଙ୍କର ବୋଲି ଜଣାପଡିଛି। ସକାଳ ୨:୩୦ରୁ ୨:୪୫ ମଧ୍ୟରେ ଏହି ବିସ୍ଫୋରଣ ଘଟିଛି। ଚଣ୍ଡିଗଡର…

ସରକାରଙ୍କ ବଡ ଘୋଷଣା: ପ୍ୟାନ-୨.୦କୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପ୍ୟାନ-୨.୦କୁ ମିଳିଲା ଅନୁମୋଦନ। ଏଣିକି କ୍ୟୁଆର କୋର୍ଡ ସହ ଆସିବ ପାନ୍‌ କାର୍ଡ। ପାନ୍‌ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍। ବର୍ତ୍ତମାନର କାର୍ଡ ଗୁଡ଼ିକୁ ବିନା କୌଣସି ଦେୟରେ କ୍ୟୁଆର କୋର୍ଡ ସହ ଅପ୍‌ଗ୍ରେଡ୍ କରାଯିବ।…