Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଠିକ୍ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ । ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ…

ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ହୋଇଥିବା ୪୨ ତମ ସଂଶୋଧନ ଅନୁଯାୟୀ "ସମାଜବାଦୀ" ଏବଂ "ଧର୍ମନିରପେକ୍ଷ" ଶବ୍ଦକୁ ହଟାଇବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରଧାନ…

ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ ଗୋଟି ଚଳାଇଛନ୍ତି । ହଜାର ହଜାର ବୃଦ୍ଧବୃଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେଜ୍ରିୱାଲ । କେଜ୍ରିୱାଲ…

ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ଫେଲ୍

ବରଗଡ: ବରଗଡରେ ବଡ ଧରଣର ଡ଼କାୟତି ଉଦ୍ୟମ ବିଫଳ ହୋଇଛି । ଡକାୟତ ଗ୍ୟାଙ୍ଗକୁ କାବୁ କଲା ବରଗଡ଼ ଟାଉନ ଥାନା ପୋଲିସ । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୩୪ଟି ଯିବନ୍ତ ଗୁଳି, ୨ଟି ମୋଟର ସାଇକେଲ, ୭ଟି ମୋବାଇଲ ଫୋନ୍ ସମେତ ବିଭିନ୍ନ ବ୍ୟବହୃତ ସାମଗ୍ରୀ ଜବତ ସହ ୫ ଜଣଙ୍କୁ ଗିରଫ କରିଛି ବରଗଡ଼…

ରଣକ୍ଷେତ୍ରର ନାଁ ଯାଜପୁର !

ଯାଜପୁର: ବିରଜା ମନ୍ଦିର ପ୍ରକଳ୍ପ, ହାଟ ହେଉ କି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଗତ କିଛି ଦିନ ହେଲା ଯାଜପୁରରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ହେବାକୁ ଥିବା ୩ ଦିନିଆ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସମ୍ମିଳନୀରେ ହେବେ ସାମିଲ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୯ ତାରିଖରେ ମୋଦି…

କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହେବ ବିଧାନସଭାର…

ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ଆଣ୍ଡାମାନ ସାଗରରେ ଏକ ମାଛଧରା ଡଙ୍ଗାରୁ ପ୍ରାୟ ପାଞ୍ଚ ଟନ୍ ଡ୍ରଗ୍ସ ଜବତ କରିଛି । ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଆଜି ପର୍ଯ୍ୟନ୍ତ ଜବତ ହୋଇଥିବା ଡ୍ରଗ୍ସ ଭିତରେ ଏହା ହେଉଛି ସବୁଠାରୁ ବଡ ପରିମାଣର ବୋଲି କୁହାଯାଉଛି । ଏନେଇ କୋଷ୍ଟଗାର୍ଡ…

ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପାରେ, ଜାଣନ୍ତୁ ଏହା ପଛର ସତ୍ୟତା…

ଜଣେ ଦୃଷ୍ଟିହୀନ ବ୍ୟକ୍ତି ରଙ୍ଗ ଦେଖିପାରେ କି? ଯଦି ସେ ଦେଖିପାରିବେ ତେବେ ସେ କେଉଁ ରଙ୍ଗ ଦେଖିପାରିବେ? ବାସ୍ତବରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ରଙ୍ଗ ଦେଖିପାରେ କିମ୍ବା ଏକ ନିର୍ଦ୍ଦିଷ୍ଟ ଦୂରତାରେ ଧ୍ୟାନ ଦେଇପାରେ। ତଥାପି, ରଙ୍ଗର ତୀବ୍ରତା ହ୍ରାସ ହୋଇପାରେ କିମ୍ବା ସଂପୂର୍ଣ୍ଣ…

ଚେନ୍ ଚୋରି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଶେଷରେ ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଲବଣଗିରିରେ ଜଣେ ମହିଳାଙ୍କ ବେକରୁ ଚେନ୍ ଟାଣି ନେବା ବେଳେ ଗାଡିରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଘଟଣାର ଅଭିଯୁକ୍ତକୁ ଶେଷରେ ଗିରଫ କରିଛି ପୋଲିସ୍ । ପାଖାପାଖି ୪୦୦ ସିସିଟିଭି ଦେଖି ଯାଞ୍ଚ କରିବା ପରେ ଅଭିଯୁକ୍ତର ପତ୍ତା ମିଳିଥିଲା…