Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସମ୍ବଲପୁର ହାତୀ ମୃତ୍ୟୁ ଘଟଣା; କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଏହି ଘଟଣାରେ ଡିଏଫଓଙ୍କୁ ତାଗିଦ କରାଯାଇଛି । ସେ ଡ୍ୟୁଟିରେ ଅବହେଳା କରିଥିବା କାରଣରୁ ତାଙ୍କୁ ଟ୍ରାନ୍ସଫର କରିବା ପାଇଁ ବିଭାଗ ପକ୍ଷରୁ…

ସିନ୍ଦେ, ଫଡନାଭିସ ନା ଆଉ କିଏ?

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ସବୁଠୁ ବଡ ପ୍ରଶ୍ନ, କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ବିଜେପି ରାଜ୍ୟରେ ଏଥର ଆହୁରି ମଜବୁତ ହୋଇଛି । ମେଣ୍ଟରେ ବିଜେପି ସବୁଠୁ ବଡ ଦଳ ହୋଇଥିବାରୁ ସିଏମ୍ ପଦ ପାଇଁ ସବୁଠୁ ବଡ ଦାବେଦାର ରହିଛି। ଶିବସେନା ପାଖରେ ବିଜେପି ତୁଳନାରେ…

ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ: ପର୍ଥ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ୨୯୫ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଐତିହାସିକ ବିଜୟର ସ୍ବାଦ ଚଖାଇଲେ ଟିମ୍ ଇଣ୍ଡିଆ । ତେବେ ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆଠାରୁ ୧-୦ରେ ଆଗୁଆ ରହି ୫ ଟେଷ୍ଟ ସିରିଜ ବିଶିଷ୍ଟ ଟେଷ୍ଟ ସିରିଜର…

ମଙ୍ଗଳ ଗ୍ରହରେ ଜଳ ବିନା ଜୀବନ ସମ୍ଭବ କି? କ’ଣ କହୁଛି ବିଜ୍ଞାନ…

ଗତ କିଛି ବର୍ଷ ମଧ୍ୟରେ, ମଙ୍ଗଳ ଗ୍ରହରେ ଜଳର ଉପସ୍ଥିତି ଯୋଗୁଁ ଏହି ପ୍ରଶ୍ନ ଆହୁରି ଅଧିକ ପ୍ରତିଷ୍ଠିତ ହୋଇପାରିଛି। କିନ୍ତୁ ଜଳ ବିନା ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି? ବିଜ୍ଞାନ ଆଧାରରେ ଏହି ପ୍ରଶ୍ନର ଉତ୍ତର ଜାଣିବା... ମଙ୍ଗଳ ଆମର ସୌର ଜଗତର ଚତୁର୍ଥ ଗ୍ରହ ଏବଂ ଏହାକୁ ରେଡ୍ ପ୍ଲାନେଟ୍…

କେଉଁ ପଶୁର କ୍ଷୀର ଅଧିକ ସ୍ୱାସ୍ଥ୍ୟକର, କାହିଁକି ପାଳନ ହୁଏ ଦୁଗ୍ଧ ଦିବସ ଜାଣନ୍ତୁ…

ନୂଆଦିଲ୍ଲୀ: ପିଲାମାନଙ୍କଠୁ ବୃଦ୍ଧ ପର୍ଯ୍ୟନ୍ତ, ପ୍ରାୟ ସବୁ ବୟସର ଲୋକଙ୍କ ଜୀବନରେ କ୍ଷୀର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବେ ବିବେଚିତ ହୋଇଛି। ଜୀବନ ଆରମ୍ଭରୁ ଆମ ଜୀବନରେ କ୍ଷୀର ମୁଖ୍ୟ ଭୂମିକା ଗ୍ରହଣ କରିଛି । କ୍ଷୀର ହେଉଛି ଏକ ପୁଷ୍ଟିକର ଖାଦ୍ୟ ଯାହା ସବୁ ବୟସର ଲୋକମାନେ ସେମାନଙ୍କ…

ଡିସେମ୍ବରରେ ସରିବ ସୁଭଦ୍ରା ପ୍ରଥମ କିସ୍ତି, ଉପକୃତ ହେଲେଣି ୮୦ ଲକ୍ଷ ମହିଳା

ଭୁବନେଶ୍ବର: ଡିସେମ୍ବରରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା ସହାୟତାର ପ୍ରଥମ କିସ୍ତିର ଏହାର ହେବ ଶେଷ ପର୍ଯ୍ୟାୟ । ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି…

୯ ଜିଲ୍ଲାରେ ଗଞ୍ଜେଇ ଚାଷ, ୨୪ ଦିନରେ ନଷ୍ଟ ହେଲାଣି ୨୩୭୫ ଏକର ଜମି

ଭୁବନେଶ୍ବର: ରାଜ୍ୟର ମୁଖ୍ୟତଃ ୯ଟି ଜିଲ୍ଲା ଗଞ୍ଜେଇ ଚାଷର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ…

କାଲିଠୁ ବିଧାନସଭା, ସର୍ବଦଳୀୟ ବୈଠକରେ ସାମିଲ ହେଲେ ସବୁ ଦଳ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ…

‘ଯାହାଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ସଂସଦ କାମରେ ବାଧା ସୃଷ୍ଟି କରୁଛନ୍ତି’

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ୧୮ ତମ ସଂସଦର ଶୀତକାଳୀନ ଅଧିବେଶନ । ଯାହା ଆସନ୍ତା ଡିସେମ୍ବର ୨୦ ଯାଏଁ ଚାଲିବ । ଅଧିବେଶନ ଆରମ୍ଭରୁ ହିଁ ଦିବଙ୍ଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାପରେ ବିରୋଧୀଙ୍କ ହଙ୍ଗାମା କାରଣରୁ ୧୨ଟା ଯାଏଁ ଗୃହକୁ…

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଦଲାଲ ଦମ୍ପତି ଗିରଫ

କଟକ: ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇ ଜଣ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଦୁଇ ଜଣ କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ କୋରୁଁଅ ଅଞ୍ଚଳର ସ୍ୱାମୀ ଓ ସ୍ତ୍ରୀ।…