Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୟଙ୍କର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ; ବଦଳିଲା କର୍ମଚାରୀଙ୍କ ଅଫିସ୍ ସମୟ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ର ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ୪୦୦ ଅତିକ୍ରମ କରିଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏନସିଆରରେ ଗ୍ରୁପ୍-୪ ପ୍ରତିବନ୍ଧକ ଲାଗୁ ହୋଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ଦିଲ୍ଲୀ ଏନସିଆରର କେନ୍ଦ୍ରୀୟ…

ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୩୦୦ କୋଟି ଟଙ୍କାର ଯୋଜନା ଆରମ୍ଭ ହୋଇଛି । ବିଶ୍ୱ ମତ୍ସ୍ୟ ଦିବସରେ ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ…

ଭଦ୍ରକ ବନ୍ଧଗାଁ ପୂର୍ବତନ ସରପଞ୍ଚ ହତ୍ୟା ଘଟଣା: ୪ ଗିରଫ

ଭଦ୍ରକ: ଜିଲ୍ଲା ବନ୍ଧଗାଁ ପଞ୍ଚାୟତର ବହୁ ଚର୍ଚ୍ଚିତ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ ହତ୍ୟା ଘଟଣାର ୯ ଦିନ ପରେ ଆଜି ପର୍ଦ୍ଦାଫାସ୍‌ କରିଛି ପୋଲିସ । ବ୍ୟବସାୟିକ ଶତୃତାକୁ ନେଇ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ…

ଅକ୍ଷୟ ଶକ୍ତି ଆପଣାଇବା ପାଇଁ ବାଲିଯାତ୍ରାରେ ସଚେତନତା ସୃଷ୍ଟି କରୁଛି ଗ୍ରୀଡ଼କୋ

କଟକ: ଚଳିତ ବର୍ଷ କଟକ ବାଲିଯାତ୍ରାରେ ରାଜ୍ୟ ଅକ୍ଷୟ ଶକ୍ତି ପ୍ରମୁଖ ସଂସ୍ଥା ବା ରିନ୍ୟୁଏବଲ ଏନର୍ଜି ନୋଡାଲ ଏଜେନ୍ସି ଗ୍ରିଡକୋ ପକ୍ଷରୁ ଏକ ପାଭିଲିଅନ ସ୍ଥାପନ କରାଯାଇଛି । ଏହି ପାଭିଲିଅନରେ ଅକ୍ଷୟ ଶକ୍ତିକୁ କିଭଳି ସମସ୍ତେ ଖୁବଶୀଘ୍ର ଆପଣାଇପାରିବେ, ସେ ସମ୍ପର୍କରେ ବ୍ୟାପକ ସଚେତନତା…

ଶୀତରେ ଗାଧୋଇବାକୁ ମନା କରିବା ମଧ୍ୟ ଏକ ରୋଗର ଲକ୍ଷଣ, ଜାଣନ୍ତୁ ଏହାର ପ୍ରତିକାର..

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ କିଛି ଲୋକ ଗାଧୋଇବାକୁ ଅନିଚ୍ଛା ପ୍ରକାଶ କରନ୍ତି । ଏହା ଉପରେ ଲୋକମାନେ ବିଶ୍ବାସ କରନ୍ତି ଯେ ବୋଧହୁଏ ପାଣି ଥଣ୍ଡା, ସେଥିପାଇଁ ଲୋକମାନେ ଗାଧୋଇବା ଠାରୁ ଦୂରେଇ ରୁହନ୍ତି । ଗାଧୋଇବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ, କାରଣ…

ମଦ ଦୁର୍ନୀତି ମାମଲା; କେଜରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ପ୍ରସଙ୍ଗରେ ଜଡିତ ମନି ଲଣ୍ଡରିଂ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଥିବା ଶୁଣାଣି ସ୍ଥଗିତ ରଖିବାକୁ ଦିଲ୍ଲୀ ହାଇକୋର୍ଟ ମନା…

କଟିଲେ ୫ କୋଟିରୁ ଅଧିକ ଭୂତ ରାସନ୍ ହିତାଧିକାରୀ

ନୂଆଦିଲ୍ଲୀ: ଡିଜିଟାଇଜେସନ୍ ବା ଇ-କେଓ୍ବାଇସି ଭରା ହେବା ପରେ ଅନେକ ଲୋକ ରାସନ୍ କାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଅଭିଯାନ ଜରିଆରେ ୫ କୋଟି ୮ ଲକ୍ଷ ଭୂତ ହିତାଧିକାରୀ ଠାବ ହୋଇଛନ୍ତି । ଏନେଇ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ଦଳର ଦମ୍ଭୋକ୍ତି ଭାଙ୍ଗିଲେ ବଦ୍ରି, କହିଲେ..ଅବାସ୍ତବ କଥା

ଭୁବନେଶ୍ବର: ପୁଣି ସରକାରକୁ ଫେରିବା ପାଇଁ ବିଜେଡିର ନେତାମାନେ ମନରେ ଆଶା ଜମାଉଥିବା ବେଳେ ଏହାକୁ ପାଣିଫୋଟକା ଭଳି ମିଳାଇ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର । କହିଛନ୍ତି, ବିଜେଡି ବିରୋଧୀ ହୋଇସାରିଛି । ୫ ବର୍ଷ ପର୍ଯ୍ୟନ୍ତ ଏଥିରେ କିଛି ପରିବର୍ତ୍ତନ ନାହିଁ ।…

ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଶ୍ରୀନଗର: ଆତଙ୍କବାଦୀ ଅନୁପ୍ରବେଶ ମାମଲାର ଯାଞ୍ଚ ସଂପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଜମ୍ମୁ ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରିଛି। ରେସି, ଉଧମପୁର ଏବଂ ରାମବନ୍ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ…