Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆତଙ୍କବାଦୀ ଛାନିଆ: ଏକାଧିକ ସ୍ଥାନରେ ଏନଆଇଏର ଚଢାଉ

ଶ୍ରୀନଗର: ଆତଙ୍କବାଦୀ ଅନୁପ୍ରବେଶ ମାମଲାର ଯାଞ୍ଚ ସଂପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଜମ୍ମୁ ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରିଛି। ରେସି, ଉଧମପୁର ଏବଂ ରାମବନ୍ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ଜାମ୍ମୁ କାଶ୍ମୀରରେ…

ହିଂମାଶୁଙ୍କ ସାଂଘାତିକ ଅଭିଯୋଗ, ବବିଙ୍କ କଥାରେ…

ଭୁବନେଶ୍ବର: ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଗତକାଲି ରାତିରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସର ୩ଟି ଟିମ୍ ଗଠନ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି ।  ଆକ୍ରମଣକୁ ନେଇ…

ସମୁଦ୍ରରେ ପାଟ୍ରୋଲିଂ ସମୟରେ ବନବିଭାଗର ଟ୍ରଲର ଚାଳକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା କାରଣରୁ ସେଠାରେ ଟଳିପଡିଲେ ବନକର୍ମଚାରୀ । ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି (୫୬)।…

‘ଓଡିଶାର ସର୍ଦ୍ଦାର ପଟେଲ ଥିଲେ ମହତାବ’

ନୂଆଦିଲ୍ଲୀ: ଆଜି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜୟନ୍ତୀ ଅବସରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

ସାଇବର ଠକେଇ ମାମଲାରେ ବଡ଼ ଆକ୍ସନ: ୧୭ ହଜାର ହ୍ୱାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟ ଓ ସାଇବର୍‌ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଡିଜିଟାଲ ଗିରଫ ଠକେଇ ଉପରେ କଟକଣା ଜାରି କରି ଗୃହ ମନ୍ତ୍ରଣାଳୟ (MHA) ୧୭ ହଜାରରୁ ଅଧିକ ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ କରିଛି। ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍…

କୃତ୍ରିମ ବର୍ଷା କ’ଣ, ଏଥିପାଇଁ କେତେ ଖର୍ଚ୍ଚ ହୁଏ? ଜାଣନ୍ତୁ ଏହାର ପର୍ଯ୍ୟାୟ…

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀକୁ ଏକ ଗ୍ୟାସ ଚାମ୍ବର କୁହାଯାଉଛି। ଏହା କହିବା ଭୁଲ ନୁହେଁ। କାରଣ ରାଜଧାନୀରେ ବାୟୁର ଗୁଣବତ୍ତା ସାଙ୍ଘାତିକ ହେବାରେ ଲାଗିଛି। ମଙ୍ଗଳବାର ସକାଳ ୭ ଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୫୦୦ରୁ ଅଧିକ ରେକର୍ଡ କରାଯାଇଛି। ଦିଲ୍ଲୀର…

ନେଟଫ୍ଲିକ୍ସ, ଜିଓ ସିନେମାକୁ ଟକ୍କର ଦେବ ପ୍ରସାର ଭାରତୀ ‘ଓ୍ବେଭ୍ସ’

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପବ୍ଲିକ୍ ସର୍ଭିସ ବ୍ରୋଡକାଷ୍ଟର ପ୍ରସାର ଭାରତୀ ଏବେ ନିଜସ୍ୱ ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜିଓ ସିନେମା ଏବଂ ହଟ୍‌ଷ୍ଟାର ଭଳି ଏବେ ପ୍ରସାର ଭାରତୀ ନିଜର ଓଟିଟି ପ୍ଲାଟଫର୍ମ ‘ଓ୍ବେଭ୍ସ’ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ…

କେଉଁଠାରେ ବିକ୍ରି ହୁଏ ମାଆ କ୍ଷୀର, କାହିଁକି ରହିଛି ବ୍ରେଷ୍ଟ ମିଲ୍କର ଚାହିଦା ?

ନୂଆଦିଲ୍ଲୀ: ମାଆ କ୍ଷୀର ପ୍ରତି ଶିଶୁ ପାଇଁ ବହୁତ ପୁଷ୍ଟିକର ଖାଦ୍ୟ। ନବଜାତ କିମ୍ବା ଛୋଟ ପିଲା ମାଆ କ୍ଷୀର ପିଇଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ। ସଂକ୍ରମଣ ହେବାର ବିପଦ କମ ହୋଇଥାଏ ଏବଂ ଶିଶୁର ଶାରୀରିକ ବୃଦ୍ଧି ମଧ୍ୟ ଘଟିଥାଏ। ଗତ କିଛି ଦଶନ୍ଧିରେ ଦେଶ ଦୁନିଆରେ…

ଆମେରିକାରେ ଗୌତମ ଆଦାନୀଙ୍କୁ ଗିରଫ ୱାରେଣ୍ଟ ଜାରି, କିନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଆମେରିକାରେ ଲାଗିଛି ବଡ ଝଟ୍‌କା। ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଧୋକା ଦେଇିଥିବା ଅଭିଯୋଗ ଆସିଛି। ଆମେରିକାରେ ତାଙ୍କ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ…

ଏଥର ଅଙ୍ଗନବାଡି କର୍ମୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ରାଶି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ପାଖାପାଖି ୨୦ ଲକ୍ଷ ମହିଳାକୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି,…