Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟାଇଗର ରିଜର୍ଭରୁ ୪ ଦନ୍ତାଙ୍କ ମୃତଦେହ ଠାବ, ୫ ହାତୀ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ଦନ୍ତା ହାତୀଙ୍କର ମୃତଦେହ ଠାବ ହୋଇଛି। ସେହିପରି ୫ ହାତୀ ଗୁରୁତର ହୋଇଥିବା ସୂଚନା ରହିଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ କେତେକ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଖବର…

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ; ମିସ୍ତ୍ରୀଙ୍କ ଉପରକୁ ଏସିଡ୍ ମାଡ

ବାଲେଶ୍ବର: କଥା କଟାକଟିରୁ ଦୋକାନୀଙ୍କ ଉପରକୁ ଏସିଡ୍‌ ମାଡ ହୋଇଛି । ଏଥିରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରରେ । ଖବର ମୁାତବକ, ଗତ…

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବରୀ : ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳରେ ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ…

୧୯ ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ, ଜେଏସଡବ୍ଲ୍ୟୁ ସହ ବୁଝାମଣା

ଭୁବନେଶ୍ବର: ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୁଣି ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ପସ୍କୋ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ,…

ଗର୍ଭବତୀ କର୍ମଚାରୀଙ୍କୁ ମେଡ଼ିକାଲ ନ ଛାଡିବା ପ୍ରସଙ୍ଗ: ତ୍ୱରିତ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହୋଇଛି। ଏହି ଘଟଣାରେ ଆଜି  ଉପମୁଖ୍ୟମନ୍ତ୍ରୀ…

ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ: ନଇମ କାସିମ ହେଲେ ନୂଆ କମାଣ୍ଡର

ବେରୁତ : ଇସ୍ରାଏଲକୁ ଜୋରଦାର ଟାର୍ଗେଟ କରିବ ହିଜବୁଲ୍ଲା। ଚିଫ ନସରଲ୍ଲାଙ୍କ ହତ୍ୟାର ନେବ ପ୍ରତିଶୋଧ। ମୁଖିଆ ନସରଲ୍ଲାଙ୍କ ମୃତ୍ୟୁ ପରେ ଏବେ ନୂଆ କମାଣ୍ଡର ହୋଇଛନ୍ତି ନଇମ କାସିମ। ସେପ୍ଟେମ୍ୱର ୨୭ ତାରିଖରେ ନସରୁଲ୍ଲାଙ୍କୁ ବେରୁତରେ ଇସ୍ରାଏଲ  ମାରିଥିଲା। ନଇମ କାସିମଙ୍କୁ ଶୁରା କାଉନ୍ସିଲ…

ଆଜି ମଧ୍ୟରାତ୍ରୀରୁ କମିବ ପେଟ୍ରୋଲ ଓ ଡିଜେଲ ଦର! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଆଜି ମଧ୍ୟରାତ୍ରୀରୁ ସାରା ଦେଶ ତଥା ରାଜ୍ୟର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ୍ ଦର କମିପାରେ। ଓଡ଼ିଶାରେ ନଅଟି ସ୍ଥାନରେ କମିବା ନେଇ ପ୍ରାଥମିକ ସୂଚନା ରହିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଏଭଳି ସଙ୍କେତ ଦେଇଛନ୍ତି।…

ବାହାନଗା ରେଳ ଦୁର୍ଘଟଣା:୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ:  ବାହାନଗା ଟ୍ରେନ୍ ଟ୍ରାଜେଡି କେସର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଜାମିନ ମିଳିଛି। ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନମିଳିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ଭାବରେ…

ମନ ମୋହୁଛି ମୃତ୍ତିକା ପ୍ରଦର୍ଶନୀ, ସଜେଇ ହୋଇଛି ବିଭିନ୍ନ ରଙ୍ଗୀନ ମାଟି ସାମଗ୍ରୀ

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡେ ଉତ୍ସବର ମହୋଲ। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଟେରାକୋଟାର ସମ୍ଭାର । ମାଟି ନିର୍ମିତ ଭଳିକି ଭଳି ସାମଗ୍ରୀ ଦେଖିବାକୁ ବେଶ ମନଲୋଭା ହୋଇଛି। ଦେଖିବା ମାତ୍ରେ ଆପଣ ଏହାକୁ…

ରାଷ୍ଟ୍ରପତି ଭବନରେ ସ୍ଥାପିତ ହେଲା କୋଣାର୍କ ଚକର ୪ଟି ପ୍ରତିକୃତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ ରଖାଯାଇଛି।…