Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀଙ୍କ ବଡ ସୂଚନା

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ । ଏହାର ନାମ ରହିଛି ‘ଦେବାଳୟ ଯୋଜନା’। ଯୋଜନା ସମ୍ପର୍କରେ…

ଭାରତରେ ନିର୍ମାଣ ହେବ ଅତ୍ୟାଧୁନିକ ଯୁଦ୍ଧ ବିମାନ, ପ୍ରତିକୂଳ ପାଣିପାଗରେ ଉଡ଼ିପାରିବ C-295

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ମିଳିତ ଭାବେ ଭାରତର ସାମରିକ ବିମାନ ପାଇଁ ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ ଉଦଘାଟିତ ହୋଇଛି। ଗୁଜରାଟର ଭଦୋଦରାର ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ଉଦଘାଟନ…

ୟୁଟୁବ୍ ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ: ପୂର୍ବ ଦିନ ବିଦାୟ ଭିଡିଓ ପୋଷ୍ଟ, ପରଦିନ ସକାଳୁ ମିଳିଲା ମୃତଦେହ

ଥିରୁବନନ୍ତମପୁରମ: କେରଳ ପ୍ରସିଦ୍ଧ ୟୁଟୁବର ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ପୂର୍ବଦିନ ୟୁଟୁବରେ ନିଜର ଫଟୋ ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ତା ପରଦିନ ସକାଳୁ ଘର ଭିତରୁ ମିଳିଲା ସ୍ବାମୀସ୍ତ୍ରୀଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଇଥିବା ବେଳେ ଏନେଇ ଅଧିକ…

ତିରୁପତି ଇସ୍କନ୍ ମନ୍ଦିରକୁ ବୋମା ଧମକ

ତିରୁପତି: ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବାରେ ଲାଗିଛି ୲ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କିଛି ହୋଟେଲକୁ ଧମକ ମିଳିବାର ୩ ଦିନ ମଧ୍ଯରେ ତିରୁପତିର ଇସ୍କନ୍ ମନ୍ଦିରକୁ ଧମକ ମିଳିଛି। ଧମକ ମିଳିବା ମାତ୍ରେ ମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣରେ ଅଗ୍ନିଶମ ବାହିନୀ,…

କାଲି ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସାରା ଭାରତରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ୨.୦ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାକୁ ଭର୍ଚ୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିବେ । ଏହା ପରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଏକକ କାର୍ଡରେ ସୁବିଧା…

ଇସ୍କନ ଭକ୍ତଙ୍କୁ ସିଂହଦ୍ୱାର ମନା ଚେତାବନୀ ଦେଲେ ଜଗନ୍ନାଥ ପ୍ରେମୀ

ପୁରୀ: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ । ଆମେରିକାର ହ୍ୟୁଷ୍ଟନ ଇସ୍କନ ଶାଖାକୁ ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ । ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ୯ ତାରିଖରେ ରଥଯାତ୍ରା କରିବାକୁ ହ୍ୟୁଷ୍ଟନ ଶାଖା ୱେବ୍ ସାଇଟ୍ ରେ ସୂଚନା ମିଳିବା ପରେ ଏହାକୁ ରୋକିବା ପାଇଁ…

ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ିଗଲେ ୨୮ ବାରହା

କେନ୍ଦୁଝର: ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗାଁସ୍ଥିତ ଘଟିଛି ଅଭାବନୀୟ ଘଟଣା। ଏହି ଗାଁର କିଷାନ ସାହିର ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୨୮ରୁ ଉର୍ଦ୍ଧ ଜଙ୍ଗଲୀ ବାରାହା। ଖବର ପାଇ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି। ଖାଦ୍ୟ…

ପୁଣି ଖାତାକୁ ଚଢିବ ସୁଭଦ୍ରା କିସ୍ତି, ଜାଣନ୍ତୁ କ’ଣ କରିବେ ଯଦି ଏପର୍ଯ୍ୟନ୍ତ ପାଇନାହାନ୍ତି….

ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା । ତେବେ କ’ଣ ଆପଣ ଆବେଦନ କରିଥିଲେ ବି…

ପୁଣି ଫେରୁଛି ପଥୋତ୍ସବ, ଆହୁରି ମଜାଦାର ହେବ ଶୀତୁଆ ସକାଳ

ଭୁବନେଶ୍ୱର: ଏଥର ଶୀତୁଆ ସକାଳର ଖୁବ ମଜା ନେବେ ରାଜଧାନୀବାସୀ । ଖୁବଶୀଘ୍ର ରାଜଧାନୀକୁ ଫେରୁଛି ସମସ୍ତଙ୍କର ପ୍ରିୟ ପଥୋତ୍ସବ । କୁହୁଡି ସକାଳ ସହ କଅଁଳ ଖରାରେ ଜମିବ ପଥୋତ୍ସବ । ତେବେ ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ…

ମୁଖ୍ୟମନ୍ତ୍ରୀଙ୍କ ତେରଛା ଆକ୍ରମଣ, ନିଶାନାରେ ପୂର୍ବ ସରକାର

ଭୁବନେଶ୍ବର: ଦୁର୍ନୀତି କଥା ଆସିଲେ ନୂଆ ସରକାର ଶୂନ୍ୟ ସହନଶୀଳତା ପାଇଁ ପ୍ରତିଶ୍ରୁତି ବଦ୍ଧ । ସରକାରୀ ବାବୁମାନେ ପୂର୍ବ ସରକାରରେ ଦୁର୍ନୀତିଖୋର ହୋଇଯାଇଥିଲେ । ସବୁ ଦୁର୍ନୀତି ଟଙ୍କାରେ କାହା ସରକାର ଚାଲିଥିଲା ତାହା ସମସ୍ତେ ଜାଣନ୍ତି ବୋଲି କହି ପୂର୍ବ ସରକାରଙ୍କୁ କଟାକ୍ଷ କରିଛନ୍ତି…