Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର: ଆପାର୍ଟମେଣ୍ଟଗୁଡ଼ିକରେ ଚୋରି ରୋକିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ୍‌ । କଟକ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ମାନଙ୍କରେ ଲାଗିବ IP କ୍ୟାମେରା। ଏହି କ୍ୟାମେରା ଲଗାଇବା ପାଇଁ ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା କଲ୍ୟାଣ ସଂଘଗୁଡ଼ିକୁ…

ଜିଓଟ୍ୟାଗିଂ ପରେ ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ କ୍ଷତିପୂରଣ ଦିଆଯିବ । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ନୂଆ ନିୟମରେ ମିଳିବ କ୍ଷତିପୂରଣ।  ଜିଓଟ୍ୟାଗିଂ କରି ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି…

ଶିବାନୀଙ୍କୁ ବଡ ପୁରସ୍କାର, ମିଳିଲା ଅବାସ ଘର

ରାଜନଗର: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ  ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ । କାନ୍ଧ କରି ବାତ୍ୟା ସମୟରେ ବୋହିଥିଲେ ବୃଦ୍ଧ ଆଉ ବୃଦ୍ଧା ମାନଙ୍କୁ। କରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ।  ଏବେ ଶିବାନୀଙ୍କୁ ସାହା  ହୋଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଆଜି…

ଲକ୍ଷ୍ନୌର ଭିକାରୀ ମାନେ ଲକ୍ଷପତି, ଜାଣନ୍ତୁ ଦିନକୁ କେତେ କରନ୍ତି ରୋଜଗାର

ଲକ୍ଷ୍ନୌ: ଆପଣ ମାନେ ଛକ, ବସ୍ କିମ୍ବା ଟ୍ରେନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଛୋଟ ପିଲା ଓ ଶିଶୁଙ୍କୁ ନିଜ କୋଳରେ ଧରି ମହିଳାମାନେ ଭିକ ମାଗୁଥିବାର ବହୁବାର ଦେଖିଥିବେ। ଏଭଳି ପରିସ୍ଥିତିରେ ଲୋକମାନେ ଦୟାପରବଶ ହୋଇ ଦାନରେ ଟଙ୍କା ଦେଇ ଦିଅନ୍ତି। ତେବେ ୟୁପିର ରାଜଧାନୀ ଲକ୍ଷ୍ନୌରେ କରାଯାଇଥିବା…

ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ନିର୍ମାଣ କରିବ ସାଉଦି ଆରବ, ଫଟୋ ଭାଇରାଲ

ରିୟାଦ: ସାଉଦି ଆରବ ରାଜଧାନୀ ରିୟାଦରେ ୪୦୦ ମିଟର କ୍ୟୁବର ଐତିହାସିକ ବିଲ୍ଡିଂ 'ଦ ମୁକାବ'ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ବିଲଡିଂ ଦୁନିଆର ସବୁଠୁ ବଡ କୋଠା ହେବ। ଏହି ଗଗନଚୁମ୍ବୀ ବିଲ୍ଡିଂ ୨୦ ଲକ୍ଷ ବର୍ଗ ମିଟରର ଏକ ବିଶାଳ ଅଞ୍ଚଳରେ…

ପ୍ରିୟଙ୍କାଙ୍କ ପାଇଁ ‘ଓ୍ବାଏନାଡ’ ଚ୍ୟାଲେଞ୍ଜ

ଓ୍ବାଏନାଡ: ଓ୍ବାଏନାଡରୁ ନିର୍ବାଚନ ମଇଦାନରେ ଡେବ୍ୟୁ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ। ତାଙ୍କ ଆଗରେ ଭାଇ ରାହୁଲ ଗାନ୍ଧୀଙ୍କ ସିଟରୁ ବିଜୟର ପ୍ରଥମ ଇନିଂସ ଖେଳିବାର ବଡ ଚ୍ୟାଲେଞ୍ଜ ରହିଛି । ୧୯୯୯ରୁ ହିଁ ରାଜନୀତିରେ ସକ୍ରିୟ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ମାଆ ସୋନିଆ ଗାନ୍ଧୀଙ୍କ ପାଇଁ…

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ 'ସ୍ନାନା ଯାତ୍ରା' ଏବଂ 'ରଥ ଯାତ୍ରା' ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଇସ୍କନର ହୋଷ୍ଟନ୍…

ମହାରାଷ୍ଟ୍ର ପାଇଁ ବିଜେପିର ଷ୍ଟାର କ୍ୟାମ୍ପେନର ଘୋଷଣା… 

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିବାକୁ ଥିବା ବେଳେ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହା, ରାଜନାଥ ସିଂ,…

ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବର୍ଷା କମିଲା…

ପୁଣି ଡରାଇଲା ସିଡିଏସସିଓ: ଏହି ସବୁ ଔଷଧ ଖାଉଥିଲେ ସାବଧାନ! ମୃତ୍ୟୁକୁ ଦେଉଛନ୍ତି ନିମନ୍ତ୍ରଣ 

ନୂଆଦିଲ୍ଲୀ: ସର୍ବଶେଷ ଗୁଣବତ୍ତା ନିୟନ୍ତ୍ରଣ ରିପୋର୍ଟରେ, କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ୪୯ ଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ଚିହ୍ନଟ କରିଛି ଯାହା ସାରା ଦେଶରେ ନମୁନା ହୋଇଥିବା ପ୍ରାୟ ୩ ହଜାର ଔଷଧ ମଧ୍ୟରୁ ଗୁଣାତ୍ମକ ମାନରେ ବିଫଳ ହୋଇଛି।…