Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦାନା ପ୍ରଭାବରେ ଲଗାଣ ବର୍ଷା: ବେହାଲ ହେଲାଣି ପରିସ୍ଥିତି

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ଏବେ ଡରାଇଲେଣି ରାଜ୍ୟର ପ୍ରମୁଖ ନଦୀ। ଲଗାଣ ବର୍ଷାରେ ଏବେ ପୂରି ଉଠିଲାଣି ନଦୀ ନାଳ। ଏମିତିକି ରାସ୍ତାରେ ଚାଲିଲାଣି ଆଣ୍ଠୁଏ ପାଣି। ବାତ୍ୟା କିଛି ମାତ୍ର ତଳିଥିବ ବେଳେ ଏବେ ଦାଉ ସାଧୁଛି ବର୍ଷା।ଗୋଟେ ପଟେ ବର୍ଷା ପାଣି ଅନେକ ଲୋକଙ୍କ ଘରେ ପଶିଥିବା…

ବଞ୍ଚେଇ ଦେଲା ହେନ୍ତାଳ ବଣ

କେନ୍ଦ୍ରାପଡା: ବଡ଼ ବାତ୍ୟା ଏଡାଇଲା ହେନ୍ତାଳ ବଣ । ହେନ୍ତାଳ ଗଛ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି। କିଛି ଏମିତି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ତେବେ ବାତ୍ୟା ଦାନା ଭୀଷଣ ରୂପ ନେଇଆସୁଥିବା ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଭିତରକନିକା ହବାଳିଖଟିରେ ମାଡ଼ ହେବ ପରେ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ମୋହନଙ୍କ ପରେ ଆଉ ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଶୁକ୍ରବାର ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ୪୦ ଜଣଙ୍କୁ ରଖିଛି ଦଳ । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ…

ବିନା ଅନୁମତିରେ ୟୁଜିସିର ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ 

ନୂଆଦିଲ୍ଲୀ: ୟୁଜିସିର ଲୋଗୋ ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ। ଏଥିପାଇଁ ୟୁଜିସି ଆଣିଛି କଡ଼ା ନିୟମ। ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଶିକ୍ଷାନୁଷ୍ଠାନ ବିନା ୟୁଜିସି ଅନୁମତିରେ ତାହାର ଲୋଗୋକୁ ବ୍ୟବହାର କରନ୍ତି, ତାହେଲେ ଏନେଇ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି…

୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ବିପୁଳ ପରିମାଣର ସୁନା ଜବତ କରିଛି ଜିଏସଟି ଟିମ୍‌‌ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଖବର ମୁତାବକ, କାଲି ମଧ୍ୟ ରାତ୍ରରେ ଏକ ଲଜିଷ୍ଟିକ୍ ଗାଡ଼ି କୋଲକତାରୁ ଜଳେଶ୍ୱର ଦେଇ ବାରିପଦା ସହରରେ…

୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ । ଦିଲ୍ଲୀ ଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଏକ ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା…

ଆହୁରି ଛେଚିବ, ୪ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ଦାନା । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡିଶା ଦେଇ ଅତିକ୍ରମ କରିବ । ଆହୁରି ଦୁର୍ବଳ ହୋଇ ଆଜି ୟେଲୋ ମାର୍କ ଲୋ ପ୍ରେସରରେ ପରିଣତ ହେବ । ଫଳରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି ।…

ପରଲୋକରେ ଓଡ଼ିଶା ବିଧାନସଭାର ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ

ଝାରସୁଗୁଡ଼ା: ପରଲୋକରେ ଓଡ଼ିଶା ବିଧାନସଭାର ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ । ଗତକାଲି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ ଗତ ୨ମାସ ହେଲା ଶଯ୍ୟାଶାୟୀ…

ଜିମ୍ ଉପକରଣରେ ଟୟଲେଟ ସିଟ୍ ଠାରୁ ଅଧିକ ବ୍ୟାକ୍ଟେରିଆ

ଭୁବନେଶ୍ୱର: କେବଳ ଘର ନୁହେଁ ପ୍ରତ୍ୟକ ସ୍ଥାନରେ ରହିଛନ୍ତି କୀଟାଣୁ। ଘରେ ଥିବା ସ୍ବିଚ ବୋର୍ଡ, ବେସିନ , ତକିଆ, ଟିଭି, ଏସି ବାଲକୋନୀ ଭଳି ଅନେକ ସ୍ଥାନରେ ଥାଆନ୍ତି ବ୍ୟାକ୍ଟେରିଆ। ସବୁଠୁ ଅଧିକ ବ୍ୟାକ୍ଟେରିଆ ଟୟଲେଟ ସିଟରେ ଦେଖିବାକୁ ମିଳିଥାଏ। ଏକ ନୂଆ ଗବେଷଣା ଅନୁସାରେ ଜିମ ଲଭରଙ୍କ ପାଇଁ…

ରାଜନଗରରେ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ…