Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରତନ ଟାଟାଙ୍କ ଦେହାନ୍ତ ଖବର ପାଇଁ କନସର୍ଟ ବନ୍ଦ କରିଦେଲେ ଦିଲଜିତ୍

ମୁମ୍ଵାଇ: ଭାରତର ପ୍ରମୁଖ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ଶିଳ୍ପ ସେବା ସହିତ ସାମାଜିକ ସେବା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରତନ ଟାଟାଙ୍କ ଦେହାନ୍ତ ଦେଶବ୍ୟାପୀ ଲୋକଙ୍କୁ…

ଦାତବ୍ୟ ପୁରୁଷ ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ବ୍ୟବସାୟିକ କାର୍ଯ୍ୟସହ ପରୋପକାର ଓ ଦାତବ୍ୟ ପାଇଁ ବି ବେଶ୍ ପରିଚିତ ଥିଲେ । ଅଗ୍ରଣୀ ଶିଳ୍ପପତି ହୋଇ ବି ମାନବିକ ମୂଲ୍ୟବୋଧରେ ବିଶ୍ୱାସ ଓ ପରୋପକାର ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ବିଭିନ୍ନ କ୍ଷେତ୍ରରେ…

ଭାରତର ଅମୂଲ୍ୟ ରତନ

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅବସାନ । ଜଣେ ରତ୍ନଙ୍କୁ ହରାଇଛି ଭାରତ । କିମ୍ବଦନ୍ତୀ ଶିଳ୍ପପତି ରତନ ଟାଟା ଆଉ ନାହାନ୍ତି । ୮୬ ବର୍ଷ ବୟସରେ ପରପାରିକୁ ଚାଲିଯାଇଛନ୍ତି ଭାରତୀୟ ଉଦ୍ୟୋଗ ଜଗତର ମହାନ ବ୍ୟକ୍ତିତ୍ୱ । ଭାରତର ଶିଳ୍ପକୁ ବିଶ୍ୱମଂଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ଭୂମିକା ଥିଲା…

ଟାଟା ଗ୍ରୁପରେ ଚାକିରି ପାଇଁ ଏକଦା ସିଭି ପକାଇଥିଲେ ରତନ… 

ମୁମ୍ବାଇ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନୁହଁନ୍ତି ବରଂ ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ନୂତନ ଶିଖରକୁ ନେଇ ଦେଶ ତଥା ବିଶ୍ୱରେ ଏକ ବିରାଟ ନାମ ଅର୍ଜନ କରିଥିଲେ। ରତନ ଟାଟା ଜଣେ ସଫଳ ବ୍ୟବସାୟୀ ଭାବରେ ସ୍ୱୀକୃତିପ୍ରାପ୍ତ। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ରତନ…

ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ । ଖବର ମୁତାବକ, ସ୍ମୃତିରଞ୍ଜନ ଏସସିବି ମେଡିକାଲ…

ବିଜେଡିରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ବିଜେଡି ଭିତରେ କୁହୁଳୁଛି ଅସନ୍ତୋଷ। ବଡ଼ଚଣାରୁ କଟକ, ଜଳଜଳ ଦିଶୁଛି ଫାଟ । କେଉଁଠି ନେତା ଖୋଲାଖୋଲି ଇଙ୍ଗିତ କଲେଣି ତ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେଣି। ଅକ୍ଟୋବର ୨ରୁ ବିଜେଡି ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା କରିଥିବା ବେଳେ ନିଜ ଦଳର ନେତାଙ୍କ…

ବାଲୁକାକଳାରେ ସ୍ୱର୍ଗତଃ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁରୀ ବେଳାଭୂମିରେ ରତନ ଟାଟା ଙ୍କ ବାଲୁକାକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ଭାରତବର୍ଷ ଏକ ଅମୁଲ୍ୟ ରତ୍ନକୁ ହରାଇବା ସହ ଏକ ଅପୁରଣୀୟ କ୍ଷତି ସହିଛି ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ…

ଏସବୁ କରନ୍ତୁ…ମାନସିକ ଭାବେ ରହିବେ ସୁସ୍ଥ

ନୂଆଦିଲ୍ଲୀ: ଅକ୍ଟୋବର ୧୦କୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ବରେ ମାନସିକ ସ୍ବାସ୍ଥ୍ୟ ନେଇ ଏବେ ଚର୍ଚ୍ଚା ହେଉଛି । ବଡ ବଡ ସେଲିବ୍ରିଟି ମାନସିକ ସ୍ବାସ୍ଥ୍ୟକୁ ନେଇ ଅଙ୍ଗେନିଭା କଥା କହୁଛନ୍ତି । ତେବେ ସକାରାତ୍ମକ ମାନସିକତା, ଶାରିରୀକ ସୁସ୍ଥତା ସାଙ୍ଗକୁ…

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ଟାଟାର ଏହି ପ୍ଲାଟଫର୍ମ ପାଇଁ ସମସ୍ୟାରେ ପଡିଲା ନେଟଫ୍ଲିକ୍ସ, ଗୋଟିଏ ସବସ୍କ୍ରିପସନ କଲେ ମିଳୁଛି ୬ଟି ଓଟିଟି

ମୁମ୍ବାଇ: ଶିଳ୍ପ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଥିବା ରତନ ଟାଟା ଏହି ଦୁନିଆରେ ଆଉ ନାହାଁନ୍ତି, କିନ୍ତୁ ସେ ଛାଡିଯାଇଥିବା ଉତ୍ତରାଧିକାରୀ ବର୍ତ୍ତମାନ ତାଙ୍କୁ ସ୍ମରଣ କରିବାରେ ସହାୟକ ହେବ। ଗତ କିଛି ଦିନ ହେବ ରତନ ଟାଟାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା, ଏହି କାରଣରୁ ତାଙ୍କୁ ମୁମ୍ବାଇର…