Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Encounter: ସୁରକ୍ଷାବାହିନୀଙ୍କ ଗୁଳିରେ ୪ଉଗ୍ରବାଦୀ ନିପାତ

ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷାବାହିନୀ ଏକ ନିଷିଦ୍ଧ ଗୋଷ୍ଠୀର ୪ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଆଜି ସକାଳେ ପୋଲିସ ଏନକାଉଣ୍ଟରରେ ସମସ୍ତ ଚାରି ଜଣ ନିହତ ହୋଇଛନ୍ତି। ସେମାନେ ମଣିପୁରର ନିଷିଦ୍ଧ ଭିତ୍ତିକ ସଂଗଠନ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (UKNA) ସହିତ ଜଡିତ…

‘ବନ୍ଦେ ମାତରମ୍‌’କୁ ପୁରୁଛି ୧୫୦ ବର୍ଷ; ଆସନ୍ତା ୭ରେ ସମସ୍ତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀମାନେ ଗାଇବେ ଏହି ଗୀତ

ଭୁବନେଶ୍ୱର: ଆମର ଜାତୀୟ ଗୀତି ଭାବେ ପରିଚିତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୁରୁଛି । ଏହି ଅବସରରେ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

Pak Testing N-Weapons: ସତରେ କ’ଣ ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ?, ବଢିଲା ବିଶ୍ବର ଚିନ୍ତା…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକା ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହାକୁ ଯୁକ୍ତଯୁକ୍ତ କରିବାକୁ ଯାଇ ବଡ ଖୁଲାସା କରିଦେଇଚନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ…

Mock Census: ନଭେମ୍ବର ୧୫ରୁ ମକ୍ ଜନଗଣନା: ଏହି ୪ଟି ସ୍ଥାନରେ ହେବ ଆରମ୍ଭ

ଭୁବନେଶ୍ବର: ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ। ଏଥିରେ ଘର ଗଣତି ହେବ। ଏହାପରେ ୨୦୨୭ ଫେବ୍ରୁଆରୀ ୧ରୁ ୨୮ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ଜନ ଗଣତି ହେବ। ଏହାକୁ ନଜରରେ ରଖି ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର ୧୫ରୁ ୩୦ ପର୍ଯ୍ୟନ୍ତ ମକ୍…

ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା’ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପବିତ୍ର କହଁର(୩୯) । ଖବର ପାଇ ଭରତପୁର ଥାନା ପୋଲିସ…

Selling Ganja: ଗଞ୍ଜେଇ ଚାଲାଣ କଲେ ବିଟେକ ଛାତ୍ର, ମାଡ଼ି ବସିଲା RPF ର ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ବିଟେକ ଛାତ୍ର। ଗଞ୍ଜେଇ ଚାଲାଣ ବେଳେ ସମ୍ବଲପୁର ସିଟି ଷ୍ଟେସନରେ ମାଡ଼ି ବସିଲା RPF ର ସ୍ବତନ୍ତ୍ର ଟିମ୍। ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସ ଟ୍ରେନରୁ ୩ଜଣ ବିଟେକ ଛାତ୍ରଙ୍କୁ ଗିରଫ କରାଯାଇଛି। ୪ଟି ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ…

Newyork Mayor Electionକୁ ନେଇ ଭଡକିଲେ ଟ୍ରମ୍ପ, କହିଲେ, ‘ଏହା ବିନାଶର କାରଣ ହେବ…ବନ୍ଦ ହେବ ପାଣ୍ଠି’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ​​ଜିତିଯାଆନ୍ତି, ତେବେ ସେ ଫେଡେରାଲ୍ ପାଣ୍ଠି ବନ୍ଦ କରିଦେବେ। ଟ୍ରମ୍ପ ମାମଦାନିଙ୍କୁ କମ୍ୟୁନିଷ୍ଟ ବୋଲି…

ନବୀନଙ୍କୁ ପ୍ରଭାତୀ ପରିଡ଼ାଙ୍କ କଡା ଟାର୍ଗେଟ: କହିଲେ, ୨୪ ବର୍ଷର ବିଶ୍ୱାସଘାତର ଜବାବ…

ଭୁବନେଶ୍ୱର: ନବୀନଙ୍କ ପ୍ରାର୍ଥୀ ଚୋରୀ ମନ୍ତବ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ…

Superstitions:ଅନ୍ଧବିଶ୍ୱାସ ଅନ୍ଧଗଳିରେ କୋରାପୁଟ ! ଗ୍ରାମ ଦେବୀଙ୍କ କୋପ ନାଁରେ ଗାଁକୁ ପ୍ରବେଶ ମନା

କୋରାପୁଟ:ଏ କି ପରମ୍ପରା ?  କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଗାଦବାଡୁଡ଼ା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବତୀଙ୍କ କୋପ ନାଁରେ ଗାଁକୁ ବାହର ଲୋକଙ୍କ ପ୍ରବେଶ ମନା ହୋଇଛି । ଏପରିକି ଗ୍ରାମବାସୀ ମଧ୍ୟ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।…

Income Tax Raids Utkal Builders: ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ, ଆୟକର ଫାଙ୍କିବା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ IT ରେଡ୍ । ଆୟକର ଠକେଇ ଅଭିଯୋଗରେ ଭୁବନେଶ୍ବର ଉତ୍କଳ ବିଲ୍ଡର୍ସର ବିଭିନ୍ନ ସ୍ଥାନରେ ଚଢାଉ । ଶହେରୁ ଅଧିକ ଅଧିକାରୀ ୨୦ଟି ଟିମରେ ଚଢାଉ ଜାରି ରଖିଛନ୍ତି । ମହର୍ଷି କଲେଜ ରୋଡ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସୂଚନା ଅନୁସାରେ ଆଜି ଭୋର୍ ୪ଟା…