Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଦେଶରେ ଅଦିନିଆ ରଥଯାତ୍ରା: ଇସ୍କନକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ବିଦେଶରେ ଥିବା ଇସ୍କନ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପାଖରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ ବୋଲି ସେ…

ଟିଏମସିକୁ ବଡ଼ ଝଟକା: ଦଳ ଏବଂ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

ଗୌହାଟି: ତୃଣମୂଳ କଂଗ୍ରେସ ଅର୍ଥାତ୍ ଟିଏମସିରେ ଆଭ୍ୟନ୍ତରୀଣ ବିଦ୍ରୋହ ତୀବ୍ର ହେବାରେ ଲାଗିଛି। ଦଳକୁ ପୁଣି ଏକ ବଡ଼ ଧରଣର ଝଟକା ଦେଇ ରାଜ୍ୟସଭା ସାଂସଦ ସୁସ୍ମିତା ଦେବ ବୁଧବାର ଦିନ ଉଭୟ ଦଳ ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର…

Alpha Teaser: ଆଲିଆଙ୍କ ଜବରଦସ୍ତ ଆକ୍ସନ ସାଙ୍ଗକୁ ବବି ଦେଓଲଙ୍କ ହରିୟାଣଭି ଷ୍ଟାଇଲ୍, ତଥାପି ଶରଭରୀଙ୍କ ଝଲକ ନପାଇ…

ମୁମ୍ବାଇ: ୨୦୨୬ର ବହୁ ପ୍ରତିକ୍ଷିତ 'ଆଲଫା'ର ମୁକ୍ତିଲାଭକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ବର୍ଷ ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । ଏହା ୟେସ ରାଜ୍ (YRF) ବ୍ୟାନରର ସ୍ପାଏ ଜଗତରେ ପ୍ରଥମ ମହିଳା-କେନ୍ଦ୍ରିକ ସ୍ପାଏ ଫିଲ୍ମ। ଆଲିଆ ଭଟ୍ଟ, ଶରଭରୀ ୱାଘ, ବବି ଦେଓଲ ଏବଂ…

ରାଜପଥରେ ଡିଜେଲ ସଙ୍କଟ: ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଟ୍ରକ

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ହଠାତ୍ ଡିଜେଲ ସଙ୍କଟ ଦେଖାଦେଇଛି। ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଡିଜେଲ ନମିଳିବା ଯୋଗୁଁ ଗାଡ଼ି ଚାଳକ ଏବଂ ପରିବହନ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର…

IMA’s First Female Cadets: ଇତିହାସ ରଚିବେ IMAର ପ୍ରଥମ ମହିଳା କ୍ୟାଡେଟ୍, ପୁରୁଷ କ୍ୟାଡେଟଙ୍କ ସହ କାନ୍ଧକୁ…

ନୂଆଦିଲ୍ଲୀ: ଭାରତୀୟ ସାମରିକ ଇତିହାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡି ହେବାକୁ ଯାଉଛି। ପ୍ରଥମ ଥର ପାଇଁ, ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ପାସ୍ କରିଥିବା ମହିଳା କ୍ୟାଡେଟମାନଙ୍କୁ ଜୁନ୍ ୧୩ ତାରିଖରେ ଡେରାଡୁନର ଭାରତୀୟ ସାମରିକ ଏକାଡେମୀରେ ଅନୁଷ୍ଠିତ ହେବାକୁ ଥିବା ପାସିଂ…

ବ୍ରହ୍ମପୁର କନଷ୍ଟେବଳ ପୋଡ଼ି ମାମଲା: ପୋଲିସ ହାତରେ ୬ ମିନିଟର ସିସିଟିଭି ଟାଇମଲାଇନ

ବ୍ରହ୍ମପୁର: ଏମଭି କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପୋଡ଼ି ଘଟଣାର ତଦନ୍ତକୁ ପୋଲିସ ଅଧିକ ଜୋରଦାର କରିଛି। ଏହି ମାମଲାରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆଶୁତୋଷଙ୍କ ବୟାନ ଦ୍ୱିତୀୟ ଥର ପାଇଁ ରେକର୍ଡ କରିଛି। ବୁଧବାର…

ଗାଁରେ ବ୍ୟାପୁଛି ଜଣ୍ଡିସ;୪ ଦିନରେ ହେଲେଣି ୬ ଶିଶୁ ଆକ୍ରାନ୍ତ

ଗଞ୍ଜାମ: ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗାଁରେ ବ୍ୟାପୁଛି ଜଣ୍ଡିସ। ମାତ୍ର ୪ଦିନରେ ୬ ଜଣ ଶିଶୁ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ପ୍ରଥମେ ଜ୍ୱର ହୋଇଥିଲା ଏହାପରେ ଆଖି ହଳଦିଆ ପଡି ଯାଇଥିଲା। ରକ୍ତ ନମୁନା ପରୀକ୍ଷା ହେବା ପରେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଚାରି…

INDIA bloc crisis strengthens NDA: ସଂସଦର ଉଭୟ ଗୃହରେ ଦୁର୍ବଳ ହେଉଛନ୍ତି ବିରୋଧୀ ଦଳ, ବହୁମତ ମୁହାଁ ବିଜେପି…

ନୂଆଦିଲ୍ଲୀ: ୨ ବର୍ଷ ପୂର୍ବେ ଲୋକସଭା ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ଏନଡିଏକୁ କଡ଼ା ମୁକାବିଲା କରିଥିବା ବିରୋଧୀ ଇଣ୍ଡି ଆଲାଏନ୍ସ ଏହାର ସବୁଠାରୁ ବଡ଼ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଆଭ୍ୟନ୍ତରୀଣ କଳହ, ସମ୍ପ୍ରତି ନିର୍ବାଚନୀ ପରାଜୟ ଏବଂ ସାଂଗଠନିକ ଦଳଗୁଡ଼ିକର ଦଳତ୍ୟାଗ…

ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ଦିନ ଶ୍ରେୟା ଛକ ନିକଟରେ ଏକ ଆମ ବସ୍ ଏବଂ ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚଳାଉଥିବା ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଅବସ୍ଥା ସଙ୍କଟାପନ୍ନ…

କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?

କୋଲକାତା: ଗଣତନ୍ତ୍ରରେ ସବୁଠାରୁ ବଡ଼ ସତ୍ୟ ହେଉଛି ‘ପରିବର୍ତ୍ତନ’। କିନ୍ତୁ କୌଣସି ଶକ୍ତିଶାଳୀ ଦଳ କ୍ଷମତାରୁ ହଟିବା ମାତ୍ରେ ଏତେ ଶୀଘ୍ର ଧୂଳିସାତ୍ ହୋଇଯାଇପାରେ, ତାହାର ସବୁଠାରୁ ବଡ଼ ଉଦାହରଣ ସାଜିଛି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ, TMC। ଯେଉଁ ମମତା ବାନାର୍ଜୀ ୨୦୧୧ ମସିହାରେ…