Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛତିଶା ନିଯୋଗ ବୈଠକ, ନିର୍ଘଣ୍ଟ ହେବ କାର୍ତ୍ତିକ ମାସର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।‌ କାର୍ତ୍ତିକ ମାସର ନୀତିକାନ୍ତି ଓ…

ହରିୟାଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର: ସକାଳ ୧୦ ଟା ସୁଦ୍ଧା କଂଗ୍ରେସକୁ ଟପିଲା ବିଜେପି

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି। ଖୋଲିବ ଇଭିଏମ, ପ୍ରକାଶ ପାଇବ ଜନତା ଜନାର୍ଦ୍ଦନଙ୍କ ରାୟ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ। ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ।…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ…

ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ

ନୂଆଦିଲ୍ଲୀ: ଆଜି ଆସିବ ଜାମ୍ମୁ ଓ କାଶ୍ମୀର ଓ ହରିୟାଣା ରେଜଲ୍ଟ । ୨୦୨୪ ଲୋକସଭା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ବିଜେପି ନା କଂଗ୍ରେସ । କିଏ ମାରିବ ହରିୟାଣା ବାଜି? ଆଉ କିଏ ଗଢିବ ଜାମ୍ମୁ-କାଶ୍ମୀରରେ ସରକାର? ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ଭୋଟ୍ ଗଣତି ।…

ଝାଡ଼ଖଣ୍ଡର ସୁରକ୍ଷାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ରାଞ୍ଚି: ଝାଡ଼ଖଣ୍ଡକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ତଥା ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ । ସେ କହିଛନ୍ତି ଝାଡଖଣ୍ଡରେ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି) ଲାଗୁ ହେବ । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର…

ରାଜଧାନୀରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର: ଦଶହରା ପାଇଁ ରାଜଧାନୀରେ ଫ୍ଲାଗ ମାର୍ଚ୍ଚ। ପୂଜା ପେଣ୍ଡାଲ ଓ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ଫ୍ଲାଗ ମାର୍ଚ୍ଚ। ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା।…

ଆନ୍ଦୋଳନରୁ ଓହରିଲେ ଆର. ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ; କାଲି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ହଟିଛନ୍ତି ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ  ପରୀକ୍ଷାର୍ଥୀ। ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି। ମଙ୍ଗଳବାର ଏନେଇ ଉଚ୍ଚସ୍ତରୀୟ ବୈଠକ ବସିବ। ପ୍ରକାଶଥାଉକି, ଆର ଆଇ, ଏ ଆର ଆଇ, ଅମୀନ ଓ  ଆଇସିଡିଏସ ଆଦି…

‘ମାଳଦ୍ବୀପ ଏପରି କିଛି କରିବ ନାହିଁ ଯେଉଁଥିରେ ଭାରତ ବିପଦରେ ପଡିବ’

ନୂଆଦିଲ୍ଲୀ: ଭାରତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ତାଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଆସିଛନ୍ତି । ସେ ଚାରି ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି । ଏହାପରେ, ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ…

ଚକଧର ଜଳସେଚନ ପ୍ରକଳ୍ପକୁ ରାଜନୈତିକ ରୂପ ଦିଆଯାଉଛି: ସତ୍ୟବ୍ରତ ପଣ୍ଡା 

ଭୁବନେଶ୍ୱର: ଚକଧର ଜଳସେଚନ ପ୍ରକଳ୍ପକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ।  ଏନେଇ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ  ଜାଣିଶୁଣି ସୃଷ୍ଟି କରାଯାଉଛି ଅଶାନ୍ତି । ସମ୍ବେଦନଶୀଳ ସମସ୍ୟାକୁ ବିରୋଧୀ ଦଳ ରାଜନୈତିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ…

ବିଜେପି ସରକାର କପି ପେଷ୍ଟ ସରକାର: ବିଜେଡ଼ି

ଭୁବନେଶ୍ୱର: ବିଜେପି ସରକାର କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି। ଏମିତି କିଛି ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…