Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Nuapada Bypoll: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ, ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା:…

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ। ଜୟ କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ବାପା…

Weather update: ଖସୁଛି ପାରଦ;ରାତ୍ରି ତାପମାତ୍ର ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର  ବୋଲି ଆଞ୍ଚଳିକ…

Odia youth Kidnapped: ସୁଦାନରେ ଓଡ଼ିଆ ଯୁବକ ଅପହୃତ; ସହଯୋଗ ଲୋଡ଼ିଲେ ପରିବାର ଲୋକ

ଜଗତସିଂହପୁର:ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ। ।ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ଆକୁଳ ନିବେଦନ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅପହୃତ ଯୁବକଙ୍କ ପରିବାର ଲୋକେ। ସୂଚନାଥାଉକି, ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ…

Nuapada Bypoll: ନୂଆପଡ଼ାରେ ନବୀନଙ୍କ ଗର୍ଜନ, ଛାନିଆଁ ହେଲେ ବିରୋଧୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ହେବା ଆଗରୁ ରାଜନୈତିକ ମାହୋଲ ବେସ ସରଗରମ ରହିଛି । ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିରେ ପ୍ରଚାର ଚଳାଇଛନ୍ତି । ଶାସକ ଦଳ ୧୬ ମାସର ସଫଳତା କଥା କହି ଭୋଟ ମାଗୁଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ଏହାରି ମଧ୍ୟରେ…

Chadakhai Celebration: ଏଥର ଅଡୁଆ ଛାଡ଼ଖାଇ ବାର, ମାନ୍ଦା ହେବ କି ବେପାର?

ଭୁବନେଶ୍ବର: ସରିବ କାର୍ତ୍ତିକ ମାସ । ଏହାସହ ପଞ୍ଚୁକ ମଧ୍ୟ ଚାଲିଛି । ଏଥରକ ପଞ୍ଚୁକ ଚାରିଦିନ ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ । ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର। ତେଣୁ ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ। ଛାଡ଼ଖାଇ…

Shreemandir: ଶ୍ରୀମନ୍ଦିର ଭିତରୁ ଡାଲଡା ଘିଅ ଜବତ, କୈଫିୟତ ତଲବ

ପୁରୀ:ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶ । ଏପଟେ ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ ହୋଇଛି । ଶ୍ରୀମନ୍ଦିର ଭିତରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ…

Gold Price Today: ପୁଣି ଏତିକି ବଢିଲା ସୁନା ଦର

ଭୁବନେଶ୍ବର:ଦୁଇ ଦିନର ପରେ ଆଜି ପୁଣି ସୁନା ଓ ରୁପା ଦର ବଢିଛି । ଆଜି ଭାରତୀୟ ବଜାରରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୭ ଟଙ୍କା, ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୫ ଟଙ୍କା ଏବଂ ପ୍ରତି ଗ୍ରାମ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୩ ଟଙ୍କା ବୃଦ୍ଧି ପାଇଛି। ଆଜି…

ପୋଲିସ SI ପରୀକ୍ଷା ଘୋଟାଲା: ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଗଲେ ଜେଲ୍‌। ପୋଲିସ SI ପରୀକ୍ଷା ଘୋଟାଲାରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ସିଲିକନ ମୁଖ୍ୟ ସୁରେଶ ନାୟକ।…

Digital Arrest Scam: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଠକେଇ

ନୂଆଦିଲ୍ଲୀ: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଟଙ୍କା ଆଦାୟ କରିଛନ୍ତି ଲୁଟେରା । କେବଳ ଭାରତରେ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୩ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଡିଜିଟାଲ୍ ଆରେଷ୍ଟ୍ ସ୍କାମ୍ ଉପରେ ନିଜ ଆଡୁ ହୋଇଥିବା ମାମଲା ଉପରେ…

ମହିଳା କ୍ରିକେଟ୍ ଟିମକୁ ଦିଦିଙ୍କ ଶୁଭେଚ୍ଛା ବାର୍ତ୍ତା ନେଇ ଆରମ୍ଭ ହେଲା ବିଜେପି-ଟିଏମସିର ରାଜନୈତିକ ଖେଳ

ନୂଆଦିଲ୍ଲୀ: ରବିବାର ଦିନ ଭାରତର ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଛି। ବିଶ୍ୱକପ୍ ଜିତିବା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଦେଶ ଏବଂ ବିଦେଶରୁ ନିରନ୍ତର ଅଭିନନ୍ଦନ ମିଳୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।…