Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ

ଭୁବନେଶ୍ବର: ଟ୍ରାଫିକ ରୁ ମିଳିବ ମୁକ୍ତି । ମାତ୍ର ୧୫ ମିନିଟ୍ ରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ ରାଜଧାନୀ ବାସିନ୍ଦା । ଏକାମ୍ରକାନନରୁ ଓଇଆରସି ଯାଏ ରାସ୍ତା ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ଏକାମ୍ରକାନନ ପାର୍କ ସାମ୍ନାରୁ ହାତୀଆଶୁଣୀ ଯାଏଁ ଦୁଇ ପାଶ୍ୱର୍ ମୁଖ୍ୟ ରାସ୍ତାରେ…

ଚାନ୍ଦିପୁରରେ ଆଜି ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଜି ଆଉ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ରୁ ଆଜି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଏକ ଅତ୍ୟାଧୁନିକ ମିସାଇଲ୍‌ର ପରୀକ୍ଷଣ କରାଯିବ। ଏହି…

ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ପ୍ରକୋପ ଦେଖାଉଛି ମୌସୁମୀ। ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି, ଯାହାଫଳରେ ଅଧାରୁ ଅଧିକ ଭାରତରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ, IMD ପକ୍ଷରୁ ଦେଶର ୧୭ଟି ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା…

ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍

ଭୁବନେଶ୍ୱର: ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ଜାରି ରହିଛି। ସମ୍ପୂର୍ଣ୍ଣ ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୪-୫ ଦିନ ସମୟ ଲାଗିପାରେ। ହେଲେ ମୌସୁମୀ ବର୍ଷା ପୂର୍ବକୁ ଜଳସମ୍ପଦ ବିଭାଗ ଆଗୁଆ ପ୍ରସ୍ତୁତ ହୋଇଛି। ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା ଜାରି କରିଛି ବିଭାଗ। ବନ୍ୟା ଋତୁରେ…

Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…

ନୂଆଦିଲ୍ଲୀ: କାହାର ରହିବ, କାହାର କଟିବ ଆସନ? ନିର୍ବାଚନ ପୂର୍ବରୁ ବଢିଲା କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା… ଜାତୀୟ ରାଜନୀତିରୁ ଏବେ ସବୁଠାରୁ ବଡ଼ ଖବର ଆସୁଛି। ଚାରିଟି ବିଜେପି ରାଜ୍ୟରେ ନୂତନ ରାଜ୍ୟ ସଭାପତିଙ୍କ ଘୋଷଣା ପରେ, ମୋଦି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନର…

ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍‌

କଟକ: କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ପରେ ଚେତିଲା ବିଭାଗ। ଭୁବନେଶ୍ବର ଏମ୍‌ସ ସମେତ ୩୫ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ। ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ରାଜ୍ୟ ସରକାରଙ୍କ ମୁଣ୍ଡରେ ଏକ କଳଙ୍କ…

ଏଣିକି ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର

ଭୁବନେଶ୍ୱର: ଡିଏଲକୁ ନେଇ ଆସିଛି ବଡ଼ ଖବର। ବିନା ନୋଟିସରେ ଡିଏଲ କ୍ୟାନସଲରେ ଲାଗିବ ରୋକ୍। ଅର୍ଥାତ୍ ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର। ଯଦି ଆପଣ ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି ଏନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ସନ୍ତୋଷଜନକ ଉତ୍ତର…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ

ଭୁବନେଶ୍ବର: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।ମନୋନୀତ ଜିଲ୍ଲାଗୁଡ଼ିକରେ ପୋଲିସ ୟୁନିଟ୍‌ଗୁଡ଼ିକର କାର୍ଯ୍ୟ ତଦାରଖ କରିବା ପାଇଁ ବରିଷ୍ଠ ଆଇପିଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ…

ଦୁଇ ସାମ୍ବାଦିକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଏସସିବିକୁ ସ୍ଥାନାନ୍ତରିତ

କଟକ: ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଉଥିଲା ଏବେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ ହେଉଛି। ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଏକ ଗୁରୁତର ଅପରାଧ ଜାଣିବା ସତ୍ତ୍ୱେ ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଆକ୍ରମଣ ହେଉଛି। ଏହା ବର୍ତ୍ତମାନ ଚିନ୍ତାର ବିଷୟ…

ହର୍ମୁଜ ଉପରେ ଯୁଦ୍ଧ… ଇରାନର ବାୟୁ ପ୍ରତିରକ୍ଷା, ରାଡାର ସାଇଟ୍ସ ଉପରେ ଆମେରିକାର ବୋମା ବର୍ଷା  

ନୂଆଦିଲ୍ଲୀ: ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଖସାଇବା ଅଭିଯୋଗ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ବିରୁଦ୍ଧରେ ଏକ ସାମରିକ ଆକ୍ରମଣ…