Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bus-Truck collision: ସକାଳୁ ଭୟଙ୍କର ସଡକ ଦୁର୍ଘଟଣା; ୨୦ ମୃତ, ଅନେକ ଆହତ

ହାଇଦ୍ରାବାଦ: ରବିବାର ସକାଳେ ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୯ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ତନ୍ଦୁର ଡିପୋର ଏକ RTC ବସ୍ ଗୋଡି ବୋଝେଇ…

Bomb Attack: ଦୁର୍ବୁତ୍ତଙ୍କ ବୋମାମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନାଞ୍ଚଳରେ ଯୁବକଙ୍କୁ ବୋମାମାଡ଼ ହୋଇଛି । ଆଙ୍କୁଲୀ ଶିଳ୍ପାଞ୍ଚଳ ଛକ ରାମ ମନ୍ଦିର ନିକଟରେ ହୋଇଥିବା ଏହି ବୋମାମାଡ଼ରେ ଶିବ ବାହାଦୁର ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ…

Women’s World Cup 2025: ପ୍ରଧାନମନ୍ତ୍ରୀ କହିଲେ, ନୂଆ ପିଢିକୁ ପ୍ରେରଣା ଦେବ ଏହି ବିଜୟ, ଜାଣନ୍ତୁ…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିନନ୍ଦନ…

World Cup Prize Money: ବିଶ୍ୱକପ ଟ୍ରଫି ବିଜୟ ସହ ଟିମ୍ ଇଣ୍ଡିଆ ଉପରେ ହେଲା ଧନବର୍ଷା, ସବୁଠାରୁ ବଡ଼ ପୁରସ୍କାର…

ମୁମ୍ବାଇ: ୨୦୨୫ ବିଶ୍ୱକପ୍ ଜିତି, ଟିମ୍ ଇଣ୍ଡିଆ ମହିଳା କ୍ରିକେଟ୍ ଏବଂ ଭାରତୀୟ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ନିଜ ନାମ ଲିପିବଦ୍ଧ କରିଛି । ଠିକ୍ ୮ ବର୍ଷ ପୂର୍ବେ, ଟିମ୍ ଇଣ୍ଡିଆ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ହାତରୁ ପରାଜୟ ହାସିଲ କରିଥିଲା । କିନ୍ତୁ ଏଥର, ଘରୋଇ ମାଟିରେ, ନିଜ…

Weather Update: ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ, ଆସନ୍ତାକାଲିଠୁ ୮ ଯାଏଁ ରାଜ୍ୟରେ ପାଗ ଶୁଖିଲା…

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପରେ ବଦଳୁଛି ଓଡିଶାର ପାଗ । ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ମଙ୍ଗଳବାରଠାରୁ ୮ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି…

Healthy liver: ଯକୃତକୁ ସୁସ୍ଥ ରଖିବା ପାଇଁ ଏହି ଉପାୟରେ କଫି ପିଅନ୍ତୁ

ଭୁବନେଶ୍ବର: ଆଜିକାଲି ଫ୍ୟାଟି ଲିଭର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ଏହି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସାରା ଦେଶରେ ବହୁ ସଂଖ୍ୟକ ଲୋକ ଫ୍ୟାଟି ଲିଭରରେ ପୀଡିତ। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ୪୦ ପ୍ରତିଶତ ଲୋକ ଫ୍ୟାଟି ଲିଭରରେ ପୀଡିତ।…

ଦୁର୍ବଳତାକୁ ହତିଆରା କଲା ଟିମ୍ ଇଣ୍ଡିଆ, ଫାଇନାଲରେ ଦମଦାର ଫିଲ୍ଡିଂ ଆଣିଦେଲା ବିଶ୍ୱକପ୍

ମୁମ୍ବାଇ: ଆଇସିସି ମହିଳା ବିଶ୍ୱକପ୍ ୨୦୨୫ରେ ଭାରତୀୟ ଦଳର ଫିଲ୍ଡିଂ ସବୁବେଳେ ପ୍ରଶ୍ନବାଚୀ ହୋଇ ରହିଥିଲା। କ୍ୟାଚ୍ ମିସ୍ ଓ ମିସ୍‌ଫିଲ୍ଡିଂ ଯୋଗୁଁ ଫାଇନାଲ ପହଞ୍ଚିବା ନେଇ ସନ୍ଦେହ ଥିଲା। କିନ୍ତୁ ବଡ଼ ମ୍ୟାଚ୍‌ରେ ଏହି ଦୁର୍ବଳତାକୁ ଶକ୍ତିରେ ବଦଳାଇ ଦଳ ପ୍ରଥମ ସଫଳତା ହାସଲ କରିଛି। ନାଭି…

Liquid ganja seized: ଓଡ଼ିଶାରେ ପ୍ରଥମ; ୮ କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ

ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍‌ ପ୍ରକାଶ…

Women’s World Cup: ମହିଳା ବିଶ୍ୱକପ କ୍ରିକେଟ: ଚମକିଲେ ଦୀପ୍ତି, ଭାରତ ପ୍ରଥମ ଥର ବିଶ୍ୱ ଚାମ୍ପିୟନ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଏଥିସହ ଭାରତୀୟ ମହିଳା କ୍ରିକେଟର ଏକ ସ୍ମରଣୀୟ ଅଧ୍ୟାୟ ଆରମ୍ଭ କରିଛି । ଲୌରା ଭଲଭର୍ଟ ଆକର୍ଷଶଣୀୟ ଶତକ ହାସଲ କରିଥିଲେ ମଧ୍ୟ ତାହା ଦଳର ବିଜୟ…

Puri Jagannath Temple: ପୁରୀରେ ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ; ନିୟନ୍ତ୍ରଣ ପାଇଁ ସଂପ୍ରସାରଣ ହେଲା ବ୍ୟାରିକେଡ୍

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏନେଇ ପୁରୀରେ ଅସମ୍ଭାଳ ଭିଡ଼ । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା । କେତେକ ଭକ୍ତ ସିଂହଦ୍ଵାର ବ୍ୟାରିକେଡ୍ ରେ ନଯାଇ ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା…