Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନବୀନ ସରକାରଙ୍କ ବ୍ୟାଗ୍ ବଣ୍ଟନ: ବିଧାନସଭାରେ ଆସିଲା ଆଖି ଖୋସିଦେଲା ଭଳି ତଥ୍ୟ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ବ୍ୟାଗ୍ ବଣ୍ଟନ ଯୋଜନା। କେବଳ ବ୍ୟାଗ୍ ବାଣ୍ଟିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ହୋଇଛି ୨୪୭ କୋଟିରୁ ଅଧିକ ଟଙ୍କା । ଏଭଳି କିଛି ଆଖି ଖୋସି ଦେଲା ଭଳି ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଧାୟକ…

ପିକ୍‌ଅପ୍ ଗାଡ଼ିରେ ହେଉଥିଲା ୫୦୦ କଇଁଛ ଚାଲାଣ: ମାଡ଼ିବସିଲା ବନବିଭାଗ, ୪ ଗିରଫ

ମାଲକାନଗିରି: ପିକ୍‌ଅପ୍ ଭ୍ୟାନରେ ହେଉଥିଲା ୫୦୦ କଇଁଛ ଚାଲାଣ। ମାଡିବସିଲା ବନ ବିଭାଗ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍.ଭି-79ରେ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ କରାଯାଉଥିଲା ୫୦୦ରୁ ଉର୍ଦ୍ଧ୍ୱ କଇଁଛ। ୨ଟି ପିକଅପ ଗାଡ଼ିରେ କଇଁଛ ଚାଲାଣ ବେଳେ ମୋଟୁ ବନବିଭାଗ ଚଢାଉ…

ଭୁବନେଶ୍ଵରରେ ମୁହାଁମୁହିଁ ହେଲେ ପୋଲିସ୍ – ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର: ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କଲା କଂଗ୍ରେସ। ଆଜି ରାଜଧାନୀରେ ଛାତ୍ର କଂଗ୍ରେସ ଛାତ୍ର ସଂସଦ ନିର୍ବାଚନ ଦାବିରେ ଶୋଭାଯାତ୍ରା କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଯେଉଁ ସମୟରେ ପୋଲିସ ଅଟକାଇବାରୁ ପୋଲିସ ଓ…

ଆପଣଙ୍କ ଟଙ୍କା ବି ସାହାରାରେ ଫସିଛି କି? ତାହେଲେ ଜାଣନ୍ତୁ… ସମ୍ପତି ବିକ୍ରି କରି ଟଙ୍କା ଫେରାଇବ ସାହାରା

ନୂଆଦିଲ୍ଲୀ: ସାହାରାକୁ ଲାଗିଲା ସୁପ୍ରିମକୋର୍ଟଙ୍କ ଝଟକା | କହିଲେ ଯାହା କରୁଛ କର ହେଲେ ଯଥା ଶୀଘ୍ର ନିବେଶକଙ୍କ ଟଙ୍କା ଫେରାଅ | ଏଥିପାଇଁ ନିଜର ସମସ୍ତ ସମ୍ପତି ବି ବିକ୍ରି କରି ଟଙ୍କା ଫେରାଇ ପାରିବ |ସେବି - ସାହାରା ରିଫଣ୍ଡ୍ ଖାତାରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଜମା କରିବା ପ୍ରସଙ୍ଗକୁ…

ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଗତକାଲି…

ମଦ୍ରାସାରେ ନକଲି ନୋଟ ଛାପାର ପର୍ଦ୍ଦାଫାଶ, ରହିଛି ଭଦ୍ରକ ଲିଙ୍କ

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ଚାଲିଥିଲା ବଡ ଧରଣର ନକଲି ନୋଟ ଛାପା କାରବାର | ମାଷ୍ଟରମାଇଂଡ ସାଜିଥିଲା ଭଦ୍ରକ ପୁଅ | ଏଯାବତ ପୋଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ କରିଥିବା ବେଳେ ମୋଟ ୪ ଜଣକୁ ଗିରଫ କରିଛି | ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ଏକ ମଦ୍ରାସାରୁ ଆସିଛି ଏଭଳି…

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ: ଡିଜିପି

ଭୁବନେଶ୍ୱର: ଡିଜିପି ୱାଇ ବି ଖୁରାନିଆଙ୍କ ବଡ଼ ବୟାନ। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ। ମାଓବାଦୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ। ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସରେ ମାଓ ମୁକାବିଲା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ…

ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଲଘୁଚାପ ଆଣୁଛି ବଡ଼ ବର୍ଷା। ଫଳର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷାର…

ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ବଣାଇ: ଘଉଡ଼ାଇବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ବିଳମ୍ବିତ ରାତିରେ ବନ ବିଭାଗ ସହ ହାତୀ ଘଉଡ଼ାଇବା ବେଳେ ଘଟିଛି ଏହି ଅଘଟଣ। ହାତୀ ଆକ୍ରମଣରେ ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁଟା ମୁଣ୍ଡାସାହିର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଜଣକ ହେଲେ କୁଲୁକୁତା ଗ୍ରାମର…

ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ: ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ

ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ବାର୍ଡ଼ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲି ଟିମ ତଦାରଖ କରିବ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଛି। ବାର୍ଡ଼ ଫ୍ଲୁ ପାଇଁ ରାଜ୍ୟରେ ନିଆ…