Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜୟଙ୍କ ଫିଲ୍ମରେ ନଜର ଆସିବେ କି ଧୋନୀ ? 

ଚେନ୍ନାଇ: ସୁପରଷ୍ଟାର ଥାଲାପାଥି ବିଜୟଙ୍କ ଆଗାମୀ ଚଳଚ୍ଚିତ୍ର ' ଦ ଗ୍ରେଟେଷ୍ଟ ଅଫ ଅଲ ଟାଇମ (ଗୋଟ୍‌)କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ଫିଲ୍ମରେ ଏମଏସ୍ ଧୋନୀ ଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର କ୍ରେଜ ଦେଖିବାକୁ ମିଳିଛି।…

‘ଏମର୍ଜେନ୍ସି’କୁ କୋର୍ଟ ଝଟକା: ମିଳିବନି ସାର୍ଟିଫିକେଟ 

ମୁମ୍ବାଇ : 'ଏମର୍ଜେନ୍ସି' କୁ କୋର୍ଟ ଝଟକା। ତୁରନ୍ତ ସାର୍ଟିଫିକେଟ ନଦେବାକୁ ସିବିଏଫସିକୁ ମନା କରିଦେଲେ କୋର୍ଟ। ବଲିଉଡ୍ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱାତଙ୍କ ପିଛା ଛାଡୁନି ବିବାଦ। ବହୁ ଦିନ ପରେ ପୁଣି ସିନେମାରେ ଆସିବାକୁ ଯାଉଥିଲେ, ହେଲେ ସତେ ଯେପରି ତାଙ୍କ ସିନେମାକୁ…

ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ

ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ । ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା…

ଲୁହା ପଥର ଖଣିରେ ଖୋଳତାଡ କରୁଛି ସିବିଆଇ

କୋଇଡା: ଲୁହାପଥର ଖଣିରେ ଖୋଳତାଡ କରୁଛି ସିବିଆଇ। ଲୁହା ପଥରର ମାନ ବଦଳାଇବାରୁ ଶହ ଶହ କୋଟି ରାଜସ୍ବ କ୍ଷତି ହେବା ପରେ ବରସୁଆଁ ଲୁହାପଥର ଖଣିରେ ଚଢ଼ାଉ ଜାରି ରଖିଛି ସିବିଆଇ। ସେଠିକା ସେଲ୍ ଅଧିକାରୀଙ୍କୁ ଡାକି ପଚରାଉଚରା ଜାରିରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟେନସା ସ୍ଥିତ ଆର୍.…

କାହିଁକି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜବାନ? ତଦନ୍ତ କରୁଛି ପୋଲିସ

ରାୟପୁର: ଜଣେ ଯବାନ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାର ନକ୍ସଲ ପ୍ରବଳ ଅଞ୍ଚଳ କୋସରୋଡା କ୍ୟାମ୍ପରେ । ମୃତ ଯବାନ ଜଣକ ହେଲେ ରାକେଶ କୁମାର (୩୧) । ସେ ୩୩ ବାଟାଲିୟନର ଯବାନ ଥିଲେ । ତେବେ ସେ ନିଜ ମୁଣ୍ଡକୁ ନିଜ…

ୟୁପି ନକଲି ନୋଟ୍ ନେଟଓ୍ବର୍କର ଓଡିଶା ଲିଙ୍କ

ନୂଆଦିଲ୍ଲୀ: ମଦ୍ରାସାରେ ଜାଲ୍ ନୋଟ୍ ଫ୍ୟାକ୍ଟ୍ରି! ୟୁପିରେ ନକଲି ନୋଟ୍ କାରବାରର ଓଡିଶା ଲିଙ୍କ । ଭଦ୍ରକର ଜାହିର ଖାନ୍ ନେଟଓ୍ବର୍କର ମାଷ୍ଟରମାଇଣ୍ଡ । ଆରଏସଏସ ବିରୋଧରେ ବି ବିଷ ଭରିବାକୁ ପ୍ଲାନ୍ ! ଉତ୍ତରପ୍ରଦେଶର ପ୍ରୟାଗରାଜ ଅତ୍ତରସୁଇୟାର ଏକ ମଦ୍ରାସାରେ ଚାଞ୍ଚଲ୍ୟକର ଖୁଲାସା। ମଦ୍ରାସା…

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବାକୁ ନେଇ ନିଷ୍ପତ୍ତି

ପୁରୀ: ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଜୁଲାଇ ୧୪ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ…

ଆଉ ପିନ୍ଧିବାକୁ ପଡ଼ିବନି ଚଷମା, ଭାରତରେ ଆଇ ଡ୍ରପ୍‌କୁ ମିଳିଲା ଅନୁମତି

ମୁମ୍ବାଇ: ଆଜିକାଲି ପ୍ରାୟ ସମସ୍ତେ ଚଷମା ବ୍ୟବହାର କରନ୍ତି। ଦୂରଦୃଷ୍ଟି କାରଣରୁ ହେଉ କିମ୍ବା ଚକ୍ଷୁଜନୀତ ଯେକୌଣସି ସମସ୍ୟା, ସମସ୍ତେ ଚଷମା ଉପରେ ନିର୍ଭରଶୀଳ। ବୟସ ଅଧିକ ହେବା ପରେ ପଢ଼ାପଢ଼ିରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ। ପଢ଼ିବା ପାଇଁ ରିଡିଂ ଗ୍ଲାସ ବା ଚଷମା ବ୍ୟବହାର କରିବାକୁ…

ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ଦାବି

ଭୁବନେଶ୍ୱର: ଗୃହରେ ଉଠିଲା ବିଧାୟକମାନଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ। ସ୍ୱର ମିଳାଇଲେ କଂଗ୍ରେସ ଓ ବିଜେଡି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ ଆଜି ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଦାବି ରଖିଥିଲେ ବିଧାୟକ। ଏଥିପାଇଁ ବିଧାୟକ ତାରା ବାହିନୀ ପତି, ସନାତନ ବିଜୁଳି ଓ…

ନବୀନ ସରକାରଙ୍କ ବ୍ୟାଗ୍ ବଣ୍ଟନ: ବିଧାନସଭାରେ ଆସିଲା ଆଖି ଖୋସିଦେଲା ଭଳି ତଥ୍ୟ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ବ୍ୟାଗ୍ ବଣ୍ଟନ ଯୋଜନା। କେବଳ ବ୍ୟାଗ୍ ବାଣ୍ଟିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଖର୍ଚ୍ଚ ହୋଇଛି ୨୪୭ କୋଟିରୁ ଅଧିକ ଟଙ୍କା । ଏଭଳି କିଛି ଆଖି ଖୋସି ଦେଲା ଭଳି ତଥ୍ୟ ଆଜି ବିଧାନସଭାରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଧାୟକ…