Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଶକ୍ତିକାନ୍ତ ଦାସ। ଚାରି ଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବିବିହ୍ଵଳ ହୋଇଛନ୍ତି । ଶ୍ରୀମନ୍ଦିର…

ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ

ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଜେପି ବିଧାୟିକା ଉପାସନା…

ମନି ଲଣ୍ଡରିଙ୍ଗ ମାମଲାରେ ବନ୍ଧା ହେଲେ ଆପ୍ ନେତା

ନୂଆଦିଲ୍ଲୀ: ବନ୍ଧା ହେଲେ ଇଡି ବିଧାୟକ । ମନି ଲଣ୍ଡରିଙ୍ଗ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ପ୍ରାୟ ୬ ଘଣ୍ଟାର ଜେରା ପରେ ଅମାନତୁଲ୍ଲାଙ୍କୁ ଗିରଫ କରିଛି ଇଡି । ତେବେ ଦିଲ୍ଲୀ ୱାକଫ ବୋର୍ଡର…

ରାଜ୍ୟରେ ଗଢା ହେବନି ହାଇକୋର୍ଟ ବେଞ୍ଚ

ଭୁବନେଶ୍ବର: ଓଡିଶାରେ ଗଠନ ହୋଇନପାରେ ହାଇକୋର୍ଟ ବେଞ୍ଚ । ଏହାର କିଛି ଯଥାର୍ଥତା ନାହିଁ । ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ପ୍ରଶ୍ନରେ ଉତ୍ତର ରଖି କିଛି ଏମିତି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭାରେ ବିଧାୟକ କଳିକେଶ ସିଂହଦେଓ…

ବନ୍ଦ ହେଲା ହୀରାକୁଦର ସବୁ ଗେଟ୍

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ ବନ୍ଦ କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨.୩୯ ଫୁଟ୍ ରହିଛି । ତେବେ ସ୍ଥିତି ନିୟନ୍ତ୍ରଣ ଥିବାରୁ ଗେଟ୍ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ ।

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବିରୋଧୀଙ୍କ ‘ଜୋତା ମାର୍’ ବିକ୍ଷୋଭ

ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସିନ୍ଧୁଦୁର୍ଗ ଜିଲ୍ଲାରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିରୋଧୀ । ଲଗାତାର ଶାସକଙ୍କୁ ଘେରି ଜାରି ରଖିଛନ୍ତି ବିକ୍ଷୋଭ । ଏହି କ୍ରମରେ ଏକନାଥ…

ମାତିଛନ୍ତି ମଣିଷଖିଆ ଗଧିଆ: କୁନି ଝିଅକୁ ଘର ଭିତରୁ ଟାଣିନେଇ ମାରିଲା

ବାହାରଚି: ମାତିଛନ୍ତି ଗଧିଆ । ବାହାରେ ଘରେ କେଉଁଠି ତ୍ରାହି ନାହିଁ । ଏଯାବତ ଗଲାଣି ୯ଜଣଙ୍କର ଜୀବନ । ବନବିଭାଗ ଜାଲରେ ପଡିଲେଣି ୪ ଗଧିଆ । ତଥାପି ଥମିନି ଆତଙ୍କ । ପୁଣି ଏକ ଅଢେଇ ବର୍ଷର ଛୁଆକୁ ଘର ଭିତରୁ ଟାଣି ନେଇ ମାରିଲା ଗଧିଆ । ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ ।…

ସୁଭଦ୍ରାକୁ ନେଇ ପୁଣି ତାତିଲା ଗୃହ, ସାଢେ ୧୧ ଯାଏଁ ମୁଲତବି

ଭୁବନେଶ୍ବର: ଗତ ଦୁଇ ଦିନ ହେବ ସୁରୁଖୁରୁରେ ଗୃହ ଚାଲିବା ପରେ ଆଜି ପୁଣି ହଟ୍ଟଗୋଳରେ ଗୃହ ମୁଲତବି । ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା କରିବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଗୃହ ଆରମ୍ଭରେ ସ୍ବର୍ଗତ…

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଭୟ: ଆଜିଠୁ ସାମ୍ପୁଲ ସଂଗ୍ରହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ବଢ଼ିଲା ବାର୍ଡ ଫ୍ଲୁ ସନ୍ଦେହ । ୬ ବସ୍ତା ମଲା କୁକୁଡ଼ା ଦେଖି ଛାନିଆ ନରସିଂହପୁର ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଡେରାବିଶ ଥାନା ନରସିଂହପୁର ପଞ୍ଚାୟତର ରାସ୍ତାକଡ଼ରୁ ବସ୍ତା ବସ୍ତା ମଲା କୁକୁଡ଼ା ମିଳିବାରୁ ଏମିତି ସନ୍ଦେହ ବଢିଛି। ଆଜଠାରୁ ଜିଲ୍ଲା…

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ତାଳଚେର: ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି…