Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝାରପଡ଼ା ଜେଲରେ ବନ୍ଦୀଙ୍କୁ ଆକ୍ରମଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏଡିଜି

ଭୁବନେଶ୍ୱର: ଝାରପଡ଼ା ଜେଲରେ ହାଇଦର ପୁଅ ମାଡ଼ରେ ବନ୍ଦୀର ମୁଣ୍ଡ ଫାଟିବା ଘଟଣା ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର । କଟକ ଡିଭିଜନ୍ ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ଟି ପଦକ। ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍। ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌। ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ। ସେହିପରି ୧୦୦ ମିଟର ଦୌଡ଼ରେ ବି…

ଚନ୍ଦକା ଗୋଡ଼ିବାରିରେ ଆଖି ବୁଜିଲା ଅସୁସ୍ଥ ହାତୀ ଛୁଆ

ଭୁବନେଶ୍ବର: ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଦେଓଗାଁରୁ ଅଣାଯାଇଥିଲା ଗୋଠଛଡ଼ା ହାତୀ ଛୁଆ। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ । କିଛି ତଳେ ଏହି ହାତୀ ଛୁଆ ଅସୁସ୍ଥ…

ନନ୍ଦନକାନନ ଆସିଲେ ୨ ନୂଆ ଅତିଥି ଜିରାଫ

ଭୁବନେଶ୍ୱର: କୋଲକାତା ଚିଡ଼ିଆଖାନାରୁ ନନ୍ଦନକାନନକୁ ଅଣାଗଲା ୨ ଜିରାଫ। ନୂଆ ଅତିଥି ଭାବେ ୨ଟି ଜିରାଫ ଅଣାଯାଇଛି। ଗୋଟିଏ ମାଈ ଓ ଗୋଟିଏ ପୁରୁଷ ଜିରାଫ ଅଣାଯାଇଛି। ତେବେ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଅଣାଯାଇଥିବା ସୂଚନା ମିଳିଛି। ୨ ଜିରାଫ ଆସିବା ପରେ ନନ୍ଦନକାନନରେ…

ଆନ୍ଧ୍ର, ତେଲଙ୍ଗାନାରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୫ ମୃତ, ୧୩୦ ଟ୍ରେନ ବାତିଲ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ବୁଡି ରହିଥିବାରୁ ଟ୍ରାଫିକ୍…

ଆରମ୍ଭ ହେଲା ସୁଭଦ୍ରା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଫର୍ମ ପୁରଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ । ପଞ୍ଜିକରଣ ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦିନ ସାରା ଭିଡ ଦେଖିବାକୁ ମିଳିଛି । ସେଠାରୁ ଫର୍ମ ଆଣି ପୂରଣ କରିବା ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା…

‘ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ’

ଭୁବନେଶ୍ବର: ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଲେ ''ମୁଁ ରେଭେନ୍ସାର ଜଣେ ଛାତ୍ର । ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ…

ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଯିବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୮ରୁ୧୦ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ରାହୁଲ । ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ରାହୁଲ ଗାନ୍ଧୀ ଟେକ୍ସାସ, ଡାଲ୍ଲାସ ଓ…

ବିଡିଏର ୪୨ତମ ପ୍ରତିଷ୍ଠା ଦିବସ: ‘ଭୁବନେଶ୍ବରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର…

ଏତେ ଦିନ ଧରି ପାଣି ଭିତରେ ରହିପାରିବ ପଣ୍ଡୁବି ଆଇଏନଏସ ଆରିଘାତ…

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ପରମାଣୁ ପଣ୍ଡୁବି ଆଇଏନଏସ ଆରିଘାତ ଅନ୍ତର୍ଭୂକ୍ତ ହେବା ପରେ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହାର ସାହାଯ୍ୟରେ ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ବୃଦ୍ଧିରେ ସହାୟକ ହେବ । ଏହି ବୁଡ଼ାଜାହାଜ କେ-୪ ପରି ବିପଜ୍ଜନକ କ୍ଷେପଣାସ୍ତ୍ର ସମେତ ଅନେକ…