Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଭୁବନେଶ୍ବର: ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି ।…

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି। ଗଞ୍ଜାମ ମଦମୃତ୍ୟୁ ମାମଲାରେ ବ୍ୟାକଫୁଟକୁ ଯାଇଥିବା ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରି ନିଜ ଇମେଜ୍ ସଫା କରିବାକୁ ଉଦ୍ୟମ କରିଛନ୍ତି । ନୂଆ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି ।…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ରୁଚୁନି ଜେଲର ଖାଦ୍ୟ, ଅର୍ଡର କଲା ଏହି ଖାଇବା

କୋଲକତା: କୋଲକତା ଆର.ଜି କର ନମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବର୍ତ୍ତମାନ କୋଲକାତାର ପ୍ରେସିଡେନ୍ସି ସୁଧାର ଗୃହରେ ଅଛି । ସେ ଜେଲରେ ରୁଟି ଏବଂ ତରକାରୀ ଖାଇବାକୁ ମନା କରି ଦେଇଛି ଏହା ବଦଳରେ ଅଭିଯୁକ୍ତ ସଞ୍ଜୟ ଅଣ୍ଡା…

ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ; ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଅବପାତରେ ପରିଣତ ହୋଇଛି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ…

ହାଇକୋର୍ଟରେ ଗଡୁଛି ଲକ୍ଷେ ଉପରେ ମାମଲା, ଖାଲି ପଡିଛି ୧୯୫ ବିଚାରପତି ପଦବୀ

ଭୁବନେଶ୍ବର: ଓଡିଶା ହାଇକୋର୍ଟରେ ଗତ ୫ ବର୍ଷରେ ୫୫ ହଜାର ୨୦୩ଟି ମାମଲାର ଫଇସଲା ହୋଇଥିବା ବେଳେ ଏବେବି ଗଡୁଛି ଲକ୍ଷେ ଉପରେ ମାମଲା । ହାଇକୋର୍ଟରେ ମୋଟ ୧ଲକ୍ଷ ୪୨ହଜାର ୮୫୮ ମାମଲା ବିଚାରଧୀନ ଅବସ୍ଥାରେ ପଡିଛି । ଆଜି ଗୃହରେ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଏହି ଲିଖିତ…

ବିଷାକ୍ତ ମଦ ନେଲାଣି ୨୩୧ ଜୀବନ

ଭୁବନେଶ୍ବର: ଏଯାବତ ବିଷାକ୍ତ ମଦ ନେଲାଣି ୨୩୧ ଜୀବନ । ଆଜି ଗୃହରେ ମଦ ମୃତ୍ୟୁ ଉପରେ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି, ୧୯୯୨ ମସିହାଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି । ୧୯୯୨ରେ କଟକରେ ବିଷାକ୍ତ ମଦ…

ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା ରହିବ । ଏନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ…

କୋଲକାତା ଲଜ୍ଜା: ଦିଲ୍ଲୀ ଜନ୍ତରମନ୍ତରରେ ଏମ୍ସ ଡାକ୍ତରଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ପୁଣି ଥରେ ରାସ୍ତାକୁ ଓହ୍ଲାଇବେ ଡାକ୍ତର । ଦିଲ୍ଳୀ ଏମ୍ସର ଡାକ୍ତରମାନେ ଆଜି ଅପରାହ୍ଣରେ ଜାତୀୟ ରାଜଧାନୀ ସ୍ଥିତ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ…

ନଦୀରେ ବୁଡ଼ି ଛାତ୍ର ନିଖୋଜ

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳିନ୍ଦ୍ରାବାଦ ନିକଟରେ ବୁଢାନଦୀରେ ବୁଡ଼ି ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ଦଶରଥପୁର ବ୍ଲକ କାଟିଆ ଗ୍ରାମର ଓମ୍ ପ୍ରକାଶ ଷଡ଼ଙ୍ଗୀ । ସେ ନବମ ଶ୍ରେଣୀର ଛାତ୍ର । ତେବେ ଓମ୍ ପ୍ରକାଶ ଆଜି ସ୍କୁଲ ନଯାଇ ସାଙ୍ଗ ମାନଙ୍କ ସହ ବୁଲିବାକୁ…

ସାବାଡ ହେବେ ମାଫିଆ: ଖୋଲିବ ୨୫ ନୂଆ ଅବକାରୀ ଥାନା

ଭବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଦିନକୁ ଦିନ ନିଶା କାରବାର ଓ ମଦ ମାଫିଆଙ୍କ ବଢୁଥିବା ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଅବକାରୀ ନିର୍ଦ୍ଦେଶାଳୟ । ଏନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି କରି…