Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶୀତ ଆସିବା ପୂର୍ବରୁ ବିଷ ବାୟୁରେ ଅଣନିଶ୍ୱାସୀ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଆସିନି ଶୀତ ଋତୁ, ହେଲେ ଆରମ୍ଭ ହେଲାଣି ବାୟୁ ପ୍ରଦୂଷଣ। ଦିଲ୍ଲୀର ଅବସ୍ଥା ବେହାଲ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ହୋଇଛି। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି। ଏବେଠାରୁ ବିଷ…

ଚୋରା ଚାଲାଣ ବେଳେ ୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: ଥମୁନି ଗଞ୍ଜେଇ ଚୋରା ଚାଲାଣ। ଏଥର କୌଣସି ଚାରି ଚକିଆ ଗାଡିରେ ନୁହେଁ ବରଂ ଏକ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଏହାର ଖବର ପାଇ ମାଡି ବସିଲା ପୋଲିସ। ଏଭଳି ଘଟଣା ଘଟିଛି କୋରାପୁଟର ଲମତାପୁଟ ବ୍ଲକରେ। ସୂଚନା ଅନୁସାରେ ଲମତାପୁଟରେ ଅନେକ ସମୟରେ ଗାଡି ଗୁଡିକୁ ଅଟକାଇ…

ଉପମୁଖ୍ୟମନ୍ତ୍ରୀଙ୍କ ଭ୍ୟାନ୍ ଧକ୍କାରେ ଦୁଇ ଛାତ୍ରଛାତ୍ରୀ ଆହତ

ପୁରୀ: ପୁରୀ ଜିଲ୍ଲା ଗୋପ ମହାଜନ ସାହି ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସୋରିସିଆପଦା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ପ୍ରଭାତୀ ପରିଡା ତାଙ୍କ…

ସତର୍କ ରୁହନ୍ତୁ ! ପ୍ରବଳ ବର୍ଷା ଓ ବିଜୁଳି, ଘଡ଼ଘଡି ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଦୁର୍ବଳ ହୋଇଛି ଲଘୁଚାପ। ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି। ତଥାପି ଏହାର ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ରହିବ। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ରହିବ। ଝଡତୋଫାନ ମଧ୍ୟ ବୋହିବ। ଏନେଇ…

ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା

ଭଦ୍ରକ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା । ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ । ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏନେଇ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କରେ ବିଜେପି ସାଂସଦ କଙ୍ଗନା ରାଣାୱତ ଦେଇଥିବା ବିବୃତ୍ତି ଉପରେ ଓଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ପ୍ରଶ୍ନ କରିଛନ୍ତି ଯେ, ସରକାରଙ୍କ ନୀତି କିଏ ନିଷ୍ପତ୍ତି ନେଉଛି? ଜଣେ ବିଜେପି ସାଂସଦ ନା…

ତିରୁପତି ପ୍ରସାଦ ବିବାଦ ମଧ୍ୟରେ ୪ ଦିନରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ଲଡୁ ପ୍ରସାଦକୁ ନେଇ ବିବାଦ ଥମିବାର ନା ନେଉନି। ଏହାରି ମଧ୍ୟରେ କିନ୍ତୁ ପ୍ରସାଦ ବିକ୍ରି ହେବା କମିନାହିଁ। ପ୍ରାୟ ୪ ଦିନ ମଧ୍ଯରେ ବିକ୍ରୀ ହେଲାଣି ୧୪ ଲକ୍ଷ ଲଡୁ। ଖବର ଅନୁଯାୟୀ ଦୈନିକ ୬୦,୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରୁଥିବା…

ଆସନ୍ତା ୧ରେ ଲଞ୍ଚ ହେବ ‘ଗାର୍ଭି ଗୁଜୁରାଟ’ ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍

ଭୁବନେଶ୍ବର: ଭାରତୀୟ ରେଳବାଇ ଅକ୍ଟୋବର ୧ରେ ଦିଲ୍ଲୀରୁ "ଗାର୍ଭି ଗୁଜୁରାଟ" ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ଲଞ୍ଚ କରିବ । ଏସି-I, ଏସି-II ଏବଂ ଏସି-III ଶ୍ରେଣୀ ସହିତ ଗାର୍ଭି ଗୁଜୁରାଟ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ସମୁଦାୟ ୧୫୦ ପର୍ଯ୍ୟଟକଙ୍କୁ ସ୍ଥାନିତ କରିବ । ଅକ୍ଟୋବର…

ପାରାସିଟାମଲ ସହ ୫୩ ଔଷଧ କ୍ବାଲିଟି ଟେଷ୍ଟରେ ଫେଲ୍

ନୂଆଦିଲ୍ଲୀ: ପାରାସିଟାମଲ ସମେତ ୫୩ଟି ଔଷଧ କ୍ବାଲିଟି ଟେଷ୍ଟରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ। ଦେଶର ଡ୍ରଗ୍ସ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗ୍ସ କଣ୍ଟ୍ରୋଲ୍…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । କଟକ ମହାନଗର ନିଗମ କମିଶନର ଭାବେ ଅନାମ ଚରଣ ପାତ୍ର ନିଯୁକ୍ତ ହୋଇଛନ୍ତି । ସେହିପରି କଳ୍ପତରୁ ବେହେରା ହେଲେ କଟକ ମହାନଗର ନିଗମ ଅତିରିକ୍ତ କମିଶନର । ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ହେଲେ ପ୍ରଦୀପ କୁମାର ରାଉତ ।…